ଖୁଡି ଶାଶୂ କୁ ପ୍ରେମ କରି ତାସହ ଶୋଉଥିଲା ସ୍ୱାମୀ, ବି-ରୋଧ କରିବାରୁ ସ୍ତ୍ରୀକୁ ମା-ରପି-ଟ କରି ଏବେ ହୋଇଯାଇଛି ଫେ-ରାର

ପର-କ୍ରିୟାପ୍ରୀତିକୁ ନେଇ କଟକ ଜିଲ୍ଲା କିଶୋର ନଗର ଥା-ନା ବରଦା ପଞ୍ଚାୟତ ଦାମଦୋରପୁର ଗାଁରେ ଘଟିଛି ଏକ ଅଭା-ବନୀୟ ଘ-ଟଣା। ଏଠାର ଜଣେ ଯୁବକ ବିବାହିତ ହୋଇ ମଧ୍ୟ ନିଜ ଖୁଡିକୁ ପ୍ରେମ କରି ରଖିଥିଲେ ଶାରୀ-ରିକ ସମ୍ପର୍କ।
ଏବେ ନ୍ୟାୟ ପାଇଁ ଭିକ ମାଗୁଛନ୍ତି ସ୍ତ୍ରୀ।

ତେବେ ସୂଚନା ଅନୁସାରେ ଦାମଦୋରପୁର ଗାଁର ବିଭୁ ରାୟ ନାମକ ଜଣେ ଯୁବକ ନେମାଳ ଅଞ୍ଚଳର ଧରିତ୍ରୀ ଦାସ ନାମକ ଜଣେ ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଶଶୁର ଘର ଲୋକ ଦାବି ମୁତାବକ ଯୌ-ତୁକ ନେଇ ମହିଳା ଜଣକ ଘରେ ପ୍ରବେଶ କରିଥିଲେ। କିନ୍ତୁ ସ୍ବାମୀଙ୍କର ଖୁଡି ଶାଶୁଙ୍କ ସହ ପର-କ୍ରିୟାପ୍ରୀ-ତି ସ-ମ୍ପର୍କ ରହିଛି ବୋଲି ସେ ଜାଣିନଥିଲେ। ଯେତେବେଳେ ସ୍ତ୍ରୀ ଦେଖିଲେ ଯେ ସ୍ୱାମୀ ଜଣକ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖୁନାହାନ୍ତି ସେତେବେଳେ ସେ ସ-ନ୍ଦେହ କରିବାକୁ ଲାଗିଲେ।

ଆଉ ତାପରେ ଯେତେବେଳେ ମହିଳା ଜଣକ ସବୁକିଛି ନିଜ ସ୍ୱାମୀ ବିଷୟରେ ଜାଣିଲେ ସେତେବେଳେ ସେ ଏହାକୁ ବି-ରୋଧ କରିଥିଲେ। ଯେଉଁ କାରଣରୁ ପ୍ରାୟ ସମୟ ଉଭୟ ସ୍ୱାମୀ-ସ୍ତ୍ରୀ ଭିତରେ ଝ-ଗଡା ଲାଗିରହୁଥିଲା।ଏହାପରେ ଧୀରେ ଧୀରେ ସମୟରେ ଗଡ଼ିବା ସହ ସ୍ୱାମୀ, ଶାଶୁ ଏବଂ ଶଶୁର ଧରିତ୍ରୀଙ୍କୁ ଅ-ତ୍ୟାଚା-ର କରିବା ଆରମ୍ଭ କଲେ।

ଏହି ପରି ଝ-ଗଡା ଏବଂ ବିବାଦ ଲାଗି ରହିବା କାରଣରୁ ବିବାହର 1 ବର୍ଷ ପର୍ଯ୍ୟନ୍ତ ଧରିତ୍ରୀଙ୍କର କୌଣସି ପିଲା ଜନ୍ମ ହୋଇନଥିଲେ। କିନ୍ତୁ ବିବାହର ବର୍ଷେ ପରେ ଧରିତ୍ରୀଙ୍କ ଏବେ ଦୁଇ ବର୍ଷର ଏକ ପୁଅଟିଏ ଅଛି। ତେବେ ମହିଳା ଜଣକ ନିଜ ସ୍ୱାମୀ ବିରୋ-ଧରେ ଥା-ନାରେ ବାର୍ ବାର୍ ଅଭି-ଯୋଗ ମଧ୍ୟ କରିଛନ୍ତି। କିନ୍ତୁ କୌଣସି ଫଳାଫଳ ମିଳିନଥିଲା।

ଏହାପରେ ମଧ୍ୟ ମହିଳା ଜଣକ ନିଜ ସ୍ବାମୀଙ୍କୁ ଖୁଡିଙ୍କ ଠାରୁ ଦୂରେଇ ରହିବାକୁ ବାର୍ ବାର କହିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଘରେ ବାହାରେ ତାଲା ପକାଇ କୁଆଡେ ଚାଲିଯାଇଛନ୍ତି। କାନ୍ଦି କାନ୍ଦି ମହିଳା ଜଣକ ଏବେ କହୁଛନ୍ତି ଯେ,” ଯଦି ମୋ ସ୍ୱାମୀ ଖୁଡିଶାଶୁଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି ତେବେ ରଖନ୍ତୁ। ମୁଁ ଆଉ ପ୍ରତି-ବାଦ କରିବି ନାହିଁ। କାରଣ ମୋର ଏବେ 2 ବର୍ଷର ପୁଅ ଟିଏ ଅଛି। ତାର ଭବିଷ୍ୟତ ପାଇଁ ମୁଁ ସବୁ କିଛି ସହିଯିବି। ଦୟାକରି ମୋ ସ୍ୱାମୀଙ୍କୁ ଫେରାଇ ଆଣନ୍ତୁ।

ତେବେ ମହିଳାଙ୍କୁ ନ୍ୟା-ୟ ମିଳୁ ବୋଲି ଗାଁର ଲୋକମାନେ ମଧ୍ୟ ଚାହୁଁଛନ୍ତି। ଦେଢ଼ ମାସ ଧରି ସେହି ଘରେ ପିଲାକୁ ନେଇ ଏକା ରହୁଛନ୍ତି ମହିଳା। ଖାଇବା ପିଇବା ପାଇଁ କିଛି ନାହିଁ। ବାପଘର ଲୋକ ଯାହା ଅଳ୍ପକିଛି ଆଣୁଛନ୍ତି ସେହିଥିରେ ଉଭୟ ମାଆ-ପିଲା ଚଳୁଛନ୍ତି।

Leave a Reply

Your email address will not be published. Required fields are marked *