ଲିଭ୍ ଇନ୍ ରିଲେସନସିପ ସମ୍ପର୍କ ରେ କିଛି କଥା କହିଛନ୍ତି ମିଷ୍ଟର ଗଜପତି।

ପାଠକ ଗଣ ଆପଣ ମାନେ ଏବେ ଯେଉଁ ଟ୍ରେଣ୍ଡରେ ଚାଲିଛି ଲିଭ୍-ଇନ୍-ରିଲେସନସିପ୍ ସ-ମ୍ପର୍କ ରେ ଜାଣିଥିବେ ତ।ଏବେ ପୁଅ ଝିଅ ମାନେ ବାହାଘର ପୂର୍ବରୁ ସାଙ୍ଗରେ ରହୁଛନ୍ତି।ଏହାକୁ ସୁପ୍ରିମ କୋର୍ଟ ଠିକ୍ ବୋଲି ମଧ୍ୟ ଘୋଷଣା କରିଛନ୍ତି।ହେଲେ ବର୍ତ୍ତମାନ ଏହି ଲିଭ୍-ଇନ୍- ରିଲେସନସିପରେ ରହୁଥିବା ପୁଅ ଝିଅ ମାନଙ୍କ ମଧ୍ୟରେ କେଉଁଠି ପୁଅ ଝିଅକୁ ଛାଡ଼ିଦେଉଛି ତ ଝିଅ ପୁଅକୁ ଛାଡ଼ି ଦେଉଛି।ତେବେ ଏହି ଲିଭ୍-ଇନ୍-ରିଲେସନସିପ୍ ବିଷୟରେ କିଛି କଥା କହିଛନ୍ତି ମିଷ୍ଟର ଗଜପତି।ସେ କହିଛନ୍ତି ଯେ ଏହି ଟ୍ରେଣ୍ଡ୍ ଟି ବାହାରୁ ଆସିଛି।

 

ଆଗରୁ ଏହା ଇଣ୍ଡିଆର ଦିଲ୍ଲୀ ମୁମ୍ବାଇ ଆଡ଼େ ହେଉଥିଲା କିନ୍ତୁ ଏହା ଏବେ ଓଡ଼ିଶାକୁ ଆସିଲାଣି।ଆମ୍ଭ ଭାରତ ସରକାର ଏହାକୁ ବନ୍ଦ କରିବା ଉଚିତ୍।ଇଣ୍ଡୋନେସିଆରେ ଯେପରି ଆଇନ୍ କରିଦେଇଛନ୍ତି କି ବାହାଘର ପୂର୍ବରୁ ପୁଅ ଝିଅ ସମ୍ପର୍କ ରଖିପାରିବେ ନାହିଁ,ସେହିପରି ଆଇ-ନ୍ ଭାରତ ରେ କରିଦେବା ଆବଶ୍ୟକ।ଏହି ଯେଉଁ ଗୋଟେ ଘଟ-ଣାଟି ହୋଇଥିଲା

ଯେଉଁଠି ଗୋଟେ ପୁଅ ଝିଅ ଲିଭ୍-ଇନ୍- ରିଲେସନସିପରେ ରହୁଥିଲେ।ପରେ ପୁଅଟି ଝିଅଟିକୁ ମା-ରି ତାକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା।ଏସବୁ ଲିଭ୍-ଇନ୍-ରିଲେସନସିପ୍ ରେ ରହିବା ଯୋଗୁଁ ହେଉଛି।ଆଉ ଆଜି କାଲି ଛୋଟ ଛୋଟ ଛୁଆ ମାନେ ବେଶି OYO ଯାଉଛନ୍ତି।ସେ ଆହୁରି କହିଲେ ଆପଣ ମାନେ ଦେଖିଲେ ଜାଣିପାରିବେ ଯେ ୧୩-୧୪ ବର୍ଷ ର ଛୁଆ ମନେ ସବୁ ସେ-କ୍ସ ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି।

ବାପା ମାଙ୍କ ଇଚ୍ଛା ରେ ବାହା ହୋଇ ଯଦି ପରେ ସବୁ କିଛି ହୁଅନ୍ତା ତେବେ ଏହି ସବୁ ଘ-ଟଣା ହୁଅନ୍ତା ନାହିଁ।ଲିଭ୍-ଇନ୍-ରିଲେସନସିପ୍ ରେ ଯେଉଁମାନେ ରହୁଛନ୍ତି ସେମାନଙ୍କର କଣ ଗ୍ୟାରେଣ୍ଟି ଅଛି ଯେ ସେମାନେ ପରସ୍ପରକୁ ବିବାହ କରିବେ ବୋଲି।ସେମାନେ କଣ ପେପରରେ ଦସ୍ତଖତ କରୁଛନ୍ତି ନା କଣ।ଲିଭ୍-ଇନ୍-ରିଲେସନସିପ୍ ଠୁ ଭଲ ବେ-ଶ୍ୟା ହୋଇଯାଅ।କାରଣ ଏହି ଦୁଇ କଥା ମଧ୍ୟରେ କୌଣସି ଫରକ ନାହିଁ ବୋଲି କହିଛନ୍ତି ମିଷ୍ଟର ଗଜପତି।

Leave a Reply

Your email address will not be published. Required fields are marked *