4 ବର୍ଷ ଧରି ପ୍ରେମ କରି ଶାରୀ-ରିକ ସ-ମ୍ପର୍କ ରଖିବା ପରେ ଏବେ ଧୋ-କ୍କା ଦେଇଦେଲା ପ୍ରେମିକ, ଧାରଣା ଦେଇ ପ୍ରେମିକ ଘର ଆଗରେ ବସିରହିଲେ ପ୍ରେମିକା

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥା-ନା ଅନ୍ତର୍ଗତ ପୋଡାଡିହା ଗ୍ରାମରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ମା-ମଲା। ଏଠାରେ ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଧୋ-କ୍କା ଦେବା ପରେ ଯୁବତୀ ଜଣକ ନିଜ ପରିବାର ଲୋକଙ୍କ ସହ ଆସି ଯୁବକଙ୍କ ଘର ଆଗରେ ଧାରଣା ଦେଇ ବସିରହିଛନ୍ତି।

ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ପୋଡାଡିହା ଗ୍ରାମର ପ୍ରିୟଙ୍କା ମଲ୍ଲିକ ନାମକ ଜଣେ ଯୁବତୀ ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଯୁବକ ଜଣକ ମଧ୍ୟ ଯୁବତୀଙ୍କୁ ବହୁତ ଭଲ ପାଉଥିଲେ। ତେବେ ଭଲ ପାଇବା ଏତେ ଗଭୀର ହୋଇଗଲା ଯେ ଉଭୟଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ମଧ୍ୟ ଗଢି ଉଠିଲା। ତେବେ ଏହିପରି ଉଭୟଙ୍କର ଭଲ ପାଇବା 4 ବର୍ଷ ଧରି ରହିଥିଲା।

ତେବେ ଯୁବତୀଙ୍କ ଘର ଲୋକ ଯେତେବେଳେ ଏହି ପ୍ରେମ ସ-ମ୍ପର୍କ ବିଷୟରେ ଜାଣିଲେ ସେତେବେଳେ ଏହାକୁ ବିରୋ-ଧ କରି ଯୁବତୀଙ୍କ ଠାରୁ ମୋବାଇଲ ଛଡେଇ ନେଇଥିଲେ। କିନ୍ତୁ ଏହା ଜାଣିବା ପରେ ଯୁବକ ଜଣକ ନିଜ ପ୍ରେମିକାକୁ ଲୁଚେ-ଇକି ଏକ ମୋବାଇଲ ଦେଇଥିଲେ। ଯାହା ସାହାଯ୍ୟରେ ଉଭୟ ପ୍ରତିଦିନ କଥା ହେଉଥିଲେ।

ଏହାରି ଭିତରେ ଯୁବକ ଜଣକ କହିଲେ ଯେ,”ଯଦି ଘର ଲୋକ ସବୁ ଜାଣି ଯାଇଛନ୍ତି ତେବେ ଆଉ କିଛି କରିହେବ ନାହିଁ ଚାଲ ଆମେ ମନ୍ଦିରରେ ବାହା ହେଇଯିବା। ଏହାପରେ ଉଭୟ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ଯୁବକ ଜଣକ ତାଙ୍କୁ ଛାଡି ଦେଲେ ଏବଂ ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିଲେ।

ଯାହାପରେ ଯୁବତୀ ଜଣକ ନିଜ ପରିବାର ଲୋକ ଏବଂ କିଛି ଗାଁ ଲୋକଙ୍କ ସହ ଯାଇ ଥା-ନାରେ ଅଭି-ଯୋଗ କରିବା ସହ ଯୁବକଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି। ତେବେ ପୋ-ଲିସ ମାମ-ଲାକୁ ତ-ଦନ୍ତ କରି ଏବେ ପ୍ରେମିକକୁ ପଚ-ରାଉ-ଚରା କରୁଛି।

Leave a Reply

Your email address will not be published. Required fields are marked *