ବିବାହ କରି ମଧ୍ୟ ପର ମହିଳାର ପ୍ରେମରେ ପଡିଲେ ଯୁବକ, ମିଡିଆ ଆଗରେ ଶାଶୂଘର ନିର୍ଯା-ତନା ଏବଂ ସ୍ୱାମୀର ଧୋ-କାବାଜିକୁ ପ୍ରକାଶ କଲେ ମହିଳା

ପରକ୍ରିୟାପ୍ରୀତିକୁ ନେଇ କନ୍ଦ୍ରାପଡା ଜିଲ୍ଲା ଗର୍ଦପୁର ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ମାମ-ଲା। ସମ୍ପର୍କରେ ଧୋ-କ୍କା ପାଇ ଅଭି-ଯୋଗ କରିଛନ୍ତି ସ୍ତ୍ରୀ। ଶାଶୂଘର ଲୋକ ମଧ୍ୟ ଦେଉଛନ୍ତି ନିର୍ଯ୍ୟା-ତନା।

ତେବେ ସୂଚନା ଅନୁସାରେ ଏହି ଧାନମଣ୍ଡଳ ଗ୍ରାମରେ ଜଣେ ଯୁବତୀ 1ବର୍ଷ ହେବ ବିବାହ କରି ନିକ ଶାଶୂଘରେ ରହୁଥିଲେ। ସବୁକିଛି ଠିକଠାକ ଚାଲୁଥିବା ବେଳେ ହଠାତ ସ୍ୱାମୀ ନିଜ ବୈବାହିକ ସ-ମ୍ପର୍କ ଠାରୁ ଦୂରେଇ ବାକୁ ଲାଗିଲେ। ଏବେ ସ୍ୱାମୀ ଜଣକ ବାଙ୍ଗାଲୋରରେ କାମ କରୁଛନ୍ତି।

ସ୍ତ୍ରୀ ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଜଣେ ବିଦେଶିନୀଙ୍କ ସହ ଚକ୍କର ଚାଲିଛି। ସେଥିପାଇଁ ଅନେକ ଥର ସ୍ୱାମୀ ଝ-ଗଡା କରି ସ୍ତ୍ରୀକୁ ମାର-ପିଟ ମଧ୍ୟ କରନ୍ତି।ଏହି ବିଷୟରେ ସ୍ତ୍ରୀ ଜଣକ ଶାଶୂଘର ଲୋକଙ୍କୁ କହିଲେ ମଧ୍ୟ ସେମାନେ କୌଣସି ପ୍ରତି-କ୍ରିୟା ଦେଖାଉନାହାନ୍ତି। ଏପରିକି ଦେଢଶୁର ଏବଂ ଭାଉଜ ମଧ୍ୟ ମାର-ପିଟ କରନ୍ତି।

ଏବେ ମିଡିଆ ଆଗରେ ମହିଳା ଜଣକ କହିଛନ୍ତି ଯେ ସେ ଶାଶୂଘରେ ରହିଛନ୍ତି ସତ କିନ୍ତୁ ଶାଶୂଘର ଲୋକ ତାଙ୍କୁ ଖାଇବାକୁ ଦେଉନାହାନ୍ତି। ସେଥିପାଇଁ ବାପଘର ଲୋକ ପ୍ରତ୍ୟକ ଦିନ ଖାଇବା ପତ୍ର ଆଣି ତାଙ୍କୁ ଦିଅନ୍ତି। ଏହା ସହ କା-ନ୍ଦି କା-ନ୍ଦି ସେ ଗୁହାରି କରିଛନ୍ତି ଯେ ଯେତେ ଶୀଘ୍ର ହେବ ତାଙ୍କ ସ୍ବାମୀ ବାଙ୍ଗାଲୋରରୁ ଫେରି ଆସନ୍ତୁ ଏବଂ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରି ନିଜ ସହ ନେଇଯାଆନ୍ତୁ।

Leave a Reply

Your email address will not be published. Required fields are marked *