ବିଦ୍ୟାଳୟରେ ଗଢି ଉଠିଲା ଖୁଡି-ପୁତୁରାଙ୍କ ପ୍ରେମ କାହାଣୀ, ଘଟଣାକୁ ଜାଣିବା ପରେ ଉଭୟଙ୍କୁ ଦାୟିତ୍ୱ ପଦପୀରୁ ବିତାଡିତ କଲେ ଗ୍ରାମବାସୀ

ନୟାଗଡ଼ ଜିଲ୍ଲାରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଆଶ୍ରମ ବିଦ୍ୟାଳୟରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ଏହି ବିଦ୍ୟାଳୟରେ କାମ କରୁଥିବା ଉଭୟ ଖୁଡି-ପୁତୁରାଙ୍କ ଭିତରେ ଗଢି ଉଠିଛି ପ୍ରେମ କାହାଣୀ। ଘଟ-ଣାକୁ ଜାଣିବା ପରେ ଉଭୟଙ୍କୁ ଦାୟିତ୍ୱ ପଦପୀରୁ ନିଷ୍କା-ସିତ କରିଛନ୍ତି ଗାଁଲୋକ। ଏହାସହ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ବଦଳି କରାଯାଉ ବୋଲି ଦାବି କରାଯାଇଛି।

ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ସନ୍ତୋଷ କୁମାର ସାହୁ ନାମକ ଜଣେ ଯୁବକ ଏହି ବିଦ୍ୟାଳୟର ସଭାପତି ରୂପରେ କାର୍ଯ୍ୟ କରନ୍ତି। ସେ ଏହି ବିଦ୍ୟାଳୟର କେୟାର ଟେକରଙ୍କୁ ପ୍ରେମ କରନ୍ତି। କେୟାର ଟେକର ଜଣକ ପିଲାଙ୍କ ସହ ରହୁଥିବା ବେଳେ ସେ ଯେତେବେଳେ ସମୟ ପାଆନ୍ତି ସନ୍ତୋଷଙ୍କୁ ଦେଖା କରିବାକୁ ଯାଆନ୍ତି।

ସନ୍ତୋଷ ମଧ୍ୟ ପ୍ରାୟ ସମୟ ମହିଳାଙ୍କୁ ଦେଖା କରିବାକୁ ହଷ୍ଟେଲକୁ ଚାଲି ଆସନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉଭୟଙ୍କର ଏକ କଲ ରେ-କଡ଼ିଂ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଘ-ଟଣା ବିଷୟରେ ଗାଁ ଲୋକମାନେ ଜାଣିବା ପରେ ସେମାନେ ଏହି ଦୁଇ ଜଣଙ୍କ ବିରୁଦ୍ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଥିଲେ।

କାରଣ ଗାଁ ଲୋକମାନେ ଚିନ୍ତା କଲେ ଯେ ଏହି ଦୁହିଁଙ୍କର ପ୍ରେମ କାହାଣୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବ। ସେଥିପାଇଁ ସେମାନେ ଉଭୟଙ୍କୁ ଦାୟିତ୍ୱ ପଦପୀରୁ ହଟାଇଥିଲେ। ଏହାସହ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ବଦଳି କରିବାକୁ ଦାବି କରିଥିଲେ।

ତେବେ ଏହି ମାମ-ଲାକୁ ନେଇ ଯେତେବେଳେ ସନ୍ତୋଷଙ୍କୁ ମିଡିଆ ଲୋକମାନେ ପଚାରିଥିଲେ ସେତେବେଳେ ସେ କହିଥିଲେ ଯେ ଏହା ସମ୍ପୂର୍ଣ୍ଣ ମି-ଛ। ତାଙ୍କୁ ଫ-ସାଇ ଦିଆ ଯାଇଛି। ପଦପୀରୁ ନିଷ୍କାସିତ କରିବା ପାଇଁ ଗାଁ ଲୋକଙ୍କର ଏହା ଏକ ଯୋଜନା।

Leave a Reply

Your email address will not be published. Required fields are marked *