ଦୁଇ ପିଲା ଏବଂ ସ୍ୱାମୀ କୁ ଭୁଲିଯାଇ ପର ପୁରୁଷ ସହ ଫେ-ରାର ହୋଇଗଲା ସ୍ତ୍ରୀ, ଶେଷକୁ ସ୍ୱାମୀ କଲେ ଥା-ନାରେ ଅଭି-ଯୋଗ

ପର-କ୍ରିୟାପ୍ରୀତିକୁ ନେଇ ବାଲେଶ୍ଵର ଜିଲ୍ଲା ସୋର ଥା-ନା ଅନ୍ତର୍ଗତ ଅନନ୍ତପୁର ଅଞ୍ଚଳ ପୁରୁଷୋତ୍ତମପୁର ଗାଁରେ ଘଟିଛି ଏକ ଅଭା-ବନୀୟ ଘଟଣା। ଏଠାରେ ନିଜର ଦୁଇ ଛୋଟ ଛୋଟ ପିଲା ଏବଂ ସ୍ୱାମୀଙ୍କୁ ଛାଡ଼ି ଗୋଷ୍ଠୀ ଏଜେଣ୍ଟଙ୍କ ସହ ଫେ-ରାର ହୋଇଯାଇଛି ମାଆ।

ସ୍ଵାମୀଙ୍କୁ ତ ଯାହା ପର କରିଦେଲେ ଶେଷକୁ ଗାଁର ମହିଳାମାନଙ୍କୁ ମଧ୍ୟ ଠକି ଚାଲିଗଲେ। ତେବେ ସୂଚନା ଅନୁସାରେ ବିଶ୍ୱଜିତ ନାୟକ ନାମକ ଜଣେ ଘରୋଇ ଏଜେଣ୍ଟ ପୁରୁଷୋତ୍ତମପୁର ଗାଁକୁ ଆସି ଏଠାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସାହାଯ୍ୟ କରାଯିବ ବୋଲି ବୁଝାଇ ଗୋଷ୍ଠୀରୁ ପ୍ରାୟ 20 ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ।

ତେବେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ରଶ୍ମିତା ମଲ୍ଲିକ ନାମକ ଜଣେ ମହିଳା ସେହି ଏଜେଣ୍ଟଙ୍କୁ ଭଲ ପାଉଥିଲେ। ତେବେ ଗାଁ ଲୋକ ଏବଂ ଘର ଲୋକ ଯେତେବେଳେ ଏହି ବିଷୟରେ ଜାଣିଲେ ସେ ମହିଳାଙ୍କ ସ୍ୱାମୀଙ୍କୁ ସେ ବିଷୟରେ କହିଥିଲେ। କିନ୍ତୁ ସ୍ୱାମୀ ଜଣକ କାହା କଥା ବିଶ୍ୱାସ କଲେ ନାହିଁ ଏବଂ ନିଜ ସ୍ତ୍ରୀ ଉପରେ ଭରସା ରଖିଥିଲେ।

ମହିଳା ଜଣଙ୍କର ଦୁଇଟି ଛୋଟ ଛୋଟ ପିଲା ମଧ୍ୟ ଅଛନ୍ତି। ତେବେ ସ୍ଵାମୀଙ୍କୁ ଠକି ତାଙ୍କ ବିଶ୍ୱାସରେ ବି-ଷ ଦେଇ ସେହି ଏଜେଣ୍ଟଙ୍କ ସହ ଫେ-ରାର୍ ହୋଇଯାଇଛନ୍ତି ସ୍ତ୍ରୀ। ଏହାସହ ମହିଳା ଜଣଙ୍କ ଗାଁର ସ୍ଵୟଂ ସହାୟକ ଗୋଷ୍ଠୀରୁ ସେହି 20 ଲକ୍ଷ ଟଙ୍କାକୁ ମଧ୍ୟ ନେଇଯାଇଛନ୍ତି।

ସବୁ ଘ-ଟଣା ଜାଣିବା ପରେ ଏବେ ରଶ୍ମିତାଙ୍କ ସ୍ଵାମୀ ଟଙ୍କା ଠକେ-ଇକୁ ନେଇ ସୋର ଥା-ନାରେ ଅଭି-ଯୋଗ କରିବା ସହ ତାଙ୍କ ସ୍ତ୍ରୀ ସେହି ଏଜେଣ୍ଟଙ୍କ ସହ ପ୍ରେମ ସମ୍ପ-ର୍କ ରଖି ଫେ-ରାର ହୋଇଯାଇଥିବା ମଧ୍ୟ ଅଭି-ଯୋଗ କରିଛନ୍ତି। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ସୋର ଥା-ନାରେ ମଧ୍ୟ ପୃଥକ୍ ଅଭି-ଯୋଗ କରିଛନ୍ତି।

ସୋର ପୋ-ଲିସ୍ ଅଭି-ଯୋଗକୁ ଆଧାର କରି ତଦ-ନ୍ତ କରୁଛି। ତେବେ ଏପର୍ୟ୍ଯନ୍ତ ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ମଧ୍ୟ ମହିଳାଙ୍କର ଏପର୍ଯ୍ୟନ୍ତ କୋୖଣସି ପତ୍ତା ପାଇନାହିଁ ପୋ-ଲିସ।

Leave a Reply

Your email address will not be published. Required fields are marked *