ବନ୍ଧୁତ୍ୱରେ ଲାଗିଲା କ-ଳଙ୍କ, ସାଙ୍ଗର ସ୍ତ୍ରୀକୁ ନେଇ ଫେ-ରାର ହୋଇଗଲା ଯୁବକ, ଏବେ ଧରାପଡିବା ପରେ ଖାଇଲା ନି-ର୍ଧୁମ ମା-ଡ଼

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଦେଖିବାକୁ ମିଳିଛି ଏକ ଲ-ଜ୍ଜାଜ-ନକ ମାମ-ଲା।ବନ୍ଧୁତ୍ବରେ ଲାଗିଲା କ-ଳଙ୍କ। ସାଙ୍ଗର ପତ୍ନୀକୁ ନେଇ ଫେ-ରାର ହୋଇଯିବା ପଡିଗଲା ମ-ହାଙ୍ଗା। କିନ୍ତୁ ଯେତେବେଳେ ସାଙ୍ଗଟି ଧରା ପଡିଲା ସେତେବେଳେ ଗାଁ ଲୋକ ଏବଂ ଅନ୍ୟ ସାଙ୍ଗଟି ତାର ହାତ ଗୋଡ ବାନ୍ଧି ରାସ୍ତାରେ ଘୋଷାରି ଘୋଷାରି ନି-ର୍ଦ୍ଦୁମ୍‌ ଛେଚିଲେ। ଏହାସହ ଲୋକମାନେ ତାକୁ ଅଟୋ ରିକ୍ସା ବସାଇ ଥା-ନାକୁ ମଧ୍ୟ ନେଇଥିଲେ।

ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ଖନ୍ତାପଡ଼ା ଥା-ନା ବଡ଼ଗାଁ ଅଞ୍ଚଳର ସୁଧାକର ମଳିକ ନାମକ ଜଣେ ଯୁବକ ସେହି ଅଞ୍ଚଳର ସୌମ୍ୟରଞ୍ଜନ ମଲିକ ନାମକ ଜଣେ ଜଣେ ଯୁବକଙ୍କର ଭଲ ସାଙ୍ଗ ଥିଲେ। ତେବେ ବନ୍ଧୁତ୍ୱରେ ଧୋ-କ୍କା ଦେଇ ସୌମ୍ୟରଞ୍ଜନଙ୍କ ସ୍ତ୍ରୀକୁ ନେଇ ସୁଧାକର ଗତ ଦୁଇ ମାସ ତଳେ ଫେ-ରାର ହୋଇଯାଇଥିଲେ।

ଯାହାପରେ ସୌମରଞ୍ଜନ ଖନ୍ତପଡ଼ା ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ।ପୁ-ଲିସ ଉଭୟଙ୍କୁ ଖୋଜାଖୋଜି କରୁଥିବା ବେଳେ ସୌମ୍ୟରଞ୍ଜନ ମଧ୍ୟ ସେମାନଙ୍କୁ ଖୋଜାଖୋଜି କରୁଥିଲେ। ଗତକାଲି ସୌମ୍ୟରଞ୍ଜନ ସେମାନଙ୍କ ଠିକଣା ପାଇଥିଲେ।

ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀକୁ ନେଇ ସୁଧାକର ସୋର ବରଖୁଡିରେ ଏକ ଘର ଭଡ଼ା ନେଇ ରହୁଛନ୍ତି। ଏହାସହ ସୁଧାକର ତାଙ୍କ ସ୍ତ୍ରୀକୁ ନେଇ ବେଙ୍ଗାଳୁରୁ ଯିବାକୁ ଯୋଜନା କରୁଥିଲେ। ଏହା ପରେ ସୌମ୍ୟ କିଛି ଲୋକଙ୍କୁ ନେଇ ସଂଗେ ସଂଗେ ସେହି ଭଡ଼ା ଘରେ ପହଞ୍ଚିଥିଲେ।

ସେଠାରେ ସୁଧାରକଙ୍କ ହାତଗୋଡ଼ ବାନ୍ଧି ସୌମ୍ୟ ନିସ୍ତୁକ ପି-ଟିଥିଲେ। ଏହା ସହିତ ତାଙ୍କୁ ପୁଲି-ସକୁ ମଧ୍ୟ ହସ୍ତାନ୍ତର କରିଥିଲେ। ପୁ-ଲିସ ଉଭୟ ସୁଧାକାର ଏବଂ ସେହି ମହିଳାଙ୍କୁ ପଚ-ରାଉ-ଚରା କରୁଛି।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୌମ୍ୟରଞ୍ଜନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

ତେବେ ନିଜ ସ୍ତ୍ରୀର ଏପରି ଧୋ-କ୍କା ବାଜି ଦେଖି ସେ ସହ୍ୟ କରି ପାରିନାହାନ୍ତି। ସ୍ତ୍ରୀ ଏବେ ଯେତେ କ୍ଷମା ମାଗିଲେ ମଧ୍ୟ ତାଙ୍କୁ ସ୍ୱାମୀ କ୍ଷମା କରୁନାହାନ୍ତି। ଏହାସହ ନିଜ ସ୍ତ୍ରୀକୁ ପାଖରେ ରଖିବାକୁ ମଧ୍ୟ ଆଉ ଇଛା ପ୍ରକାଶ କରିନାହାନ୍ତି ସୌମ୍ୟରଞ୍ଜନ।

Leave a Reply

Your email address will not be published. Required fields are marked *