ପ୍ରେମ କରି ବିବାହ କଲା ପରେ ୫ମାସ ର ଗର୍ଭ-ବତୀ ସ୍ତ୍ରୀ କୁ ଛାଡ଼ି ଫେ-ରାର ହେଇଗଲା ବେଇ-ମାନ ସ୍ବାମୀ।

ଆଜିକାଲି ସମାଜରେ ସମ୍ପର୍କର ମୂଲ୍ୟ ଓ ପରିଭାଷା ବଦଳି ଯାଇଛି।ବର୍ତ୍ତମାନ ସୋସିଆଲ ମିଡିଆ ରୁ ପ୍ରେମ କରି ବିବାହ କରିବା ବଢ଼ି ଯାଇଛି।ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ରୁ ପୁଅ ଝିଅ ମାନେ ସମୋର୍କ ରେ ଆସିଥାନ୍ତି।କିନ୍ତୁ ଏହା ପରେ ବିବାହ କରି କିଛି ଦିନ ଖୁସି ରେ ରହିବା ପରେ କେଉଁ କେଉଁ କେସ ରେ ସ୍ବାମୀ ସ୍ତ୍ରୀ କୁ ଛାଡ଼ି ପଳାଉଥିବ ତ କେଉଁଠି ସ୍ତ୍ରୀ ସ୍ବାମୀ କୁ।

ଏଭଳି ବହୁତ୍ ପ୍ରକାରର ଘ-ଟଣା ଦେଖିବାକୁ ମିଳୁଛି।ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଠାରେ ଯେଉଁଠି ଇନଷ୍ଟାଗ୍ରାମରୁ ପ୍ରେମ ହୋଇ ବିବାହ ହେଲା,ତାପରେ ପଇସା ଓ ଗହମ ନେଇ ୫ମାସ ର ଗର୍ଭ-ବତୀ ସ୍ତ୍ରୀ କୁ ଛାଡ଼ି ଫେ-ରାର ହୋଇଯାଇଛି ବେଇ-ମାନ ସ୍ବାମୀ।

ସ୍ବାମୀ ସବୁଆଡ଼େ ଖୋଜୁଛି ଗର୍ଭ-ବତୀ ସ୍ତ୍ରୀ।ଆସନ୍ତୁ ଜାଣିବା ଏହା ସମ୍ପ-ର୍କରେ।ବନ୍ଧୁଗଣ ଏପରି ଅଭାବନୀୟ ଘ-ଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ର ଭରତପୁର ଥାନା ଓ ପୁରୀ ଜିଲ୍ଲା ଗଡ଼ିଶାଗଦା ଥା-ନା ଅଞ୍ଚଳରେ।ପୁରୀ ଜିଲ୍ଲାର ଗାୟତ୍ରୀ ଭୁବନେଶ୍ବର ର ସୌମ୍ୟରଞ୍ଜନଙ୍କୁ ସୋସିଆଲ ମିଡ଼ିଆ ଦ୍ବାରା ଚିହ୍ନିଥିଲେ।

ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂ-ପର୍କ ଗଢ଼ି ଉଠିଥିଲା।ପରେ ଦୁଇ ପରିବାର ଙ୍କ ସମ୍ମତି ଟି ଦୁଇ ଜଣ ବିବାହ କରିଥିଲେ ଓ ଖୁସି ରେ ଦିନ ବିତାଉଥିଲେ।ତେବେ ଗାୟତ୍ରୀ ଙ୍କ କହିବା ଅନୁସାରେ ଗଲା ମାସ ୨୯ ତାରିଖ ଠାରୁ ତାଙ୍କ ସ୍ବାମୀ ଫେ-ରାର ହୋଇଯାଇଛନ୍ତି।ସେ ନିଜ ସହ ନଗଦ ୧ଲକ୍ଷ ଟଙ୍କା ସହ ତାଙ୍କର ସବୁ ଗହଣା ମଧ୍ୟ ନେଇଯାଇଛନ୍ତି।

ତେବେ ଏ କଥା ଜାଣିବା ପରେ ସେ ଯେତେବେଳେ ତାଙ୍କ ଶାଶୁ ଘରକୁ ଆସିଲେ ତାଙ୍କୁ ଘରେ ଆଉ ପୁରାଉ ନାହାନ୍ତି ଶାଶୁ ଘର ଲୋକମାନେ।ସେ ଭରତପୁର ଥା-ନାରେ ଅଭି-ଯୋଗ କରିଛନ୍ତି।ସେ ୫ମାସ ର ଗର୍ଭ-ବତୀ ଅଛନ୍ତି, ତେଣୁ ତାଙ୍କୁ ବହୁତ୍ ଅସୁବିଧା ହେଉଛି ଏହି ସବୁ କାମରେ।ତେବେ ସେ ମହିଳା ସଂଗଠନର ସଦସ୍ୟ ମାନଙ୍କୁ ମଧ୍ୟ ନେଇ ତାଙ୍କ ଶାଶୁ ଘରକୁ ଯାଇଥିଲେ ତେବେ ଶାଶୁ ଓ ଶ୍ୱଶୁର ତାଙ୍କୁ ଚିଂହିନାହାନ୍ତି ବୋଲି କହିଥିଲେ।

ତେବେ ସେ କହିଛନ୍ତି ଭରତପୁର ଥା-ନା ରେ ସେ ଅଭି-ଯୋଗ କରିଥିଲେ ମଧ୍ୟ ତାଙ୍କ ସ୍ବାମୀଙ୍କ କୌଣସି ଅତା ପତା ନାହିଁ।ପୋ-ଲିସ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁନଥିବାର ସେ ଅଭି-ଯୋଗ କରିଛନ୍ତି।ଦେଖିବାକୁ ବାକି ରହିଲା ଯେ ଗାୟତ୍ରୀଙ୍କୁ କିପରି ଭାବରେ ନ୍ୟା-ୟ ମିଳୁଛି।

Leave a Reply

Your email address will not be published. Required fields are marked *