ପାଠ ପଢ଼ାଇବେ କହି ଜଣେ ନାବା-ଳିକାକୁ ଦେହ ବେପାରରେ ଲଗାଇଲେ ଦୁର୍ବୁତ୍ତ, ଜଣେ ଶିକ୍ଷୟତ୍ରୀଙ୍କ ସମତେ ଆଉ 2 ଜଣ ଗି-ରଫ।:-

ପାଠ ପଢ଼ାଇବାର ଆଶା ଦେଖାଇ ଜଣେ ନାବ-ଳିକାକୁ ଦେହ ବେପାର ପାଇଁ ମୟୁରଭଞ୍ଜରୁ ଭୁବନେଶ୍ୱର ଆଣିଲେ ଜଣେ ଶିକ୍ଷୟତ୍ରୀ। କୌଶଳ କ୍ରମେ ଚେଷ୍ଟା କରି ସେ ସ୍ଥାନରୁ ଖସି ଆସି ନାବାଳିକା ଜଣକ ସମସ୍ତ କଥା ପୋଲି-ସକୁ କହିବା ପରେ ପୋ-ଲିସ ସଂଗେ ସଂଗେ ଦେହ ବେପାର ହେଉଥିବା ସ୍ଥାନରେ ଚଢ଼ାଉ କରି ଜଣେ ଶିକ୍ଷୟତ୍ରୀ ଏବଂ ଆଉ ଦୁଇ ଜଣ ବ୍ୟକ୍ତିଙ୍କୁ ଗି-ରଫ କରିଛି।

ତେବେ ନାବା-ଳିକା ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ବାସିନ୍ଦା। ଏହାସହ ସେହି ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ଭୁବନେଶ୍ୱର ଖାରବେଳ ନଗର ଥା-ନା ଅନ୍ତର୍ଗତ ବାଣପୁର ମଧୁସୂଦନ ନଗରର 45 ବର୍ଷୀୟା ଟୁନା ଦାସ।

ସୂଚନା ଅନୁସାରେ ଶିକ୍ଷୟତ୍ରୀ ଜଣକ ସେ-କ୍ସ ର଼୍ୟା-କେଟ ଚଳାଉଥିବା ବେଳେ ତାଙ୍କର ସହଯୋଗୀ ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ନୀରିହ ନାବାଳିକାଙ୍କୁ ପାଠ ପଢ଼ାଇବା ଏବଂ ଚାକିରୀ ଦେବାର ଲୋଭ ଦେଖାଇ କୌଶଳକ୍ରମେ ନିଜ ଜାଲରେ ଫସା-ଇବା ପରେ ସେମାନଙ୍କୁ ଦେହ ବେପାରରେ ଲଗାଇ ଟଙ୍କା ରୋଜଗାର କରୁଥିଲେ।

ଏହି ଦଲା-ଲୀମାନେ ସେହି ଝିଅମାନଙ୍କୁ ଆଣି ଭୁବନେଶ୍ୱର ଏବଂ ବାଣପୁରର ହୋଟେଲରେ ଛାଡ଼ିବା ପରେ ଶିକ୍ଷୟିତ୍ରୀଜଣକ ଦେହ ବ୍ୟବସାୟରେ ଲଗାଇଥାନ୍ତି। ସେହିପରି ବାରିପଦା ଅଞ୍ଚଳର ରହୁଥିବା ଜଣେ 14 ବର୍ଷୀୟା ଆଦିବାସୀ ନାବା-ଳିକା ମଧ୍ୟ ଏହି ଦଲାଲୀଙ୍କ ପ୍ରଲୋ-ଭନର ଶି-କାର ହୋଇଥିଲେ। ତେବେ ନାବା-ଳିକାଙ୍କ ଅଭି-ଯୋଗ ଅନୁଯାୟୀ ସେ ବାରିପଦାରେ ନିଜ ଆଈ ଘରେ ରହୁଥିଲେ।

ତେବେ ଝିଅଟିର ସାଙ୍ଗ ଜରିଆରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଝିଅଟିକୁ ବାରିପଦା ରେଳଷ୍ଟେଶନକୁ ଡକାଇ ଅପ-ହରଣ କରି ବାଲେଶ୍ୱର ନେଇଥିଲେ। ସେଠାରୁ ଟ୍ରେନରେ ନେଇ ଭୁବନେଶ୍ୱର ରେଳଷ୍ଟେସନ ନିକଟରେ ଥିବା ଏକ ହୋଟେଲରେ ରଖିଥିଲେ। ଯେଉଁଠାରେ ତାକୁ ପିଇବା ପାଣିରେ ନି-ଶା ଦେଇ ଦେହ ବ୍ୟବସାୟରେ ଲଗାଉଥିଲେ।

ଏହିପରି କିଛିଦିନ ସେହି ବନ୍ଦ କୋଠରୀରେ ଯୁବତୀ ଜଣକ କା-ନ୍ଦି କା-ନ୍ଦି ରହୁଥିବା ବେଳେ ଶିକ୍ଷୟିତ୍ରୀଙ୍କ ଘରକୁ ଆସୁଥିବା ଜଣେ ଗୁରୁମାଆ ଏବଂ ଖାଦ୍ୟ ଯୋଗାଉଥିବା ଯୁବକଙ୍କ ସହଯୋଗରେ ନାବା-ଳିକା ଜଣକ କୌଶଳ କ୍ରମେ ସେଠାରୁ ଖସି ପଳାଇ ଆସିଥିଲେ। ଏହାପରେ ସେ ଟ୍ରେନ ସାହାଯ୍ୟରେ ବାଲେଶ୍ୱରରେ ପହଞ୍ଚିଥିଲେ।

ଏହାପରେ ନାବା-ଳିକା ଜଣକ ବାରିପଦା ଟାଉନ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଥିଲେ। ଏହାପରେ ପୋ-ଲିସ ମାମ-ଲାକୁ ରୁ-ଜୁ କରି ଅଭି-ଯୋଗ ଆଧା-ରରେ ତ-ଦନ୍ତ ପରେ ଅଭି-ଯୁକ୍ତଙ୍କୁ ଗି-ରଫ କରିଛି। ତେବେ ଘଟ-ଣାରେ ଅନେକ ବଡ ବଡ ଲୋକ ଜଡ଼ିତ ଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *