ସୁକାନ୍ତଙ୍କ ମୃ-ତ୍ୟୁ ପରେ ପରେ ପୁଅର ମୃ-ତ୍ୟକୁ ଦେଖି ଦୁଃ-ଖ ପ୍ରକାଶ କଲେ ରାଣୀ, ଆଉ ଦେଲେ କିଛି ଏପରି ପ୍ରତି-କ୍ରିୟା

ବାପା ସୁକାନ୍ତଙ୍କ ମୃ-ତ୍ୟୁ ପରେ ପରେ ପୁଅର ମଧ୍ୟ ମୃ-ତ୍ୟୁ ହେଇଯିବା କାରଣରୁ ପରିବାରର ଦୁଃ-ଖ ଏବେ କହିଲେ ନସରେ। ତେବେ ପୁଅକୁ ପାଠ ପଢ଼ାଇବା ଲାଗି ପ୍ରତି-ଶୃତି ଦେଇଥିବା ରାଣୀ ପଣ୍ଡା ଦୁଃ-ଖ ପ୍ରକାଶ କରି ମିଡିଆ ମାଧ୍ୟମରେ ଦେଇଛନ୍ତି ନିକ ପ୍ରତି-କ୍ରିୟା

ତେବେ କିଛିଦିନ ତଳେ ଆଠଗଡ ମୁଣ୍ଡୁଳୀ ରାସ୍ତାର ଏକ ମନ୍ଦିର ନିକଟରେ ରାତିରେ ହୋଇଥିବା ଭୟଙ୍କର ଦୁର୍ଘ-ଟଣା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ସହ ଧ-କ୍କା ହୋଇଥିଲା ଏକ ବାଇକ। ତେବେ ବାଇକ ଆରୋହୀ ଜଣକ ଗୁରୁ-ତର ଆ-ହତ ହୋଇଥିଲେ।

କିନ୍ତୁ ଯେତେବେଳେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ସେତେବେଳେ ସେଠାରେ ତାଙ୍କର ମୃ-ତ୍ୟୁ ଘଟିଥିଲା। ଯାହାପରେ ରାଣୀ ପଣ୍ଡା ନିଜ ଦୁଃ-ଖ ପ୍ରକାଶ କରି ସୁକାନ୍ତଙ୍କ ପରିବାରକୁ 50,000 ଟଙ୍କା ଦେବା ସହ ତାଙ୍କ ଦଶାହକୁ ପୁରା ଗାଁ ଲୋକଙ୍କ ପାଇଁ ଅଭଡ଼ା ପଠାଇଥିଲେ।

ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ ସୁକାନ୍ତଙ୍କ ପିଲାଟିକୁ ପାଠ ପଢ଼ାଇବାରେ ସମ୍ପୁର୍ଣ୍ଣ ସାହାଯ୍ୟ କରିବେ। କିନ୍ତୁ ଆପଣ ଏବେ ଜାଣି ବହୁତ ଦୁଃ-ଖ ଅନୁଭବ କରିବେ ଯେ ସୁକାନ୍ତଙ୍କ ମୃ-ତ୍ୟୁ ପରେ ପରେ ଏବେ ତାଙ୍କ ପୁଅ ମଧ୍ୟ ଦୁନିଆ ଛାଡି ଚାଲିଯାଇଛି।

ସୁକାନ୍ତ ବେହେରାଙ୍କ ମୃ-ତ୍ୟୁକୁ ମାସେ ପୂରି ନଥିବା ବେଳେ ଏବେ ତାଙ୍କର 2 ବର୍ଷର ପୁଅର ମୃ-ତ୍ୟୁ ଘଟିଛି। ଗତ 10 ତାରିଖ ଦିନ ପୁଅଟି ଘର ବାହାରେ ଖେଳୁଥିବା ସମୟରେ ଗରମ ପେଜ ତା ଉପରେ ପଡିଯାଇଥିଲା। ଯାହାପରେ ସଂଗେ ସଂଗେ ତାକୁ ଡାକ୍ତରଖାନା ନିଆଯାଇଥିଲା।

ତେବେ ଡ଼ାକ୍ତରଖାନାରେ 14 ଦିନ ଚିକିତ୍ସିତ ହେବା ପରେ ଏବେ ପିଲାଟିର ମୃ-ତ୍ୟୁ ଘଟିଛି। ଏବେ ପରିବାରର ଦୁଃ-ଖ ବିଷୟରେ ଭାବିଲେ ଆପଣ ମଧ୍ୟ ଜାଣିପାରିବେ ଯେ ସୁକାନ୍ତଙ୍କ ସ୍ତ୍ରୀଙ୍କ ଉପରେ କଣ ବିତୁଥିବ। ତେବେ ପୁଅର ମୃ-ତ୍ୟୁକୁ ନେଇ ରାଣୀ ପଣ୍ଡା କହିଛନ୍ତି ଯେ,” ସୁକାନ୍ତଙ୍କ ପୁଅକୁ ପାଠ ପଢ଼ାଇବା ପାଇଁ ମୁଁ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିବି ବୋଲି ପ୍ରତି-ଶ୍ରୁତି ଦେଇଥିଲି। କିନ୍ତୁ ଆଜି ସେହି ପୁଅ ଆଉ ଦୁନିଆରେ ନାହିଁ।

ଭଗବାନ ସେହି ପରିବାରର ଏତେ ଅନିଷ୍ଠ କାହିଁକି କରୁଛନ୍ତି। ଏବେ ପରିବାର ସଦସ୍ୟଙ୍କ ମନରେ କଣ ବିତୁଥିବ ମୁଁ ବୁଝିପାରୁଛି। ହଉ ଆଉ ବି କଣ କରାଯାଇ ପରିବ। ଏବେ ତାଙ୍କ ଝିଅ ପାଇଁ ହିଁ ମୁଁ ଟଙ୍କା ପଠାଇବି। ମୁଁ ମୋର ସୁବିଧା ଦେଖି ସବୁ ସାହାଯ୍ୟ କରିବି। ବାପା ,ପୁଅ ଚାଲିଗଲା ପରେ ଏବେ ତାଙ୍କ ଝିଅ ହିଁ ମୋର ଦାୟିତ୍ୱ।”

Leave a Reply

Your email address will not be published. Required fields are marked *