ପୂର୍ବରୁ କରାଯାଉଥିଲା ଅପ-ହରଣର ସନ୍ଦେହ କିନ୍ତୁ ଏବେ କୂଅରୁ ମିଳିଲା କାର, 4 ମୃ-ତ ଦେହ ଉ-ଦ୍ଧାର।

ଛତିଶଗଡ କାଙ୍କେରରୁ ପୂର୍ବରୁ ଶୁଣିବାକୁ ମିଳୁଥିବା ଅପ-ହରଣ ମାମ-ଲାର ହୋଇଛି ଏବେ ପ-ର୍ଦାଫା-ସ। ପ୍ରକୃତରେ ଅପ-ହରଣ ନୁହେଁ ହୋଇଥିଲା ଦୁର୍ଘ-ଟଣା। କୂଅ ଭିତରୁ ବାହାରିଲା କାର। କାର ଭିତରୁ ଉ-ଦ୍ଧାର କରାଗଲା 4 ମୃ-ତ ଦେହ। ଛତିଶଗଡରୁ ଫେରିବା ବେଳେ ଏହି ପରିବାର ଅପ-ହରଣର ଶି-କାର ହୋଇଛି ବୋଲି ସ-ନ୍ଦେହ କରାଯାଉଥିଲା।କିନ୍ତୁ ଏବେ ସତ୍ୟ ସାମ୍ନାକୁ ଆସିଯାଇଛି।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ ସୁପରଭାଇଜର ସପନ ସରକାର ଗତ 10 ତାରିଖରେ ଛତିଶଗଡର କାଙ୍କେରକୁ ଭୋଜି ଖାଇବା ପାଇଁ ଯାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସମ୍ପର୍କୀୟଙ୍କ ଘର କୋଣ୍ଡା ଗାଁକୁ ଫେରିବାର ସେ ଯୋଜନା କରିଥିଲେ।

କିନ୍ତୁ ବହୁତ ସମୟ ବିତିଯିବା ପରେ ମଧ୍ୟ କେହି ଘରକୁ ନଫେରିବାରୁ ପରିବାର ଲୋକ ଏବଂ ସମ୍ପ-ର୍କୀୟ ଲୋକମାନେ ବ୍ୟସ୍ତ ହୋଇ ଫୋନ ଲଗାଇଥିଲେ କିନ୍ତୁ ଫୋନ ମଧ୍ୟ ସୁଇଚ ଅଫ ଦେଖାଇଲା। ଏହାପରେ ପରିବାର ଲୋକ ନି-ଖୋଜ ଅଭି-ଯୋଗ ସ୍ଥାନୀୟ ଥା-ନାରେ ଦାୟର କରିଥିଲେ।

ଅଭି-ଯୋଗ ଆଧା-ରରେ ପୋ-ଲିସ ତ-ଦନ୍ତ ଆରମ୍ଭ କରିଥିବା ବେଳେ ଆଜି ରାସ୍ତାକଡରେ ଥିବା ଏକ କୂଅ ଭିତରୁ କାରକୁ ଉ-ଦ୍ଧାର କରିଛି । ତେବେ କୂଅ ଭିତରକୁ କାର କିପରି ଗଲା ସେ ବିଷୟରେ ଆଲୋଚନା କରାଯାଉଥିବା ବେଳେ କାରଟିର ଟାୟାର ଫାଟିଯିବାରୁ କୂଅ ଭିତରେ ପଶିଯାଇଥିବା ନେଇ ଅନୁମାନ କରାଯାଉଛି। ତେବେ ଏହାପରେ ପୋ-ଲିସ କାରକୁ ଉ-ଦ୍ଧାର କରିଥିବା ବେଳେ ତା ଭିତରେ ପରିବାରର 4ଜଣ ସଦସ୍ୟଙ୍କ ମୃ-ତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *