କଣ ପାଇଁ ବର୍ଷା ଓ ଅନୁଭବଙ୍କ ବିଚ୍ଛେଦ ବିବାଦର ଶୁଣାଣି ପାଇଁ ବିଳମ୍ବ ହେଉଛି।

ବର୍ଷା ଓ ଅନୁଭବ ମହାନ୍ତିଙ୍କ ମାମଲାକୁ ନେଇ ଜଣେ ବ୍ୟକ୍ତି ମିଡ଼ିଆ ସାମ୍ନାରେ ନିଜ ମନ୍ତବ୍ୟ ରଖି କହିଛନ୍ତି ଯେ, ଏଇଟା ପ୍ରଥମେ ହେଉଛି ଗୋଟେ ଫ୍ୟାମିଲି ମେଟର । ଯାହାକୁ ଯୁଡ଼ିସିଆଲ କୁ ନେଇ ଫ୍ୟାମିଲି କୋର୍ଟ ଆକ୍ଟ ଅନୁସାରେ ପ୍ରଥମେ ଓକିଲ ମାନଙ୍କୁ ଏଲାଓ ନାହଁ ଫ୍ୟାମିଲି କେଶରେ । ସ୍ପେଶିଆଲ କେଶ୍ ରେ କିଛି କୋର୍ଟ ଅନୁମତି ଅନୁସାରେ ସେମାନଙ୍କୁ ଏଲାଓ କରା ଯାଇଥାଏ । ଆଉ ଯେହେତୁ ବର୍ଷା ଅନୁଭବଙ୍କର ଏଇଟା ଗୋଟିଏ ଫେମିଲି ମେଟର ।

ଦ୍ଵିତୀୟରେ ଦେଖିବାକୁ ଗଲେ ଫେମିଲି ମେଟରକୁ ଅଲଗା ଭାବରେ ଡିଲ୍ କରା ଯାଇଥାଏ । ଆପଣଙ୍କର କେଶ୍ ଟା ଷ୍ଟାର୍ଟ ହେବା ପୂର୍ବରୁ ଉଭୟ ପାର୍ଟିଙ୍କ ମଧ୍ୟରେ ଗୋଟେ ଆପୋଷ ବୁଝାମଣା କରିବା ପାଇଁ ଗୋଟେ ଚେଷ୍ଟା କରା ଯାଇଥାଏ । ସେଇଟା ଆପଣଙ୍କର ଫେମିଲି କାଉନ୍ସିଲାରଙ୍କ ଦ୍ଵାରା ହେଉ କିମ୍ଵା ଉଭୟ ପକ୍ଷ ଓକିଲଙ୍କ ଦ୍ଵାରା କିମ୍ଵା ଜଜ୍ ଙ୍କ ସାମ୍ନାରେ ସେଇଟା କାଉନସିଲିଂ ହୋଇଥାଏ ।

ଏହା ହେଉଛି ଡିଭୋର୍ସର ଉପଯୁକ୍ତ ପ୍ରୋସେସ । ଯେହେତୁ ଏଥିରେ ଦୁଇ ପାରିବାର ଲିଙ୍କ୍ ଅଛନ୍ତି । ଦୁଇ ଜଣ ଲୋକଙ୍କ ଭବିଷ୍ୟତ ଲିଙ୍କ୍ ଅଛି ଆଉ ଦୁଇଜଣ ଲୋକଙ୍କ ଇମୋସନ ମଧ୍ୟ ଲିଙ୍କ୍ ଅଛି ।ତେବେ ଦେଖାଗଲେ ଡିଭୋର୍ସ ହେଉଛି ୨ ପ୍ରକାରର । ତା ଭିତରୁ ଗୋଟିଏ ହେଉଛି ମ୍ୟୁଚାଲ ଡିଭୋର୍ସ ଆଉ ଗୋଟିଏ ହେଉଛି କନ୍ଟେଷ୍ଟିଂ ଡିଭୋର୍ସ ।

ତେବେ ମ୍ୟୁଚାଲ ଡିଭୋର୍ସରେ ଦୁଇ ଜଣ କପଲ୍ ମ୍ୟୁଚୁଆଲି ଇଚ୍ଛା କଲେ ଅଲଗା ହୋଇଯିବା ପାଇଁ ସେଠାର ମଧ୍ୟ ଦୁହିଁଙ୍କୁ ୬ ମାସ ସମୟ ମିଳିଥାଏ । ତାପରେ କାଉନସିଲ୍ ପରେ ଜଜ୍ ଙ୍କୁ ଫିଲ ହେଲାନି ଏ ଦୁହିଙ୍କର ଆଗକୁ ସାଙ୍ଗରେ ଭବିଷ୍ୟତ ନାହିଁ ବୋଲି ସେଠାର ଜାଜ୍ ଆଲାଉ କରି ଦିଅନ୍ତି ଡିଭୋର୍ସ ପାଇଁ । ଆଉ କନ୍ଟେଷ୍ଟିଂ ଡିଭୋର୍ସରେ କିଛିଟା ଗ୍ରାଉଣ୍ଡ ଅଛି । ୱାନ ଅଫ୍ ଦି ଗ୍ରାଉଣ୍ଡ ହେଉଛି କ୍ରୁଏଲଟି ।

ଆଉ ଚର୍ଚ୍ଚିତ ଅନୁଭବ ଓ ବର୍ଷା ସେହି ଗ୍ରାଉଣ୍ଡଟିକୁ ଜାଣିବା ଭିତରେ ନେଇଛନ୍ତି । ଜଣେ ଆଉ ଜଣଙ୍କ ସାଥିରେ ଖୁସିରେ ରହି ପାରୁନାହାନ୍ତି ସେଠାର ସେ କ୍ରୁଏଲଟି ଡିଭୋର୍ସ ଅପ୍ଲାଏ କରିଛନ୍ତି । ତେବେ ଏହି କ୍ରୁଏଲଟି ଡିଭୋର୍ସର ଗୋଟିଏ କୌଣସି କାରଣ ନାହିଁ । ଏହା ବହୁତ ପ୍ରକାରର ମଧ୍ୟ ହୋଇ ପାରିବ । ମେଣ୍ଟାଲ କ୍ରୁଏଲଟି ଆଉ ଫିଜିକାଲ୍ କ୍ରୁଏଲଟି ଦୁଇଟି ଅଲଗା ପ୍ରକାରର ଅଟେ । ଏହାର ପ୍ରୋସେସ୍ ଲମ୍ବା ହୋଇଥିବାରୁ ଅନୁଭବ ବର୍ଷାଙ୍କ ଡିଭୋର୍ସରେ ଏତେ ବିଳମ୍ବ ହେଉଛି ।

Leave a Reply

Your email address will not be published. Required fields are marked *