ସାନ ଭାଇର ଶ-ବ ଆଗରେ ଛାତି ଫଟାଇ କାନ୍ଦୁଛି ବଡ ଭାଇ, କହୁଛି ଭାଇ ତୁ ଫେରିଆ

ସୋରଡା ଥା-ନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିରୁ ଦେଖିବାକୁ ମିଳିଛି ଅଭା-ବନୀୟ ଘ-ଟଣା। ମିଳିଛି ଜଣେ ଯୁବକଙ୍କର କ୍ଷତପୂର୍ଣ୍ଣ ମୃ-ତଦେହ। 9 ନମ୍ବର ବୁଲାଣି ରାସ୍ତାରେ ଜଣେ ଯୁବକଙ୍କ ଏପରି ଅବସ୍ଥାରେ ଶ-ବ ମିଳିବା ପରେ ତାହାକୁ ନେଇ ଏବେ ସେହି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ମୃ-ତକ ଜଣକ ହେଉଛନ୍ତି ଭଞ୍ଜନଗର ଥା-ନା ଭେଜିପୁର ଅଂଚଳର ହିତେନ ସ୍ୱାଇଁ। ସୂଚନା ଅନୁସାରେ ହିତେନ ମଙ୍ଗଳବାର ଦିନ ଘରୁ ବାହାରିଥିବା ବେଳେ ଆଉ ଘରକୁ ଫେରି ନଥିଲେ। ଏହାପରେ ସ୍ବାମୀ ନି-ଖୋଜ ଥିବା ନେଇ ସ୍ତ୍ରୀ ଭଞ୍ଜନଗର ଥା-ନାରେ ଅଭି-ଯୋଗ କରିଥିଲେ।

ପୋ-ଲିସ ଏହାପରେ ଏକ ନି-ଖୋଜ ମାମ-ଲା ରୁଜ୍ଜୁ କରି ଘଟ-ଣାର ତ-ଦନ୍ତ କରିବା ଆରମ୍ଭ କରିଥିଲା। ତଦନ୍ତ ଭିତରେ ପୋଲି-ସକୁ ଖବର ମିଳିଲା ଯେ ସୋରଡା ଥା-ନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିରେ ଏକ ଯୁବକଙ୍କ ମୃ-ତ ଦେହ ପଡିଛି। ଏହାପରେ ପୋ-ଲିସ ନି-ଖୋଜ ଅଭି-ଯୋଗ ଦେଇଥିବା ପରିବାରଲୋକଙ୍କୁ ନେଇ ଘଟ-ଣା ସ୍ଥଳରେ ପହଁଞ୍ଚିଥିଲା।

ଯାହାପରେ ଜଣାପଡିଥିଲା ଯେ ଶ-ବଟି ହିତେନ ସ୍ବାଇଁଙ୍କର। ତେବେ ପରିସ୍ଥିତି ଦେଖିବା ପରେ ଯୁବକଙ୍କୁ ହ-ତ୍ୟା କରାଯାଇଥିବା ନେଇ ସ-ନ୍ଦେହ କରାଯାଉଛି। ପ୍ରଥମେ ଯୁବକଙ୍କୁ ଅପ-ହରଣ କରି ପରେ ହ-ତ୍ୟା ହୋଇଥିବା ଅନୁମାନ ହେଉଛି। ପୋ-ଲିସ ଶ-ବକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଇବା ସହ ଘଟ-ଣାର ଛାନବିନ କରୁଛି।

Leave a Reply

Your email address will not be published. Required fields are marked *