ବୁଢା ବୟସରେ ସାହାରୁଖ ଖାନ ଭଳି ଲୋକ ଦିପିକାକୁ ବିକିନି ପିନ୍ଧାଇ ରୋମାନ୍ସ କରୁଛନ୍ତି, କହିଲେ ଏହି ବ୍ୟକ୍ତି।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଚଳଚ୍ଚିତ୍ର ଦୁନିଆ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ଏହି ଚଳଚ୍ଚିତ୍ର ଜଗତ ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଏବଂ କେତେକ ଅଭିନେତ୍ରୀ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଲୋକଙ୍କ ପାଖରେ ବେସ୍ ପରିଚିତ ହୋଇ ପାରିଛନ୍ତି।

କହିବାକୁ ଗଲେ ଶାହାରୁଖ ଖାନ ଏବଂ ଦୀପିକାଙ୍କ ଦ୍ଵାରା ଅଭିନୀତ ଚଳଚ୍ଚିତ୍ରର ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଯେଉଁଥିରେ ଏକ ଆଇଟମ ଗୀତ ର ଟାଇଟଲ ” ବେଶରମ ରଙ୍ଗ” ରଖା ଯାଇଛି ଯେଉଁଥିରେ ଦୀପିକା ଏହି ଗୀତରେ ନୃତ୍ୟ ପରିବେଷଣ କରୁଥିବା ସମୟରେ ଛୋଟ ଛୋଟ ଡ୍ରେସ୍ ପିନ୍ଧି ନାଚୁଥିବାର ଦେଖିବାକୁ ମିଳିଛି । ଏହି ଗୀତ ୟୁ ଟ୍ୟୁବ୍ ରେ ଆସିବା ପରଠୁ ଏହି ଗୀତ ଉପରେ ତର୍ଜନା ଚାଲିଛି।

ଦେଖିବାକୁ ଗଲେ ବର୍ତ୍ତମାନ ସମୟରେ ତିଆରି ହେଉଥିବା ବଲିଉଡ ଚଳଚ୍ଚିତ୍ର ରେ କୌଣସି ଭଲ ପ୍ରସଙ୍ଗ ରହୁନାହିଁ ଯାହା ଫଳରେ ଲୋକମାନେ ଏବେ ବଲିଉଡ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁନାହାଁନ୍ତି । ଏବେ ଦେଖିବାକୁ ଗଲେ ତାମିଲ ସିନେମା ଜଗତରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନେ ତାଙ୍କ ଚଳଚ୍ଚିତ୍ରରେ ଜବରଦସ୍ତ କାହାଣୀ ସାଙ୍ଗକୁ , କମେଡି,ରୋମାନ୍ସ , ଲଭ ଏବଂ ଗୀତ ମଧ୍ୟ ଦର୍ଶକଙ୍କୁ ଭେତିଦେଉଛନ୍ତି ଯାହା ଦର୍ଶକ ମାନେ ଦେଖିବାକୁ ଚାହୁଁଛନ୍ତି ଯୌଦ୍ୱର ଅତ୍ୟଧିକ ଲୋକ ଏବେ ବଲିଉଡ ଛାଡ଼ି ଟୋଲିଉଡ ଆଡ଼କୁ ଅଗ୍ରସର ହେଉଛନ୍ତି।

କାହାଣୀ କୁ ହିଟ କରିବା ପାଇଁ ସେଥିରେ ଆଇଟମ ଗୀତ ରଖି ହିରୋଇନ୍ କୁ ଛୋଟା କପଡା ପିନ୍ଧାଇ ନଚାଇଲେ ଫିଲ୍ମ୍ ସୁପରହିଟ ହେବା ବୋଲି ଆଶା କଲେ ତାହା ସଫଳ ହୋଇନଥାଏ।ଚଳଚ୍ଚିତ୍ରରେ କମେଡି ସହ କାହାଣୀ ଥିଲେ ସେଥିରେ ମୁଖ୍ୟ ରୋଲ୍ ରେ ଯିଏ ଥିଲେ ମଧ୍ୟ ଫିଲ୍ମ ସୁପର ହିଟ ହୋଇଥାଏ।

ଚଳଚ୍ଚିତ୍ର ” ପଠାନ” ରେ ଦୀପିକା ଏବଂ ବଲିଉଡ ର ରାଜା ଏବଂ ବାଦ୍ଶାହା ଶାହରୁଖ ଅଭିନୟ କରିଛନ୍ତି।କିନ୍ତୁ ଏଥିରେ ଥିବା ଗୀତରେ ପରିଦର୍ଶନ କରାଯାଇଥିବା ନୃତ୍ୟ ଯେଉଁଥିରେ ଅଭିନେତ୍ରୀ ଛୋଟ କପଡା ପିନ୍ଧି ନୃତ୍ୟ ପରିବେଷଣ କରୁଛନ୍ତି ତାହାକୁ ଦର୍ଶକ ମାନେ ବହୁତ ସମାଲୋଚନା କରୁଛନ୍ତି।

ଏହା ମଧ୍ୟ କହୁଛନ୍ତି କି ଅମିର ଖାନ ଙ୍କ ଅଭିନୀତ ” ଲାଲ ସିଂହ ଚଢା” ଭଳି ଏହି ଚଳଚ୍ଚିତ୍ର ଫ୍ଲଫ୍ ନହେଉ ସେଥିପାଇଁ ଏହି ଭଳି ଅଭିନୟ କୁ ସ୍ଥାନ ଦିଆଯାଇଛି।ଜଣେ ଦର୍ଶକ କହୁଥିବା ଶୁଣିବାକୁ ମିଳୁଛି ଯେ ବଲିଉଡ ଓଲିଉଡ ପାଖରୁ କିଛି ଶିଖନ୍ତୁ କାରଣ ବିନା ଅଭିନେତ୍ରୀ,କମେଡି ,ରୋମାନ୍ସ, ଲଭ,ଏବଂ ଅନ୍ୟ କୌଣସି ନାମୀ କଳାକାରଙ୍କ ବିନା ଅଭିନୟରେ ଦମନ ଏବେ ଲୋକଙ୍କର ବେଶ ଆଦୃତ ହୋଇଛି ।

ସେହି ଭଳି ପ୍ରତୀକ୍ଷା ଚଳଚ୍ଚିତ୍ରରେ ମଧ୍ୟ ଭଲ ଭଲ କାହାଣୀ ସାଙ୍ଗକୁ ଅଭିନେତାଙ୍କ ଅଭିନୟରେ ଚଳଚ୍ଚିତ୍ର ଟି ଲୋକଙ୍କର ଆଦୃତ ହୋଇପାରିଛି।ତେଣୁ ସେ କହିଛନ୍ତି ଚଳଚ୍ଚିତ୍ର କୁ ହିଟ କରିବା ପାଇଁ ଏମିତି ପଦକ୍ଷେପ ନ ନିଅନ୍ତି ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିବ ଏବଂ ସେ ଶେଷରେ ଏମିତି ମଧ୍ୟ କହିଛନ୍ତି କି ବଲିଉଡ ଓଲିଉଡ ଠାରୁ କିଛି ଶିଖିବା ଉଚିତ୍।

Leave a Reply

Your email address will not be published. Required fields are marked *