ଚାକିରୀ ରୁ ବାହାର କରିଦେଲା ମାଲିକ,କେମିତି ଆମ ଘର ଚାଲିଥାନ୍ତା,ଶେଷରେ ମାଲିକର ଜୀବନ ନେଇଗଲୁ…..

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବି-ଶ୍ୱାସନୀୟ ଘ-ଟଣା ମାନ ଘଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟ-ଣା ଘଟିଯାଇଛି ସୁରଟ ରେ। ଏପରି ଏକ ଲୋମୋ ଟାଙ୍କୁରା ଘଟ-ଣା ଘଟିଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେନି। ବ-ର୍ବର, ଜଘ-ନ୍ୟ,ହ-ତ୍ୟା କା-ଣ୍ଡ।ସୁରଟରେ ଟ୍ରିପଲ ମ-ଡର।ବଚସାରୁ ହେଲା ହ-ତ୍ୟାକା-ଣ୍ଡ।ଜୀବନ ନେଲେ ୨ ଓଡ଼ିଆ।

ଟଙ୍କା ରୋଜଗାର ପାଇଁ ଆସିଥିଲେ ସୁରଟ କିନ୍ତୁ ହୋଇଗଲେ ହ-ତ୍ୟାକା-ରୀ।ଚାକିରି ରୁ ଛଟେଇ ହେବାରୁ ମାଲିକକୁ ଚୁ-ରି ଭୁଷି ହ-ତ୍ୟା କଲେ।ଏଥି ସହିତ ମାଲିକ ପରିବାରର ୨ ଜଣଙ୍କୁ ହ-ତ୍ୟା କରିଥିବାର ସୁଚନା ମିଳିଛି।ଏହା ପରେ ପୋ-ଲିସ ଦୁଇ ଯୁବକଙ୍କୁ ଅଟକ କରି ପ-ଚରା ଉ-ଚରା କରୁଛି।ଏହି ଦୁଇ ଯୁବକ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି।

ଏ ନେଇ ଗୁଜୁରାଟ ପୋ-ଲିସ କହିଛନ୍ତି ଯେ ଗୋଟିଏ ପରିବାରର ହ-ତ୍ୟା ମା-ମଲା ସାମନାକୁ ଆସିଛି।ଗୋଟିଏ ଇଣ୍ଡଷ୍ଟ୍ରି ରେ କପଡା ଫିକ୍ଟ୍ରି ରେ କାମ କରୁଥିଲେ ସେ ଦୁଇ ଯୁବକ।ସେ ମାଲିକ ଏହି ଦୁଇ କର୍ମଚାରୀ କୁ ଛଟେଇ କରିଥିଲେ ,ଏହା ପରେ ସେ ଦୁଇ ଜଣ କର୍ମଚାରୀ ଚୁରି ଭୂ-ଷି ମାଲିକକୁ ଜ-ଘନ୍ୟ ହ-ତ୍ୟା କରିଚନ୍ତି। ଏ ନେଇ ଅଭି-ଯୋଗ ମଧ୍ୟ ହୋଇଛି।ସେମାନେ ଏବେ ପୋ-ଲିସ ହେଫା-ଜତରେ ରହିଛନ୍ତି।ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଅଛନ୍ତି।

ସୁରଟର ଡେପୁଟି କମିଶନର କହିଛନ୍ତି ଯେ କମ୍ପାନୀ ମାଲିକ ଦୁଇ ଯୁବକଙ୍କୁ ଛଟେଇ କରିବା ପାଇଁ କହିଥିଲେ,ତେଣୁ ମାଲିକ ଭିତରେ ବଚସା ହେଇଥିଲା, ସେହି ବଚ୍ଚସା ଧୀରେ ଧୀରେ ଉଗ୍ର ରୁପ ନେଇ ଜ-ଘନ୍ୟ ହ-ତ୍ୟା କା-ଣ୍ଡ ର ରୁପ ନେଇଥିଲା।ଗୁରୁ-ତର ଅବସ୍ଥାରେ ୩ ଜଣକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ସେଠାରେ ସେ ୩ ଜଙ୍କୁ ଡାକ୍ତର ମୃ-ତ ଘୋସଣା କଲେ।

Leave a Reply

Your email address will not be published. Required fields are marked *