ଶଶୁର ନାଁ ରେ ବୋହୂ ଆଣିଲା ସାଙ୍ଘାତିକ ଅଭି-ଯୋଗ, କହିଲେ ମୋ ଶଶୁର ମୋତେ ଦୁ-ଷ୍କର୍ମ କରିଛନ୍ତି।

ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ନାରୀ ଉପରେ ଅ-ତ୍ୟାଚା-ର ଦିନକୁ ଦିନ ବଢ଼ିବାରେ ଲାଗିଛି। ନାରୀଟିଏ ଏହି ସମାଜରେ ସବୁ କଥା ଶୁଣି ସବୁ କିଛି ନିଜେ ସହ୍ୟ କରିଥାଏ,ଏହା ନିଜ ଘରେ ହୋଇପାରେ କିମ୍ବା ନିଜ ଶାଶୂ ଘରେ ମଧ୍ୟ ହୋଇପାରେ। ନାରୀ ହେଉଛି ଏମିତି ଏକ ଅଭିନୀତ ମଞ୍ଚ ଯାହା ଆମ ମାନବ ସମାଜରେ ସର୍ବଦା ଉପରେ ରହିଛି ଯାହାକୁ ଅନ୍ୟକେହି ତୁଲାଇ ପାରିବେ ନାହିଁ।ଜଣେ ନାରୀ ନିଜ ପରିବାରକୁ ସମ୍ଭାଳିବା ସହ ପରିବାର ଲୋକଙ୍କ ସହ ସମସ୍ତଙ୍କ ଇଚ୍ଛା ମୁତାବକ ସମସ୍ତ କାର୍ଯ୍ୟ କରିଥାଏ।

ସେଥିପାଇଁ ନାରୀ ଜାତିକୁ ସମ୍ମାନ ଦିଆଯିବ ଆବଶ୍ୟକ କିନ୍ତୁ ବର୍ତ୍ତମାନ୍ ସମୟରେ ଦିନକୁ ଦିନ ନାରୀ ପ୍ରତି ଅ-ତ୍ୟାଚା-ର ବଢ଼ିବାରେ ଲାଗିଛି ଏବଂ ଭୟଙ୍କର ପରିସ୍ଥିତି ଦେଖାଦେଇଛି ଯାହା ସିଧାସଳଖ ପ୍ର-ଭାବ ମହିଳା ମାନଙ୍କ ଉପରେ ହିଁ ପଡୁଛି।ଅନେକ ଥର ଶୁଣିବାକୁ ମିଳିଥାଏ କି କିଛି ପ୍ରେମ ସମ୍ପ-ର୍କ ସୋସିଆଲ ସାଇଡ ରୁ ଆରମ୍ଭ ହୋଇଥାଏ ଏବଂ କିଛି ପ୍ରେମ ସଂ-ପର୍କ ଦେଖା ଦେଖି ରେ ହୋଇଥାଏ।

ଏମିତି ଏକ ଘ-ଟଣା ଘଟିଛି ଯେଉଁଠି ଦୁହେଁ ଦୁହିଁଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ ସୋସିଆଲ ସାଇଡ ଫେସ୍ ବୁକ୍ ରୁ ଏବଂ ଏହା ପରେ ବାହାଘରରେ ପରିଣତ ହୋଇଥିଲା। ଦୁହେଁ ଦୁହିଁଙ୍କ ପରିବାରରୁ ଜଣାଇଥିଲେ ଏବଂ ପରିବାର ଲୋକଙ୍କ ଅନୁମତିରେ ଦୁହିଁଙ୍କ ବାହାଘର ସମ୍ପାଦନ ହୋଇଥିଲା।

ବାହାଘର ହେବା ପରେ ୩ ରୁ ୪ ମାସ ପର୍ଯ୍ୟନ୍ତ ଭଲ ଭାବରେ ଚାଲିଥିଲା ତା ପରେ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଥିଲା ଅସଲ କଥା କାରଣ ତାଙ୍କ ସ୍ଵାମୀ ଘରକୁ ଫେରିବା ସମୟରେ ମ-ଦ ଖାଇ ଆସେ ଏବଂ ପ୍ରତ୍ୟେକ ଦିନ ତାକୁ ମା-ଡ଼ ମା-ରିବା ସହ ଅନେକ ଗାଳି ଗୁଲଜ କରିଥାଏ।କିନ୍ତୁ ଜଣେ ନାରୀ କେତେ ଆଉ ସହିବ ସେଥି ପାଇଁ ସେ ବାଧ୍ୟ ହୋଇ ଶେଷରେ ସେ ନ୍ୟା-ୟ ପାଇଁ ସେ ପୋ-ଲିସ ର ଦ୍ବାରସ୍ଥ ହୋଇଛି।

ସେ କହିଛି ଯେ ତାଙ୍କ ଉପରେ ନିଜ ସ୍ବାମୀ ଏବଂ ଶ୍ଵଶୁର ଦୁହେଁ ମିଶି ତାଙ୍କୁ ନି-ର୍ଯାତ-ନା ଦେଉଥିଲେ ଏବଂ ଅନେକ ସମୟ ଯ-ନ୍ତ୍ରଣା ଦେଉଥିଲେ ଯାହା ତାକୁ ସହ୍ୟ କରୁଥିଲେ କିନ୍ତୁ ଏହା ଅସହ୍ୟ ହେବାରୁ ସେ ପୋ-ଲିସ ର ସାହାଯ୍ୟ ଲୋଡ଼ିଛି।

ସେ ଏହା କହିଛି ଯେ ତା ଶ୍ଵଶୁର ର ଖରାପ ଦୃଷ୍ଟି ସର୍ବଦା ତା ବୋହୁ ଉପରେ ରହିଥିଲା ଏବଂ ସେ ବହୁ ଥର ଚେଷ୍ଟା କରି ବିଫଳ ହୋଇଥିଲା।ଏମିତି ଏକ ଅଭା-ବନୀୟ ଘ-ଟଣା ଘ-ଟିଛି ମୟୂରଭଞ୍ଜ ଜିଲ୍ଲା ର ଉଦଳା ଥା-ନା ଅନ୍ତର୍ଗତ ରୋଢୁ ଗ୍ରାମରେ।ତାଙ୍କ ସହ ଏମିତି କିଛି ଘଟିଥିଲା ଯାହାଦ୍ଵାରା ସେ ବାଧ୍ୟ ହୋଇ ଶେଷରେ ଭଡ଼ା ଘରେ ରହିଥିଲେ।ସେ କହୁଥିଲେ କି ତାଙ୍କ ସ୍ଵାମୀ ଏବଂ ଶ୍ଵଶୁର ମିଶି ଘର ବାହାରେ ଆଣି ପି-ଟିଥିଲେ ଏବଂ ତାଙ୍କ ଶ୍ଵଶୁର ତାଙ୍କ ସହ ଖରାପ ଆଚ-ରଣ ପ୍ରଦର୍ଶନ କରିଥିଲେ ଯେଉଁଠି ତାଙ୍କ ପିନ୍ଧା ବସ୍ତ୍ରକୁ ଖୋଳିଦେଇଥିଲେ ଏବଂ ଧ-ର୍ଷଣ କରିବାକୁ ଧ-ମକ ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *