ମୋତେ କଂସେଇ କହି ମୋତେ ମା-ଡ଼ ମା-ରୁଛି ମୋ ପୁଅ, କହିଲେ ଏହି ହତଭାଗିନୀ ମାଆ ।

ବର୍ତମାନ ସମୟରେ ମଣିଷର ଅ-ତ୍ୟାଚା-ର ଦିନକୁ ଦିନ ବଢ଼ିବାରେ ଲାଗିଛି। ନିଜ ଜନ୍ମ କଲ ପୁଅ ନିଜ ବାପା ମାଙ୍କୁ ଘରୁ ବାହାର କରିଦେଉଛି ତାହା ପୁଣି ନିଜ ସ୍ତ୍ରୀ କଥାରେ ଏବଂ କିଛି ସମ୍ପତି ଲୋଭରେ। ବାପା ମାଙ୍କ ଉପରେ ପୁଅର ଓ ବୋହୁର ଅ-ତ୍ୟାଚା-ର ଦିନକୁ ଦିନ ବଢ଼ିବାରେ ଲାଗିଛି।

ଯେଉଁ ମା ଓ ବାପା ପୁଅ ଜନମରେ ଖୁସି ଅନୁଭବ କରନ୍ତି ସେମାନେ ଆଜି କିଛି ଖୁସି ପାଇଁ ସେମାନଙ୍କୁ ପର କରିଦେଉଛନ୍ତି।ବାସ୍ତବରେ ଦୁନିଆ କେତେ ନିଷ୍ଠୁର ଏବଂ ସ୍ୱାର୍ଥପର ଯାହା ଦ୍ଵାରା ନିଜ ସ୍ବାର୍ଥରେ ଅନ୍ଧ ହୋଇ କିଛି ସମ୍ପତି ଲୋଭରେ ନିଜ ଜନ୍ମ କଲା ବାପା ମାଆଙ୍କୁ ନିଜଠାରୁ ଦୂରେଇ ଦେଉଛନ୍ତି ନିଜ ଜନ୍ମ କଲା ପୁଅ।

ଯେଉଁ ବାପା ମା ନିଜେ ନଖାଇ ନିଜ ପୁଅ ପାଇଁ ଖାଇବା ରଖିଥାନ୍ତି ସେମାନେ ଆଜି ନିଜ ଖୁସି ପାଇଁ ବାପା ମାଆଙ୍କୁ ନିଜ ଠାରୁ ଦୂରେଇ ଦେଉଛନ୍ତି।ଯେଉଁ ମା ନିଜ ସନ୍ତାନ କୁ ଦଶ ମାସ ଦଶ ଦିନ ଗ-ର୍ଭରେ ଧରି ରହିଥାଏ ଏବଂ ଜନ୍ମ ଦେବା ପରେ ତାର ଯତ୍ନ ନେଇଥାଏ ଯେ ସେ ବଡ଼ ହେଲେ ନିଜର ଖ୍ୟାତି ଅର୍ଜନ କରିବା ସହ ପରିବାର ର ଗୌରବ ବୃଦ୍ଧି କରିବା ଏବଂ ବୃଦ୍ଧା ବସ୍ତାରେ ବାପା ମାଆଙ୍କ ସାହା ହେବ କିନ୍ତୁ ତାହା ଏବେ ଭୁଲ ପ୍ରମାଣ ହେବାରେ ଲାଗିଛି।ପୁଅ ବାପା ମାଙ୍କୁ ଖରାପ ବ୍ୟବହାର କରିବା ସହ ଗା-ଳି ଗୁଲଜ କରୁଛି।ମାକୁ ଯୋଗିନୀ ,କଂସେଇ କହିବା ସହ ନି-ଆଁ ରେ ପୋଡ଼ି ଦେବା ବୋଲି ଧ-ମକ ଦେଉଛି।

ଏହି ଭଳି ଏକ ଘଟ-ଣା ଘଟିଛି ଆଳି ଥା-ନା ଅନ୍ତର୍ଗତ ଶ୍ରିଗିରୀ ପଞ୍ଚାୟତ ଅଧିନସ୍ଥ ରାଉତା ଗ୍ରାମରେ।ସେହି ଗ୍ରାମର ଭୀମ ଲେଙ୍କା ଯାହାଙ୍କ ବୟସ ୯୬ ବର୍ଷ ଏବଂ ତାଙ୍କ ସ୍ତ୍ରୀ ଚେମାମଣି ଲେଙ୍କା ଯାହାଙ୍କ ବୟସ ୮୮ ବର୍ଷ।ତାଙ୍କର ତିନୋଟି ପୁଅ,ସେଥିମଧ୍ୟରୁ ଦୁଇ ଜଣ ବିଦେଶ ରେ ଥିବା ବେଳେ ବଡ଼ ପୁଅଙ୍କ ପାଖରେ ଏହି ଦୁଇ ଜଣ ରହୁଥିଲେ।୧୪ ରୁ ୧୫ ବର୍ଷ ହେବ ସେ ଏମାନଙ୍କ ସହ ଖରାପ ବ୍ୟବହାର କରିବା ସହ ଗା-ଳି ମଧ୍ୟ ଦେଉଥିଲା ଏବଂ ଖାଇବାକୁ ଦେଉନଥିଲା ଏବଂ ଏବେ ସେ ଦୁଇ ବାପା ମାଆଙ୍କୁ ଘରୁ ବାହାର କରିଦେଇଛି କେବଳ କିଛି ସମ୍ପତି ଲୋଭରେ।

ଯାହାଦ୍ଵାରା ସେହି ବାପା ମା ଦୁଇ ଜଣ ଥା-ନା ଅଧିକାରୀଙ୍କ ପାଖରେ ନିଜ ଦୁଃଖ ଜଣାଇବା ସହ ସେହି ଘଟ-ଣାର ତ-ଦନ୍ତ କରିବା ପାଇଁ ନିଷ୍ପତି ନେଇଛନ୍ତି। ଆଜିକାଲିର ଲୋକଙ୍କୁ କଣ ବା ଭରଷା ଯେଉଁଠି ନିଜ ବାପା ମାଙ୍କୁ ପର କରିଦେଉଛନ୍ତି ସେମାନଙ୍କ ଭଳି ଲୋକ ଏହି ଦୁନିଆରେ ରହିବ ବହୁତ ବଡ଼ ଅପ-ରାଧ।ଏବଂ ସେହି ବାପା ଓ ମା ଦୁଇ ଜଣ କରୁଣ ସ୍ଵରରେ କହୁଥିବା ଶୁଣା ଯାଉଛି କି ଭଗବାନ ଏହିଭଳି ପୁଅ କାହାକୁ ନ ଦିଅନ୍ତୁ ଏବଂ ସେ ଏହି ଜନ୍ମରେ ଏହି ଭଳି ପୁଅ ପାଇଛନ୍ତି ଜଃପାଇଁ ସେ ନିଜ ଭାଗ୍ୟକୁ ଦୋ-ଷ ଦେଉଛନ୍ତି ଏବଂ କହୁଛନ୍ତି କି ଏହା ତାଙ୍କ ପୂର୍ବ ଜନମର କୌଣସି ପାପର ଫଳ।

Leave a Reply

Your email address will not be published. Required fields are marked *