ତମ୍ୱାଖୁ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ବସ୍ତା ତଳେ ଚାପି ହୋଇଯାଇ ମ-ରିଗଲେ ବାପା ଓ ପୁଅ । ଦେଖି ପାରିଲାନି ପୋ-ଲିସ୍ ।

ଦିନକୁ ଦିନ ବଢ଼ି ଚାଲିଛି ଦୁର୍ଘ-ଟଣା ଜନିତ ମୃ-ତ୍ୟୁ । ତେବେ ଦର୍ଶକ ବନ୍ଧୁ ଦୁର୍ଘ-ଟଣା କେବେ କେମିତି ସମ୍ମୁଖକୁ ଆସି ଯାଇଥାଏ ତାହା ଜଣା ମଧ୍ୟ ପଡିନଥାଏ । କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ ।

ଦର୍ଷକବନ୍ଧୁ ଆପଣ ମାନେ ତ ସମସ୍ତେ ଏକଥାକୁ ନେଇ ଅଜ୍ଞ ଥିବେ ଯେ ଅନେକ ପ୍ରକାର ସବୁ ଦୁର୍ଘ-ଟଣା ଆମ ଅଖ ପାଖରେ ନୀତିଦିନ ଘଟୁଛି । ହେଲେ ଏପରି ଏକ ଦୁର୍ଘ-ଟଣା ବିଷୟରେ ଆପଣ ହୁଏତ ଜାଣିଲେ ଆପଣଙ୍କ ଲୋମ ଟା-ଙ୍କୁରୀ ଉଠିବ । ବିଧିର ବିଧାନ ବଡ଼ ଅଜବ । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ ।

ତେବେ ନିକଟରେ ଦେଖିବାକୁ ମିଳିଛି ସେମିତି ଏକ ଘ-ଟଣା । ହଠାତ୍ ଦୃତ ବେଗରେ ମାଡ଼ି ଆସିଲା ଗୋଟିଏ ତମ୍ବାକୁ ବୋଝେଇ ଟ୍ରକ । ଆଉ କେହି କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ ଟ୍ରକ ଓଲଟି ପଡି ଘଟିଗଲା ଏକ ବଡ଼ ଅଘ-ଟଣ । ଆଉ ଏକା ସାଙ୍ଗରେ ପ୍ରା-ଣ ହରାଇଲେ ବାପା ପୁଅ । ହଁ ଆଜ୍ଞା ବନ୍ଧୁଗଣ ଖଲିକୋଟ ଥା-ନା ଠାରୁ କିଛି ଦୂରରେ ଘଟି ଯାଇଛି ଏଭଳି ଏକ ହୃ-ଦୟ ବିଦାରକ ଭ-ୟଙ୍କର ଘ-ଟଣା।

ତେବେ ମିଳିଥିବା ସୂଚନା ଅନୁସାରେ ଘନ କୁହୁଡି ଯୋଗୁଁ ଏକ ତମ୍ବାଖୁ ବୋଝେଇ ଟ୍ରକ ଓଲଟି ପଡିଥିଲା । ଆଉ ତମ୍ବାଖୁ ବସ୍ତା ତଳେ ଚାପି ହୋଇଯାଇ ବାପା ପୁଅଙ୍କର ପ୍ରା-ଣବା-ୟୁ ଉଡ଼ି ଯାଇଛି । କର୍ଣ୍ଣାଟକ ଠାରୁ ତମ୍ବାଖୁ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିବା ଟ୍ରକ୍ ଓଲଟି ପଡ଼ିବାରୁ ଡ୍ରାଇଭର ଖଦାର ଅଲି ଏଵଂ ହେଲ୍ପର ରମେଶ ଆ-ହତ ହୋଇଥିଲେ ।

ତାଙ୍କୁ ଖଲିକୋଟ ମେଡିକାଲରେ ଚିକିତ୍ସା କରା ଯାଉଛି । ତେବେ କିନ୍ତୁ ସେହି ସମୟର କଦଳା ଥା-ନା ଅନ୍ତର୍ଗତ ସମା ଗ୍ରାମର ବାବୁଲା ପ୍ରଧାନ ଓ ରାକେଶ ପ୍ରଧାନ ବାଇକ୍ ଯୋଗେ ଖଲିକୋଟ ଦେଇ ଭେଜିପୁର ଯାଉଥିଲେ । ଓଲଟିଥିବା ତମ୍ବାକୁ ବସ୍ତା ତଳେ ବାଇକ୍ ସମେତ ବାପା ପୁଅ ଚାପି ହୋଇ ରହି ଯାଇଥିଲେ।

କିନ୍ତୁ ଏ ସମ୍ପ-ର୍କରେ କେହି ଜାଣି ପାରି ନଥିଲେ । ମଧ୍ୟାହ୍ନ ୧ଟା ସମୟରେ ତମ୍ବାଖୁ ଗୁଡ଼ିକ ବାହାର କରିବା ସମୟରେ ପ୍ରଥମେ ପୁଅର ମୃ-ତ ଦେହ ଦେଖିବାକୁ ମିଳିଥିଲା । ତାପରେ ପରିବାର ଲୋକଙ୍କୁ ଜଣାଇବା ପରେ ସାଥିରେ ବାପା ବାବୁଲା ମଧ୍ୟ ଥିଲେ ବୋଲି ଜଣା ପଡ଼ିବାରୁ ପୁଣି ତାମ୍ବାଖୁ ବସ୍ତା ବାହାର କରିବାରୁ ଅପରାହ୍ନ ୪ଟା ବେଳେ ବାପା ବାବୁଲା ପ୍ରଧାନଙ୍କ ମୃ-ତଦେହ ଉ-ଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *