ମୋ ସ୍ତ୍ରୀ ସହିତ ସେ ପାପ ସ-ମ୍ପର୍କ ରଖିଲା, ମୁଁ ସ୍ଵାମୀ ହୋଇ କେମିତି ସହିଥାନ୍ତି।

ଆଜିର ଦୁନିଆରେ କେହି ପ୍ରେମ କରୁ ନାହାଁନ୍ତି ବୋଲି କହିହେବ ନାହିଁ, କାରଣ ୧୦୦ ଭାଗରୁ ୯୯ ଭାଗ ଲୋକ ମାନେ ପ୍ରେମ କରୁଛନ୍ତି କିଏ ପ୍ରେମରେ ସଫଳ ହୁଅନ୍ତି ଆଉ କିଏ ପ୍ରେମରେ ସଫଳ ହୁଅନ୍ତି ନାହିଁ। କୁହାଯାଏ, ଯାହାକୁ ଥରେ ପ୍ରେମ ନି-ଶା ଚଢ଼ିଯାଏ ତାହା ସହଜରେ ଛାଡ଼େ ନାହିଁ । ଆଜିକାଲି ଲୋକ ମାନେ ପ୍ରେମ କରୁଛନ୍ତି ନିଜର ବୟସ କି କୌଣସି ସମ୍ପ-ର୍କକୁ ମାନୁ ନାହାଁନ୍ତି।

ଏହିକିଛି ଦିନ ତଳେ ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ ଜଣେ ଏଲ୍ଆଇସି କର୍ମଚାରୀଙ୍କର ମୃ-ତ୍ୟୁ ହୋଇଥିଲା ହେଲେ ଏହାକୁ କେହି ମୃ-ତ୍ୟୁ ନୁହେଁ ହ-ତ୍ୟା ବୋଲି କହୁଥିଲେ। ଆଉ ଏହା ହ-ତ୍ୟା ବୋଲି ନିଜେ ସ୍ୱୀକାର କରିଛନ୍ତି ହ-ତ୍ୟା କରିଥିବା ବ୍ୟକ୍ତି ଜଣକ। ତେବେ ତାଙ୍କ କହିବା ଅନୁଯାୟୀ, “ମୋ ସ୍ତ୍ରୀ ସହ ସିଏ ସ-ମ୍ପର୍କ ରଖୁଥିଲା ଆଉ ମୁଁ ତାକୁ ହା-ଣି ମା-ରିଦେଲି, ସେ ଯେମିତି କର୍ମ କରିଲା ସେମିତି ଫଳ ପାଇଲା।

” ସ୍ୱାମୀ ସ୍ତ୍ରୀ ଦହିବରା ବିକୁଥିଲେ କଟକରେ, ଆଉ ଦହିବରା ଖାଇବା ପାଇଁ ସବୁବେଳେ ଆସୁଥିଲେ ଏଲ୍ଆଇସି ବାବୁ ଜଣକ। ଆଉ ଏହାପରେ ଦୀପୁଙ୍କ ସ୍ତ୍ରୀଙ୍କ ସହ ଖରାପ ସ-ମ୍ପର୍କ ଗଢ଼ି ଉଠିଥିଲା। ହେଲେ ଏହାକୁ ସବୁ ସହି ପାରିଲାନି ସ୍ୱାମୀ, ନିଜ ସ୍ତ୍ରୀ ମୋବାଇଲ ରୁ ମେସେଜ୍ କରିଥିଲା ଆଉ ନିଜ ଗାଁ କୁ ଡାକିଥିଲା। ଏଲ୍ଆଇସି ବାବୁ ସେଠାରେ ପହଞ୍ଚିବା ପରେ ସ୍ୱାମୀ ଦୀପୁ ଟିକ୍ ଟିକ୍ କରି ତାଙ୍କୁ ହାଣି ଜୀବନରୁ ମା-ରିଦେଲା। ଏହି ସବୁ କଥାକୁ ପୋ-ଲିସ ପାଖରେ ଆ-ତ୍ମସ-ମର୍ପଣ କରି ନିଜେ ସ୍ୱୀ-କାର କରିଛି ଦୀପୁ।

ଏଲ୍ଆଇସି ବାବୁ ଶୈଳେନ୍ଦ୍ର ହ-ତ୍ୟା ଘଟ-ଣାର ୧୯ ଦିନ ପରେ ମୁଖ୍ୟ ଅଭି-ଯୁକ୍ତ ଦୀପୁ ସାହୁ ବାହାଡା ଝୋଲାଫାଣ୍ଡିରେ ଆ-ତ୍ମସ-ମର୍ପଣ କରିଛନ୍ତି, ଗତ ତିନି ତାରିଖ ଦିନ ଶୈଳେନ୍ଦ୍ର କୁ ହ-ତ୍ୟା କରିଥିଲା ଦୀପୁ। ହ-ତ୍ୟାକା-ଣ୍ଡ ରେ ଚାରିଜଣ ସମ୍ପୃକ୍ତ ଥିବା ବେଳେ ସ୍ତ୍ରୀ ସୁନୀତା ସାହୁ ଓ ସହଯୋଗୀ ସୁରେଶ ସାହୁକୁ ଗି-ରଫ କରିଛି ପୋ-ଲିସ। ଏହାପରେ ଦୀପୁ ପୋ-ଲିସ ସହ ଯାଇ ସମସ୍ତ ସିନ୍ କୁ ରିକ୍ରିଏଟ୍ କରିବା ସହ ସେଦିନର ସମସ୍ତ ଘଟ-ଣାକୁ କହିଥିଲା।

Leave a Reply

Your email address will not be published. Required fields are marked *