ଅର୍ଚ୍ଚନାଙ୍କ ନା ଶୁଣି କାହିଁକି ଦୌଡ଼ିଲେ ବ୍ୟାଙ୍କ୍ କର୍ମଚାରୀ?

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣାମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି। ଏବେ ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ଘଟଣା ଉପରୁ ଏବେ ସଂପୂର୍ଣ୍ଣ ରୂପେ ପରଦା ହଟି ନାହିଁ।

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ନୂଆ ମୋଡ଼ ନବାରେ ଲାଗିଛି।ଅର୍ଚ୍ଚନାକୁ କିଛି ଦିନ ପୂର୍ବରୁ ଗିରଫ କରିଥିଲା ଇଡି ।ରୁଜୁ ହୋଇଥିଲା ଆର୍ଥିକ ଅନିମିତତା ମାମଲା।ରିମାଣ୍ଡରେ ନେଇ ସାତ ଦିନର ପଚରା ଉଚରା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଆର୍ରେଷ୍ଟ କରିଥିଲା ଇଡି।

ବିଶେଷ କରି ଅର୍ଚ୍ଚନା ଆର୍ଥିକ ଅନୀୟମିତତା କରିଥିବାର ପ୍ରମାଣ ତଦନ୍ତ କାରି ଅଧିକାରୀଙ୍କ ହାତରେ ଲାଗିଛି। କୋର୍ଟ ଯିବା ସମୟରେ ବୋଡ ସୁରାଗ ଆଡ଼କୁ ଇଙ୍ଗିତ କରିଥିଲେ ଅର୍ଚ୍ଚନା।ସିଧା ସଳଖ ଗଣମାଧ୍ୟମ କୁ କହିଛନ୍ତି ମୋତେ କପରେଟ କରନ୍ତୁ ମୁଁ ଫେରିଲେ କହିବି। ଇଡି ର ସନ୍ଦେହ ଆଖୀ ଏବେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଉପରେ ରହିଛି।ଗିରଫ ହେଇଥିବା ଅର୍ଚ୍ଚନା କୁ ପୁଣି ରେମଣ୍ଡ ରେ ନଵ ଇଡି।ସ୍ବାମୀ ଜଗବନ୍ଧୁ ଚାନ୍ଦ କୁ ମଧ୍ୟ ରୀମା ରେ ନବ ଇଡି।ମାତ୍ର ଦିନକୁ ଦିନ ଏହି ମାମଲା ନୂଆ ରୂପ ନେବାକୁ ବସିଲାଣି।

ଅର୍ଚନାଙ୍କ ନାଁ ଶୁଣି ଜଣେ ବ୍ୟାଙ୍କ୍ କର୍ମଚାରୀ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି।ଏବେ ପ୍ରଶ୍ନ ଉଠୁଛି ସେ ବ୍ୟାଙ୍କ କର୍ମାରୀ କିଏ? ସେ କଣ ପାଇଁ ଅର୍ଚ୍ଚନା ନାଁ ଶୁଣି ଦଉଡ଼ି ପଳେଇବାକୁ ଉଦ୍ୟମ କରୁଥିଲେ?ତାଙ୍କର ଅର୍ଚନଙ୍କ ସହ କଣ ସମ୍ପର୍କ ରହିଥାଇ ପାରେ?ଏହିପରି ଦିନକୁ ଦିନ ଅର୍ଚ୍ଚନା ନାଗ ମାମଲା ବିଭିନ୍ନ ପ୍ରକାର ମୋଡ଼ ନବlରେ ଲାଗିଛି।ସେ ବ୍ୟାଙ୍କ କର୍ମଚାରୀ ଗଣ ମାଧ୍ୟମକୁ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଛନ୍ତି।

ସେ କହିଛନ୍ତି କି ତାଙ୍କର କିଛି ପରସନାଲ କାମ ପାଇଁ ସେ ଆସିଥିଲେ।କିନ୍ତୁ ସେ ଅର୍ଚ୍ଚନା ନାଗଙ୍କୁ ଜାଣିନାହାନ୍ତି ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଏବେ ଜାଣିବାର କଥା ମୁହଁ ନ ଖୋଲି କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ଅର୍ଚ୍ଚନା। ସ୍ବାମୀ ସ୍ତ୍ରୀ କୁ ରିମାଣ୍ଡ ରେ ନେଇ କଉ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଥିଲା ଇଡି ?ବଡ଼ ବଡିଆଙ୍କ ସମ୍ପୁକ୍ତି ନେଇ କିଛି ତଥ୍ୟ ପାଇଛି କି ଇଡି ?କାହା ଛତ୍ର ଛାୟା ତଳେ ନାଗ ସାମ୍ରାଜ୍ୟ ବିସ୍ତାର ହେଇଥିଲା ସେମାନଙ୍କ ସୂଚନା ଖୁବ୍ ଜଲଦି ମିଳିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *