ବାହାଘର ପୁର୍ବରୁ ଶାରୀରିକ ସମ୍ପର୍କ ରଖୁଥିବା ଲୋକଙ୍କ ଜୀବନ ବର୍ବାଦ, ଏପରି କିଛି କହି ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି ଲୋକ

ଆଜିକାଲିର ସମାଜରେ ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଇଦେବା ଏକ ସାଧାରଣ କଥା ହୋଇଗଲାଣି। ପ୍ରତ୍ୟକଦିନ ଏହିପରି ପ୍ରେମ ଧୋକ୍କାକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ତେବେ ଆଜିକାଲିର ସମୟରେ ଚାଲୁଥିବା ପ୍ରେମର ମାମଲାକୁ ନେଇ ଏବେ ମିଡିଆ ମାଧ୍ୟମରେ ଲୋକ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଲୋକମାନେ କହୁଛନ୍ତି ଯେ ଆଜିକାଲି ଚାଲୁଥିବା ପ୍ରେମରେ କୌଣସି ଶୁଦ୍ଧତା ଆଉ ନାହିଁ। ଆଜିର ସମୟରେ ପ୍ରେମର ଅର୍ଥ କେବେଳ ଶାରୀରିକ ସମ୍ପର୍କ। ଦୁଇ ପ୍ରେମୀ ଭଲ ପାଇବାର ଗୋଟେ ମାସ ବି ପୂରଣ ନହେବା ଆଗରୁ ପରସ୍ପର ଉପରକୁ ଝାମ୍ପି ପଡୁଛନ୍ତି।

କିନ୍ତୁ ଶାରୀରିକ ସମ୍ପର୍କ ରଖିବା ପରେ ଅନେକ କ୍ଷେତ୍ରରେ ଅଧିକାଂଶ ପ୍ରେମ ସମ୍ପର୍କ ଭାଙ୍ଗିଯାଏ। ଆଜିକାଲିର ସମୟରେ ଯାହା ଘଟୁଛି ସେଥିରେ ବାପା-ମାଆ ମଧ୍ୟ ବାଧ୍ୟ ହୋଇ ଚୁପ ରହୁଛନ୍ତି। କାରଣ ଯଦି ସେ କିଛି କହିବେ ତେବେ ହୁଏତ ତାଙ୍କ ପୁଅ କିମ୍ବା ଝିଅ କିଛି ଭୁଲ କାମ କରି ବସିବେ।

ପୂର୍ବ ସମୟରେ ଝିଅ ମାନଙ୍କୁ ଦେଖିଲେ ଅନେକ ଲୋକଙ୍କ ମନରେ ଆସେ ଯେ ଝିଅ ମାନେ ହେଉଛନ୍ତି ଶାନ୍ତସରଳ, ଭଦ୍ର। କିନ୍ତୁ ଆଜିକାଲିର ଝିଅମାନଙ୍କ ବ୍ୟବହାର ଏବଂ ଷ୍ଟାଇଲ ଦେଖିଲେ ଆପଣଙ୍କୁ ଅନୁଭବ ହେବ ଯେ ଏମାନେ ସବୁ ଖରାପ ଏବଂ ଅଭଦ୍ର ପ୍ରକୃତିର ଝିଅ। ଏମାନଙ୍କ ଠାରେ କୌଣସି ଶୁଦ୍ଧତା ନାହିଁ।

 

ବାହାଘର ପୂର୍ବରୁ ହିଁ ଅଧିକାଂଶ ଝିଅ ନିଜ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖି ପେଟରେ ଛୁଆ ଧରି ବୁଲୁଛନ୍ତି ଏବଂ ସେହି ଛୁଆକୁ ବଦନାମ ଭୟରେ ଗର୍ଭପାତ କରିଦେଉଛନ୍ତି। ବାପା-ମାଆ ପାଠ ପଢିବା ପାଇଁ ନିଜ ପୁଅକୁ କିମ୍ବା ଝିଅକୁ ସହରକୁ ଛାଡ଼ିଥାନ୍ତି। କିନ୍ତୁ ଏହି ପୁଅ କିମ୍ବା ଝିଅମାନେ ପାଠ ପଢିବା ବଦଳରେ ଆଉ ସବୁକିଛି କରନ୍ତି। ପ୍ରେମ କରି ଲିଭିଙ୍ଗ ରିଲେସନସିପ୍ ରେ ରହୁଛନ୍ତି ଏବଂ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖି ନିଜ ଜୀବନ ବର୍ବାଦ କରୁଛନ୍ତି।

Leave a Reply

Your email address will not be published. Required fields are marked *