କାମର ବାହାନା ଦେଖାଇ ନେଇଥିଲେ ,ହେଲେ କାମ ବଦଳରେ କରୁଛନ୍ତି ନିର୍ଯା-ତନା ।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବି-ଶ୍ୱାସନୀୟ ଘ-ଟଣା ମାନ ଘଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ। ଏପରି ଏକ ଲୋମୋ ଟାଙ୍କୁରା ଘଟ-ଣା ଘଟିଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେନି।ଆସନ୍ତୁ ଜାଣିବା ଏହା ବିଷୟରେ କ’ଣ ମନ୍ତବ୍ୟ ଦେଇଛନ୍ତି ପୀ-ଡ଼ିତା।ଅବିଶ୍ୱାସନୀୟ ଘ-ଟଣା ମାନ ଘଟୁଛି।ଝିଅ ଟିଏ ଯେତେବେଳ ଜନ୍ମ ଗ୍ରହଣ କରେ ବାପା ମା ତାର ସବୁକିଛି ଥାନ୍ତି।

ସେମାନେ ତରୋ ସବୁ ଅଳିଅର୍ଦଳି ପୂରଣ କରିଥାନ୍ତି।ଝିଅ ଟି କୁ ସ୍ନେହ ରେ ପାଳନ କରନ୍ତୁ।କାମର ବାହାନା ଦେଖାଇ ନେଇଥିଲେ ,ହେଲେ କାମ ବଦଳରେ କରୁଛନ୍ତି ନିର୍ଯା-ତନା।ମତେ ଡାକିଲା ,ପାଟିରେ ହାତ ଦେଇ ମୁହଁ ବନ୍ଦ କରି ନେଇ ଗଲା।ମୋତେ ଏବେ ବ-ନ୍ଧୁକ ରଖିଛି।ମୋତେ ନିର୍ଯା-ତନା ଦେଉଛି ଓ ମୋତେ ଖରାପ ଭାଷାରେ ଗା-ଳି ମଧ୍ୟ କରୁଛି।

ଯୁବତୀଙ୍କୁ କାମର ଲୋଭ ଦେଖାଇ ନେଇ ଆସିଥିଲେ ଯୁବକ ଜଣକ।ଆଉ କାମ ବଦଳରେ ଏବେ ନିର୍ଯା-ତନା ଦେଉଛନ୍ତି ଯୁବକ। ଆଉ ଏହାର ଭିଡିଓ କରି ଦେଶ ବାସୀଙ୍କୁ ଜଣାଇଛନ୍ତି ପୀ-ଡ଼ିତା ଜଣକ । ଭୁବନେଶ୍ୱର ରେ ରହୁଥିବା ଏହି ମହିଳାଙ୍କୁ କାମ ଦେବା ବଦଳରେ ଡାକି ନେଇ ନିର୍ଯା-ତନା ଦେଉଛନ୍ତି ଯୁବକ ଜଣକ।ଭଦ୍ରକ ର ରାଜା କାମର ଲୋଭ ଦେଖାଇ ନେଇଯାଇଥିଲେ ଉତ୍ତରପ୍ରଦେଶ ଆଉ ସେଠି ୨ ହଜାର ଟଙ୍କା ଦିନକୁ ଦେବେ ବୋଲି କହି ନେଇ ଯାଇଥିଲେ ଯୁବକ ଜଣକ।

ଗୋଟେ ମାସର ଚୁକ୍ତି କରି ଯାଇଥିଲେ ଯୁବତୀ। ଆଉ ଏବେ ନିର୍ଯା-ତନାର ଶି-କାର ହେଇଛନ୍ତି ଯୁବତୀ।ଏକ ମାସ ପୁରିଥିଲେ ବି ରାଜା ଟଙ୍କା ଦେଉଛି ନା ଓଡ଼ିଶା କୁ ଛାଡୁଛି।ଘରକୁ ଯିବାକୁ ବାହାରିଲେ ରାଜା ଯୁବତୀଙ୍କୁ ନିର୍ଯା-ତନା ଦେଉଛି ଓ ଏକ ଅନ୍ଧାର କୋଠରି ଭିତରେ ବନ୍ଦ କରି ରଖିଛି। ଆଉ ସେ ଅନ୍ଧାର ଘର ମଧ୍ୟ ରୁ ସାହାଯ୍ୟ ଯୁବତୀ ଜଣକ ।

Leave a Reply

Your email address will not be published. Required fields are marked *