କାରରୁ ନବଜାତ ଶିଶୁକୁ ଫିଙ୍ଗିଦେଇ ମାଆ ସହ ଦୁ-ଷ୍କର୍ମ କଲେ ଦୁର୍ବୁତ୍ତ, ଶିଶୁଟିର ଘଟ-ଣା ସ୍ଥଳରେ ହୋଇଗଲା ମୃ-ତ୍ୟୁ

ଗାଡି ଭିତରେ ମାଆକୁ ଦୁ-ଷ୍କର୍ମ କଲେ। 10 ମାସର ଛୁଆକୁ କୋଳରୁ ଛଡାଇ ବାହାରକୁ ଫିଙ୍ଗିଦେଲେ। ମହିଳା ଜଣକ ଚି-ତ୍କାର କରି ଚାଲିଥିଲେ। କିନ୍ତୁ ନର ରା-କ୍ଷାସ ମାନେ ନିର୍ଦ-ୟତାର ସୀମା ପାର୍ କରିଚାଲିଥିଲେ। ସମୟ ଥିଲା ସକାଳ ଭୋର 6.00। ମହିଳା ଜଣକ ଗାଡିକୁ ଅପେକ୍ଷା କରି ବସିରହିଥିଲେ।

ତେବେ ଗାଡି ଆସିବା ପରେ ସେଥିରେ ବସି ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ଯାଇଥିଲେ।କିନ୍ତୁ ରାସ୍ତା ମଝିରେ ରାକ୍ଷା-ସଙ୍କ କବଜାରେ ପଡିଯାଇଥିଲେ ଉକ୍ତ ମହିଳା ଜଣକ। ଦୁର୍ବୁ-ତ୍ତମାନେ ପ୍ରଥମେ ମହିଳାଙ୍କୁ ଦୁ-ଷ୍କର୍ମ କରିବାରେ ଲାଗିଲେ। କିନ୍ତୁ ମଝିରେ ପିଲାଟି ଜୋରରେ କା-ନ୍ଦିବା କାରଣରୁ ପିଲାଟିକୁ କାରରୁ ବାହାରକୁ ଫୋ-ପାଡ଼ି ଦେଇଥିଲେ।

ଏହାପରେ ବାର୍ ବାର୍ ଗଣ ଦୁଷ୍କ-ର୍ମର ଶି-କାର ହୋଇଥିଲେ ମହିଳା ଜଣକ। ଛୁଆଟିର ମଧ୍ୟ ଉକ୍ତ ସ୍ଥାନରେ ମୃ-ତ୍ୟୁ ହୋଇଯାଇଥିଲା। ତେବେ ଏହି ଲୋ-ମଟା-ଙ୍କୁରା ଘ-ଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘରେ। ମାଣ୍ଡଭି ଥା-ନାରେ ହୋଇଥିବା ଅଭି-ଯୋଗ ଅନୁସାରେ ଗତ ଶନିବାର ଦିନ ସକାଳୁ ଜଣେ ମହିଳା ନିଜ 10 ମାସର ଛୁଆ ସହ ପାସିଙ୍ଗ ଗାଡ଼ିରେ ଯିବା ପାଇଁ ରାସ୍ତା ଉପରେ ଅପେକ୍ଷା କରିଥିଲେ।

ଠିକ ଏତିକି ବେଳେ ଏକ ପାସିଙ୍ଗ କାର ଆସି ସେଠାରେ ଲାଗିଥିଲା। ଏହାପରେ ମହିଳା ଜଣକ ସେହି କାରରେ ବସି ଚାଲିଗଲେ। କାର ଭିତରରେ ଆଉ ଦୁଇ ଜଣ ମହିଳା ଏବଂ 3 ଜଣ ପୁରୁଷ ବସିଥିଲେ। ଦୁଇ ମହିଳା ଜଣକ ଅଧ ବାଟରେ ଓହ୍ଲାଇ ପଡିବା ପରେ ଅନ୍ୟ 3 ଜଣ ପୁରୁଷ ଏବଂ ଡ୍ରାଇଭର ଉକ୍ତ ମହିଳାଙ୍କୁ ଅସ-ଦାଆଚ-ରଣ କରିବା ଆରମ୍ଭ କଲେ।

ଏହାପରେ ପିଲାଟି କା-ନ୍ଦିବା କାରଣରୁ ପିଲାକୁ ବାହାରକୁ ଫିଙ୍ଗିଦେଇ ମହିଳାଙ୍କୁ ଦୁ-ଷ୍କର୍ମ କରିଥିଲେ। ମହିଳା ଜଣକ ଦୁ-ଷ୍କର୍ମ ହେବା ପାରେ ନିଜକୁ ବଞ୍ଚାଇବା ଲାଗି ଗାଡିରୁ ଡେଇଁ ପଡ଼ିଥିଲେ।ଯାହାଫଳରେ ସେ ଗୁରୁ-ତର ଆ-ହତ ହୋଇଥିଲେ। ତେବେ ଘଟ-ଣାକୁ ନେଇ ଥା-ନାରେ ଅଭି-ଯୋଗ ପରେ ପୋ-ଲିସ କାରକୁ ଏବଂ କାର ଡ୍ରାଇଭରକୁ ଧରିଥିବା ବେଳେ ଆଉ 3 ଜଣ ଅଭି-ଯୁକ୍ତ ଫେ-ରାର ଅଛନ୍ତି।

Leave a Reply

Your email address will not be published. Required fields are marked *