ପ୍ରେମ ପାଇଁ ବି-ଷ ପିଇ ଆ-ତ୍ମହ-ତ୍ୟା କଲା ପ୍ରେମିକା, କିନ୍ତୁ ଝିଅର ପରିବାର ଲୋକେ ଆଣିଲେ ହ-ତ୍ୟାର ଅଭି-ଯୋଗ।:-

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥା-ନା ଅନ୍ତର୍ଗତ ପଲେଇ ଗ୍ରାମରେ ଘଟିଛି ଏକ ଅଭା-ବନୀୟ ଘ-ଟଣା। ଏଠାର ଜଣେ କଲେଜ ଛାତ୍ରୀଙ୍କର ସନ୍ଦେ-ହଜନକ ଭାବେ ମୃ-ତ୍ୟୁ ହୋଇଛି। ଝିଅଟିକୁ ହ-ତ୍ୟା କରାଯାଇଛି ବୋଲି ବାପା ବାଲିଚନ୍ଦ୍ରପୁର ଥା-ନାରେ ଅଭି-ଯୋଗ କରିଛନ୍ତି।

ସୂଚନା ଅନୁସାରେ ଗତ 20 ତାରିଖ ଦିନ ଶୁଭଶ୍ରୀ ନାମକ ଜଣେ ଯୁବତୀ ଘରୁ ହଠାତ କିଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜିବାକୁ ଲାଗିଲେ। ତେବେ ସେହି ସମୟରେ ହଠାତ ପରିବାରଲୋକଙ୍କ ପାଖକୁ ଏକ କଲ ଆସିଲା ଯେଉଁଥିରୁ ଶୁଣିବାକୁ ମିଳିଲା ଯେ ଝିଅଟି ବିଷ ପିଇଦେଇଛି ଏବଂ ନଡ଼ିଆସାହାସପୁର ଡାକ୍ତରଖାନା‌ରେ ଭର୍ତ୍ତି ହୋଇଛି।

ଏହା ଜାଣିବା ପରେ ଶୁଭଶ୍ରୀଙ୍କ ଭାଇ ଡାକ୍ତରଖାନାରେ ପହଞ୍ଚି ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିଲେ। ସେଠାରେ ନଳିପୁର ଗ୍ରାମର ଚନ୍ଦନ ବେହେରା ନାମକ ଜଣେ ଯୁବକ ଏବଂ ତାର ସାଙ୍ଗ ଉପସ୍ଥିତ ଥିଲେ। ସେମାନଙ୍କ ସହାୟତାରେ ଶୁଭଶ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରାଯାଇଥିଲା। ଶୁଭଶ୍ରୀଙ୍କ ମୃ-ତ୍ୟୁ ପରେ ଚନ୍ଦନ ଏବଂ ତାର ସାଙ୍ଗ ଫେ-ରାର ହୋଇଯାଇଥିଲେ। ତେବେ ଏହାପରେ ଝିଅର ବାପା ପୋ-ଲିସ ପାଖରେ ହ-ତ୍ୟାର ଅଭି-ଯୋଗ କରିଛନ୍ତି।

ଅଭି-ଯୋଗରେ ସେ କହିଛନ୍ତି ଯେ ଝିଅର ମୃ-ତ୍ୟୁରେ ନଳିପୁର ଗ୍ରାମର ଚନ୍ଦନ ବେହେରା ଏବଂ ତାର ଜଣେ ସାଙ୍ଗର ହାତ ରହିଛି। ତେବେ ଘଟ-ଣା ପରେ ଅଭି-ଯୁକ୍ତ ଚନ୍ଦନ ଏବଂ ତାର ସାଙ୍ଗ ଫେ-ରାର ହୋଇଯାଇଥିବାରୁ ସ-ନ୍ଦେହ ଆହୁରି ବଢିଯାଇଛି। ଏହାସହ ଅଭି-ଯୁକ୍ତ ଚନ୍ଦନ ବେହେରା ଏବଂ ତାର ସାଙ୍ଗ 1 ଲକ୍ଷ 70 ହଜାର ଟଙ୍କା ଶୁଭଶ୍ରୀ ଠାରୁ ନେଇଥିବା ଅଭି-ଯୋଗରେ ଦର୍ଶାଯାଇଛି।

ତେବେ ପୋ-ଲିସ ଘଟ-ଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପୋ-ଷ୍ଟମ-ର୍ଟମ ପାଇଁ ପଠାଇଥିଲା। ପୋ-ଷ୍ଟମ-ର୍ଟମ ପରେ ପୋ-ଲିସ ମୃ-ତ ଦେହକୁ ବୁଧବାର ଦିନ ପରିବାରଲୋକଙ୍କୁ ହସ୍ତାନ୍ତର କଲାପରେ ଝିଅର ଏବେ ଅନ୍ତିମ ସଂସ୍କାର ହୋଇଛି। ତେବେ ଅଭି-ଯୋଗ ପରେ ପୋ-ଲିସ ଏକ ମାମ-ଲା ରୁ-ଜୁ କରି ତ-ଦନ୍ତ ଜାରିରଖିଛି। ତେବେ ପ୍ରେମ କାରଣରୁ ଏଭଳି ଘ-ଟଣା ଘ-ଟିଛି ବୋଲି ଏବେ ଚାରିଆଡେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *