ନିଜ ସ୍ୱାମୀ ଜଗବନ୍ଧୁଙ୍କୁ ଚା-ପୁଡ଼ା ମା-ରିଲେ ଅର୍ଚ୍ଚନା, ଆଉ କହିଲେ ମୁଁ ଯେତିକି କହିବି ତୁମେ ସେତିକି କହିବ

ଅର୍ଚ୍ଚନାଙ୍କ ନାଗ ମାମ-ଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ। ଇଡି ଆଗରେ ବାହାନା କରି ବୁଲାଉଛନ୍ତି କଥା। ଦ୍ୱିତୀୟ ପର୍ଯ୍ୟାୟ ଜେରାରେ ଇଡିକୁ କୌଣସି ବି ତଥ୍ୟ ମିଳିନାହିଁ। ଏପରିକି ବଡବଡିଆଙ୍କ ସହ ତାଙ୍କର ଫୋଟୋକୁ ନେଇ ମଧ୍ୟ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ।

ତେବେ ଏହି ସମୟରେ ଶୁଣିବାକୁ ମିଳିଥିଲା ଯେ ଅର୍ଚ୍ଚନାଙ୍କୁ ଡରି ଡରି ବୋଧହୁଏ କିଛି କହିନାହାନ୍ତି ଜଗବନ୍ଧୁ। କାରଣ ରିମା-ଣ୍ଡରେ ନେଇ ଉଭୟଙ୍କୁ ଇଡି ଜେ-ରା କରିବା ସମୟରେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ମଧ୍ୟରେ ଏକ ଝ-ଗଡ଼ା ହୋଇଥିଲା। ଅର୍ଚ୍ଚନା ଜଗବନ୍ଧୁଙ୍କୁ କହିଲେ ଯେ ମୁଁ ଯେତିକି କହିବି ତୁମେ ସେତିକି କହିବ।

ଅଧିକ କଥାବାର୍ତ୍ତା କରିବ ନାହିଁ, ନହେଲେ ମତେ ଚିହ୍ନିବ। ଏହି ଝଗ-ଡ଼ାରେ ଅର୍ଚ୍ଚନା ନିଜ ସ୍ୱାମୀ ଜଗବନ୍ଧୁଙ୍କୁ ଏକ ଶକ୍ତ ଚାପୁ-ଡ଼ା ମଧ୍ୟ ମା-ରିଥିଲେ। ଏହାପରେ ସେଠାରେ ଉପସ୍ଥିତ ପୋ-ଲିସ ଅଧିକାରୀମାନେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ କାବୁ କରି ବୁଝାଇଥିଲେ ଏବଂ ମାହୋଲକୁ ଶାନ୍ତ କରିଥିଲେ।

ତେବେ ଜଗବନ୍ଧୁଙ୍କର ଦ୍ଵିତୀୟ ରିମା-ଣ୍ଡର ଅବଧି ଶେଷ ହେବା ପରେ ଏବେ ଜେ-ଲ ଗଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଏହାପରେ ସୋମବାର ଦିନ ଜଗବନ୍ଧୁଙ୍କୁ କୋର୍ଟ ଚା-ଲାଣ କରିଥିଲା ଇଡି। କୋର୍ଟରେ ହାଜର କରିବା ପରେ ଆଉ ରି-ମାଣ୍ଡ ଆବେଦନ କରି ନଥିଲା ଇଡି।

ଫଳରେ ଜାନୁଆରୀ 2 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଜଗବନ୍ଧୁ।ସେପଟେ ଲେଡି ବ୍ଲା-କମେ-ଲର ଅର୍ଚ୍ଚନା ନାଗ ଆସିଲା ଦ୍ଵିତୀୟ ପର୍ଯାୟ ଡିଜିଟାଲ ଫରେନ୍ସିକ ରି-ପୋର୍ଟ। ଖଣ୍ଡଗିରି ପୋ-ଲିସକୁ ଏହି ରିପୋ-ର୍ଟ ହସ୍ତାନ୍ତର କରିଛି ଫରେନସିକ ଲାବ୍ରୋଟୋରୀ।

ଯେଉଁଥିରେ ରହିଛି 4ଟି ମୋବାଇଲ,2ଟି ଲାପଟପ ଏବଂ ପେନଡ୍ରାଇଭରେ ଥିବା ଡିଜିଟାଲ ତଥ୍ୟର ନକଲ କପିl ପରେ ଏହି ରି-ପୋର୍ଟ ଇଡି ଇଡିକୁ ହସ୍ତାନ୍ତର କରାଯାଇଛିl ଏବେ ରାଜ୍ୟ ଫରେନ୍ସିକରୁ ମିଳିଥିବା ଡିଜିଟାଲ ତଥ୍ୟକୁ ଆ-ଧାର କରି ତଦ-ନ୍ତ ଆରମ୍ଭ କରିଛି ଇଡି।

Leave a Reply

Your email address will not be published. Required fields are marked *