ଭାଇରାଲ ହେଉଛି ସେ-କ୍ସ୍ ରାକେଟ ଚଲେଇଥିବା ଜଣେ ମହିଳାଙ୍କର ଡିଲ୍ କରୁଥିବା ସମୟର ଭିଡିଓ । ଦେଖନ୍ତୁ କିପରି ଚାଲିଛି ଦେହ ବ୍ୟବସାୟ ।

ବନ୍ଧୁଗଣ ଆପଣମାନେ ସମସ୍ତେ ପ୍ରାୟ ପ୍ରତିଦିନ ଭାରତର ବିଭିନ୍ନ ସ୍ଥାନରେ ଝିଅ ମାନଙ୍କ ଦ-ଲାଲି ତଥା ସେ-କ୍ସ୍ ରାକେଟ ଚାଲିଥିବାର ଖବର ତ ପେପର୍ ତଥା ଟିଭି ମାଧ୍ୟମ ନିଶ୍ଚୟ ଦେଖିବାକୁ ପାଉଥିବେ । ବାହାର ଦେଶ ରୁ ଝିଅ ଆମଦାନୀ ଓ ରପ୍ତାନି କରିଥାନ୍ତି ଏହି ଦଲାଲ୍ । ଝିଅ ମାନଙ୍କୁ ବିକ୍ରି କରି ସେକ୍ସ୍ ରାକେଟ ଚଳାଇଥାନ୍ତି ।

ସେଥିପାଇଁ ସ୍ୱତନ୍ତ୍ର ଗୋଟେ ଗ୍ୟାଙ୍ଗ ମଧ୍ୟ ସକ୍ରିୟ ଥାଏ ଯେଉଁଥିରେ କି କିଛି ବଡ଼ ବଡ଼ ଲୋକଙ୍କ ର ମଧ୍ୟ ହାତ ଥାଏ । ତେବେ ସେଥିରେ ଝିଅ ମାନେ ବାଧ୍ୟ ଓ ଲାଚାର ଥାଆନ୍ତି ସେଭଳି କାମ କରିବାକୁ । କାହିଁକି ନା ତାଙ୍କୁ ବ୍ଲା-କମେ-ଲିଂ କରାଯାଇଥାଏ । ଓ କିଛି ଝିଅ ପଇସା ପାଇଁ ନିଜ ଇଚ୍ଛାରେ ମଧ୍ୟ ଏଭଳି କାର୍ଯ୍ୟରେ ପାଦ ଦେଇଥାନ୍ତି ।

ଧୀରେ ଧୀରେ ଏହି ସାଇବର କ୍ରାଇମ୍ ବେଶୀ ମାତ୍ରାରେ ବଢ଼ି ବଢ଼ି ଚାଲିଛି । ତେବେ କେବଳ ଓଡ଼ିଶାରେ ନୁହଁ ଭାରତର ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଏହି ଧନ୍ଦା ଚାଲୁ ହୋଇଗଲାଣି । ହେଲେ ଦୁଃ-ଖର କଥା ଏହିକି ଯେ ସରକାରଙ୍କର ଏଥିପାଇଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୌଣସି ଭି ପ୍ରକାର ତତ୍ପରତା ଦେଖା ଯାଉନାହିଁ । ତେବେ ବନ୍ଧୁଗଣ ନିକଟରେ ସେପରି ଏକ ଲ-ଜ୍ୟାଜ-ନକ ଘ-ଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ ।

ଯେଉଁଠି ଧରା ପଡ଼ିଲା ଧରା ପଡିଲା ବିଧବାଙ୍କ ରଙ୍ଗୀନ ମିଜାଜ । ମୟୂରଭଞ୍ଜ ଉଦଳାରେ କିପରି ଜଣେ ବିଧବା ମହିଳା ବନ୍ଦ ଘର ଭିତରେ ଜଣେ ଯୁବକଙ୍କ ସହ ସେ-କ୍ସ୍ ଡିଲ କରୁଛନ୍ତି ତାହାର ଭିଡ଼ିଓ ଏବେ ସମ୍ନାକୁ ଆସିଛି । ଯାହାର ଅଭି-ଯୋଗ ଉଦଳା ଥା-ନାରେ ଯୋଇଛି ।

ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଣେ ମହିଳା ଘରେ ସେ-କ୍ସ ରା-କେଟ୍ ଚଲାଇଥିବା ଅଭି-ଯୋଗ ହୋଇଛି । କିନ୍ତୁ ପୋ-ଲିସ ଚଢ଼ାଉ ପୂର୍ବରୁ ପ୍ରମାଣ ନଷ୍ଟ କରିଦେଇଛି ରାଣୀ ମହୁମାଛି । ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଡରୁମ୍ ଭିତରର ଡ଼ିଲ ସମୟର ଉକ୍ତ ଭିଡ଼ିଓରେ ଜଣେ ଯୁବକ ଉକ୍ତ ବିଧବା ମହିଳାଙ୍କୁ କହୁଛନ୍ତି ତୁମେ ରହିବ ନା ପଳେଇବ ଆଉ ମହିଳା ଜଣକ କହୁଛନ୍ତି ରହିବି ।

ପୁଣି ଯୁବକ ଜଣକ କହୁଛନ୍ତି ନାଇଟ ବୁକିଙ୍ଗ ଅଛି କି କିଛି ମହିଳା ଜଣକ ମନା କରିବାରୁ ଯୁବକ ଜଣକ ପଚାରୁଛନ୍ତି କେତେ ଟଙ୍କା ନେବ । ମହିଳା ଜଣକ କହୁଛନ୍ତି ୫୦୦୦ ବୋଲି । ପୁଣି କହୁଛନ୍ତି ଏଇଠି କରିବ ନ ନେଇଯିବ । ପୁଣି ଯୁବକ ଜଣକ ପଚାରୁଛନ୍ତି ମୋ ପାଇଁ କେତେ ହେବ କୁହ, ସାଢ଼େ ତିନି ନିଅ । ତାପରେ ଆଡଭାନ୍ସ ଦେଇକି ଯିବାକୁ କହି ଫୋନ୍ କରି ଯୁବତୀଙ୍କୁ ଡାକୁଥିବାର ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *