ଅଧା ରାସ୍ତାରୁ ଦୁଇ ଝିଅଙ୍କୁ ଉଠାଇ ନେଲେ ଦୁ-ର୍ବୁତ୍ତ, ବଳ-ତ୍କାର କରିବାକୁ ଚେଷ୍ଟା କଲା ବେଳେ ଧରିଦେଲେ ଗ୍ରାମବାସୀ ଆଉ ତାପରେ…।:-

ଭଦ୍ରକ ଜିଲ୍ଲା ବାସୁଦେବପୁର ଥା-ନା ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ଏଠାର ଦୁଇ ଯୁବତୀଙ୍କୁ ଟେକି ନେଇ ବଳ-ତ୍କାର କରିବାକୁ ଚେଷ୍ଟା କରିଥିଲେ ଦୁଇ ଦୁ-ର୍ବୁତ୍ତ। କିନ୍ତୁ ଠିକ ସମୟରେ ଗାଁ ଲୋକ ପହଁଞ୍ଚି ଝିଅ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ତେବେ ଦୁର୍ବୁତ୍ତ ଦୁଇଜଣ ହେଉଛନ୍ତି ସେହି ଗ୍ରାମର ରଞ୍ଜନ ଏବଂ ଉମା।

ତେବେ ସୂଚନା ଅନୁସାରେ ଏହି ଗ୍ରାମର ଜଣେ ମାଆ ଏବଂ ତାଙ୍କ ଝିଅ କୌଣସି ବ୍ୟକ୍ତିଗତ କାମ ନିମନ୍ତେ ଗାଁ ବିଦ୍ୟାଳୟକୁ ଯାଇଥିଲେ। ଠିକ ସେତିକି ବେଳେ ଦୁଇ ଜଣ ବ୍ୟକ୍ତି ଆସି ଉଭୟ ଝିଅଙ୍କୁ ଟାଣି ନେଇ ମା-ରପି-ଟ କରିବା ସହ ଏକ ରୁମକୁ ନେଇ ଯାଇଥିଲେ। ଏହାପରେ ରୁମର କବାଟ ବନ୍ଦକରି ଉଭୟ ଝିଅଙ୍କର କପଡା ଫାଡ଼ି ଦେଇଥିଲେ।

ତେବେ ଉଭୟ ଝିଅ ଯେତେବେଳେ ଜୋରରେ ଚି-ତ୍କାର କରିବାକୁ ଲାଗିଲେ ସେତେବେଳେ ଗାଁ ଲୋକମାନେ ଶବ୍ଦ ଶୁଣି ସେଠାରେ ପହଁଞ୍ଚିଥିଲେ। ଏହାପରେ ଉଭୟ ଝିଅଙ୍କୁ ସେହି ଦୁଷ୍କ-ର୍ମକାରୀଙ୍କ ଠାରୁ ଉ-ଦ୍ଧାର କରିଥିଲେ। ଏହାପରେ ଘଟ-ଣାକୁ ନେଇ ଝିଅ ଦୁଇଜଣଙ୍କର ମାଆ ବାସୁଦେବପୁର ଥା-ନାରେ ଅଭି-ଯୋଗ କରିଥିଲେ।

ଏହାସହ ନାରୀର ସୁର-କ୍ଷା ନିମନ୍ତେ ସେହି ଦୁର୍ବୁ-ତ୍ତଙ୍କ ବିରୁ-ଦ୍ଧରେ କଠୋର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ ବୋଲି ମାଆ ଜଣକ ପୋ-ଲିସ ପାଖରେ ଗୁହାରି ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *