ପରକୀୟା ପ୍ରୀତି ବେଆଇନ ନୁହେଁ । ମନ୍ତ୍ରୀ ଟଙ୍କା ଦେଇ ଯାଇଥିଲେ ତେଣୁ କିଛି ହେବନି….

ଫେସବୁକରୁ ଆରମ୍ଭକରି ୟୁଟ୍ୟୁବ ପର୍ଯ୍ୟନ୍ତ ଏବେ ସବୁ ସୋସିଆଲ ମିଡିଆରେ କେବଳ ଗୋଟିଏ କଥା ହିଁ ଚର୍ଚ୍ଚା ଚାଲିଛି । ସେ ହେଉଛନ୍ତି ସେ-କ୍ସ୍ ରାକେଟର ଲେଡି ବ୍ଳାକମେଲର ଅର୍ଚନା ନାଗ । ପ୍ରଯୋଜକ ଅକ୍ଷୟ ପରିଜାଙ୍କଠାରୁ ଟଙ୍କା ପାଇଁ ଜଣେ ଦେହଜୀବୀ ଦ୍ବାରା ଜାଲ ବିଛେଇଥିଲା ଅର୍ଚନା । କିନ୍ତୁ ଦେହଜୀବୀ ଜଣକ ପୋଲିସ ହାତରେ ଧରାପଡିବା ପରେ ଅର୍ଚନାଙ୍କ ସବୁ ସତ ଜଣାପଡି‌ ଯାଇଥିଲା । ଆହୁରି ମଧ୍ୟ ତାଙ୍କ ନାଗଫାଶରେ ପଡ଼ିଛନ୍ତି ବହୁ ପ୍ରତିଭାଶାଳୀ ବ୍ୟକ୍ତି ।ଏବେ ତାଙ୍କ ସମ୍ପର୍କରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ।

ତଦନ୍ତ ଯେତିକି ଆଗକୁ ବଢୁଛି ଅର୍ଚ୍ଚନାଙ୍କ ହାଇ ଫୋରଫ୍ରାଇଲର ଲିଙ୍କ୍ ସେମିତି ଖୋଲିବାରେ ଲାଗିଛି ।ଏହାକୁ ନେଇ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ ସବୁ ବଡ଼ ବଡ଼ ଘଟଣାରେ ବଡ଼ ଲୋକମାନେ ହିଁ ସଂପୃକ୍ତ ଥାନ୍ତି । ପୋଲିସ ଏବେ ତାର ଇନଭେଷ୍ଟିଗେସନ କରୁଛି । ଯଉ ପ୍ରକିୟା ପୋଲିସ ଯେତେବେଳେ ଯାହାକୁ ଚାହୁଁଛି ଉଠେଇ ନେଇ ଆରେଷ୍ଟ କରୁଛି । ଏବେ ଯେଉଁ ଘଟଣା ଘଟିଛି ସେମାନେ ଏସପି ହୁଅନ୍ତୁ କିମ୍ବା ଏମଏଏଲ ହୁଅନ୍ତୁ କିମ୍ବା ସେ ଯିଏବି ହୁଅନ୍ତୁ ଏଥିରେ ଯେଉଁ ବଡ ବଡ ଲୋକମାନେ ସଂପୃକ୍ତ ଅଛନ୍ତି ।

ଏ କେସରେ ସେମାନଙ୍କର କିଛି ଦୋଷ ନାହିଁ କାରଣ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ପରକୀୟା ପ୍ରୀତି ଅପରାଧ ନୁହେଁ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଓକିଲ ବ୍ୟୋମକେଶ ତ୍ରିପାଠୀ ନିଜର ମନ୍ତବ୍ୟ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଏଠି କେହି ଗୋଟେ ଭଦ୍ରଲୋକ ଅଛନ୍ତି କି ଆଜ୍ଞା । ଏଇମାନେ ଖାଲି ମନ୍ତ୍ରୀ ଯାଇ କରି ପକେଇଲେ । ତେଣୁ ଏମାନେ ଯେହେତୁ ସେଲିବ୍ରିଟି ସେଥିପାଇଁ ସେମାନଙ୍କ ନାଆଁ ଟା ଆଲୋଚନା ପ୍ରସଙ୍ଗକୁ ଆସୁଛି ।

ଜଣେ ପରକ୍ରୀୟା ପ୍ରୀତି କୌଣସି ପ୍ରକାର ବେଆଇନ୍ କାର୍ଯ୍ୟ ନୁହେଁ ଏହାକୁ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି । ଆଉ ଆପଣ କଣ ସୁପ୍ରିମକୋର୍ଟ ଉପରେ ତେଣୁ କିଛି ହେବନି । କୌଣସି ଗୋଟେ ନେତାଙ୍କ ନାମ ଆସିଗଲା କି ଗୋଟେ ଅଫିସରଙ୍କ ନାଆଁ ପଳେଇ ଆସିଲା କିମ୍ଵା ଜଣେ ବରିଷ୍ଟ ସାମ୍ବାଦିକଙ୍କ ନାଁ ପଳେଇ ଆସିଲା ତାହା କିଛି ଗୋଟେ ବିରାଟ ଅପରାଧ ନୁହେଁ ।

ଏଇ ଦୁନିଆରେ କେହି ଗୋଟେ ଭଦ୍ରଲୋକ ଅଛନ୍ତି ଯେ କେବଳ ମନ୍ତ୍ରୀ ଯାଇ ସବୁ କରି ପକାଇଲେ । ସେଲିବ୍ରିଟି ବୋଲି ମିଡ଼ିଆରେ ଗୋଟେ ହୋ ହାଲ୍ଲା କରିକି ଜଣାଉଛନ୍ତି । କିନ୍ତୁ ଲିଗାଲି ତାଙ୍କର କେହି କିଛି କରିପାରିବେନି । କାରଣ ୪୯୭ କେଶ ହେଉଛି ଲିଗାଲ

Leave a Reply

Your email address will not be published. Required fields are marked *