ମୁଁ ଅନୁଭବଙ୍କୁ ବାହାହେବି, ହନିମୁନ କରିବୁ, କହିଲେ ରାନୀ ପଣ୍ଡା।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଅନୁଭବ ମହାନ୍ତିଙ୍କୁ ବାହା ହେବେ ବୋଲି ରାନୀ ପଣ୍ଡା କହିଛନ୍ତି।ଓଡ଼ିଶା ର ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଏବେ ପୁଣି ବିବାଦ ଘେରରେ।

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ରାନୀ ପଣ୍ଡା ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ଅନୁଭବ ମହାନ୍ତିଙ୍କୁ ବାହା ହେବେ ବୋଲି ରାନୀ ପଣ୍ଡା କହିଛନ୍ତି।କହିଛନ୍ତି ମୁଁ ଅନୁଭବ ଙ୍କୁ ବହାହେବିି ଯଦି ସେ ଡିଭୋସ ଦିଅନ୍ତି ତାହେଲେ ସେ ଅନୁଭବ ଙ୍କୁ ବାହା ହେବେ ବୋଲି କହିଛନ୍ତି। ଏ ବିଷୟରେ ରାନୀ କହିଛନ୍ତି ସେ ତାଙ୍କୁ ଲାଇକ କରନ୍ତି, ରେଷ୍ପେକ୍ କରନ୍ତି,ଆଉ ତାଙ୍କ ଜନ୍ମ ଦିନରେ ତାଙ୍କୁ ୱିଶ ମଧ୍ୟ କରିଥିଲେ।ସେ କହିଛନ୍ତି ଯେ ଅନୁଭବ ଜଣେ ଫିଲ୍ମ ଲାଇନ ର ଆଗ ଧାଡ଼ିର ନାୟକ।

ତେଣୁ ତାଙ୍କ ମନ ଆସିଗଲା ତାଙ୍କ ପ୍ରତି।ସେ କହିଛନ୍ତି ରାଣୀ ପଣ୍ଡା ଯାହା କୁହେ ,ତାହା ଖୋଲା ଖୋଲି କୁହେ ସେ କାହାକୁ ଡରେନି।ସେ କହିଛନ୍ତି ଯେ ତାଙ୍କ ମୁହଁକୁ ଜଉଟା ଆସିଲା ସେ କହିଲେ ଏଥିରେ ମହାଭାରତର ଅଶୁଦ୍ଧ ତ ହେଇନି,ଏହିପରି ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି କି ଯଦି ଅନୁଭବ ରାଜି ହୁଅନ୍ତି ତାହେଲେ ସେ ମଧ୍ୟ ବାହା ହେବାପାଇଁ ରାଜି।ସେ ଏହାକୁ ଏକ ଖୁସିର କଥା ବୋଲି କହିଛନ୍ତି ।

 

ଏହି ପରି ମନ୍ତବ୍ୟ ଦେଇଛନ୍ତି ରାନୀ ପଣ୍ଡା।ସେ ବର୍ଷା ଙ୍କୁ ଅନୁଭବ ଙ୍କ ପରିସ୍ଥିତି ପାଇଁ ଦାୟୀ ବୋଲି କହିଛନ୍ତି।ସେ କହିଛନ୍ତି ବର୍ଷା ଅନୁଭବ ଙ୍କୁ ଭଲ ପାଆନ୍ତି ନାହିଁ ବୋଲି କହିଛନ୍ତି।ସେ କହିଛନ୍ତି କି ସେ ଯାହା ବିଷୟରେ ଜାଣିନାହାନ୍ତି ସେ ବିଷୟରେ କିଛି କୁହନ୍ତି ନାହିଁ ସବୁ ଜାଣିଲା ପରେ ଯାଇକି ଯାହା କୁହନ୍ତି। ସେ କହିଛନ୍ତି ଯଦି ବର୍ଷାଙ୍କ ଗୋମୋର ଖୋଲାଯାଏ ତାହେଲେ ଓଡ଼ିଶାରେ ଚହଳ ପଡିଯିବ।ତେଣୁ ସେ ନାରୀକୁ ସମ୍ମାନ ଦେଇ କିଛି କହିନାହାନ୍ତି।ସେ କାହାରି ଚରିତ୍ରକୁ ଆକ୍ଷେପ କରିନାହାନ୍ତି,ସେ ଜାଣିଛନ୍ତି ସେ କଣ।

Leave a Reply

Your email address will not be published. Required fields are marked *