ଗେରୁଆ ବସ୍ତ୍ର ପିନ୍ଧି ଦୀପିକା ଅ-ଶ୍ଲୀଳ ନୃତ୍ୟ କରିବା ପରେ ଏବେ ଚାରିଆଡେ ଚାଲିଛି ବି-ବାଦ, ଲୋକ କହୁଛନ୍ତି ଯେ ଏହା ସନାତନ ଧର୍ମର ଅପ-ମାନ

“ପଠାନ” ଫିଲ୍ମର ‘ବେଶରମ ରଙ୍ଗ’ ଗୀତ କୁ ତ ଆପଣ ନିଶ୍ଚୟ ଦେଖିଥିବେ କିମ୍ବା ଶୁଣିଥିବେ। ଯେଉଁଥିରେ ଅଭିନେତ୍ରୀ ଦୀପିକା ଅଶ୍ଲୀଳତାର ସବୁ ସୀମା ପାର୍ କରିଦେଇଛନ୍ତି। ଗୀତର କିଛି ଦୃ-ଶ୍ୟରେ ଦୀପିକା ଗେରୁଆ ରଙ୍ଗର ଅ-ନ୍ତବ-ସ୍ତ୍ର ପିନ୍ଧିଥିଲେ। ତେବେ ଏହି ଗେରୁଆ ରଙ୍ଗକୁ ନେଇ ବିଭିନ୍ନ ନେତା ଏବଂ ହିନ୍ଦୁ ସଂଗଠନ ବି-ରୋଧ କରିଥିଲା।

ସେଥିପାଇଁ ଏହି ଗୀତ ଏବେ ପୁରା ଦେଶରେ ବିବାଦର କାରଣ ପାଲଟିଯାଇଛି। ତେବେ ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରାଯାଇଛି।ଦୀପିକା-ଶାହାରୁଖ ଏହି ଗୀତରେ ପିନ୍ଧିଥିବା ପୋଷାକକୁ ଦେଶର ଅନେକ ରାଜ୍ୟ ଯେପରିକି ଉତ୍ତରପ୍ରଦେଶ, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ବିହାର, ଏବଂ ମହାରାଷ୍ଟ୍ର ଆଦିରେ ଏହାକୁ ବି-ରୋଧ କରାଯାଉଛି।

କେବଳ ଏତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଧାର୍ମିକ ଭାବନାକୁ ଏହି ଗୀତରେ ଆ-ଘାତ ଦିଆଯାଇଛି ବୋଲି କହି ଶାହରୁଖ ଏବଂ ଦୀପିକାଙ୍କ ବିରୋ-ଧରେ ଏକ ମାମ-ଲା ମଧ୍ୟ ରୁଜୁ ହୋଇଛି। ତେବେ ଏହି ଗୀତକୁ ନେଇ ମିଡିଆ ମାଧ୍ୟମରେ ଲୋକମାନେ ମଧ୍ୟ ନିଜର ପ୍ରତି-କ୍ରିୟା ଦେଇ କହିଛନ୍ତି ଯେ ଫିଲ୍ମ ନିର୍ମାତାଙ୍କ ଦ୍ୱାରା ଦେଶର ‘ସନାତନ’ ସଂସ୍କୃତିକୁ ଦୁର୍ବଳ କରିବା ପାଇଁ ଏହା ଏକ ଖରାପ ପ୍ରୟାସ।

ଗେରୁଆ ରଙ୍ଗ ‘ସନାତନ’ ସଂସ୍କୃତିର ପ୍ରତୀକ ଅଟେ। ଅଭିନେତ୍ରୀ ଜଣକ ଛୋଟ ପୋଷାକ ପିନ୍ଧି ଅଶ୍ଳୀ-ଳତାର ସବୁ ସୀମା ପାର୍ କରିଦେଇଛନ୍ତି। ଏହି କାରଣରୁ ଅଧିକାଂଶ ଦେଶବାସୀ ଏହି ଫିଲ୍ମକୁ ବଏ-କଟ୍ କରିବାକୁ ଦାବି କରୁଛନ୍ତି। ଲୋକମାନେ ଏହିପରି ବଡ ବଡ କଳାକାରଙ୍କୁ ଦେଖି ନିଜେ ମଧ୍ୟ ସେହିପରି ପିନ୍ଧିବାକୁ ଚେଷ୍ଟା କରୁଛନ୍ତି।

ବଜାରରେ ଏବେ ଅ-ନ୍ତବ-ସ୍ତ୍ରରେ ମଧ୍ୟ ରାଧାକୃଷ୍ଣଙ୍କ ଫଟୋ ଦେଖିବାକୁ ମିଳୁଛି। ଏହିପରି ଭାବେ ଚାଲିଲେ ଆଜି ଯୁବପୀଢ଼ିଙ୍କ ଉପରେ ଏହାର କଣ ପ୍ରଭାବ ପଡିବ।ପ୍ରତ୍ୟକ ମଣିଷ ପାଇଁ ନିଜର ଧର୍ମ ବହୁତ ବଡ଼ ହୋଇଥାଏ। ଧର୍ମ କୁ ଅପ-ମାନ କଲେ କେହି ସହିପାରନ୍ତି ନାହିଁ। ସେ ଯେତେବଡ଼ କଳାକାର ହୁଅନ୍ତୁ ନା କାହିଁକି ଯଦି ସେ ଧର୍ମକୁ ଅପ-ମାନ କରିବେ ତେବେ ସେ ନିଶ୍ଚିତ ଲୋକଙ୍କ ଆଖିରେ ତଳକୁ ଖସିଯିବେ।

Leave a Reply

Your email address will not be published. Required fields are marked *