ସମ୍ପତି ଲୋଭରେ ନିଜ ମାଆକୁ ମା-ରିଲା ପୁଅ, ନଦୀରେ ଫିଙ୍ଗିଦେଲା ମୃ-ତଦେହ।:-

ଅଭିନୟ ଜଗତରୁ ଶୁଣିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘ-ଟଣା। ବରିଷ୍ଠ ଟିଭି ଅଭ‌ିନେତ୍ରୀ ବୀଣା କପୁରଙ୍କୁ ସମ୍ପତି ଲୋଭରେ ନିଜ ପୁଅ କରିଛି ହ-ତ୍ୟା। ତେବେ ଅଭିନେତ୍ରୀଙ୍କ 43 ବର୍ଷୀୟ ପୁଅ ସଚିନ କପୁର ପୁ-ଲିସ ଆଗରେ ନିଜ ଅପ-ରାଧ ସ୍ବୀକାର କରିଛନ୍ତି। ତେବେ ପୁଅଟି ନିଜ ମାଆକୁ ଏକ ବେସବଲ୍‌ ବ୍ୟାଟ୍‌ରେ ପି-ଟିପି-ଟି ମାରି-ବାପରେ ମୃ-ତଦେ-ହକୁ ନେଇ ନଦୀରେ ଫୋପାଡ଼ି ଦେଇଥିଲା।

ତେବେ ସୂଚନା ଅନୁସାରେ ଅଭିନେତ୍ରୀ ବୀଣା କପୁରଙ୍କ ଦୁଇଟି ପୁଅ। ତାଙ୍କୁ ହ-ତ୍ୟା କରିଥିବା ସାନ ପୁଅ ସଚିନ ଦୀର୍ଘ ଦିନ ହେବ ବେରୋଜଗାର ଥିଲେ। ସେ ନିଜ ମାଆଙ୍କ ସହ ଜୁହୁ ସ୍ଥିତ ଏକ ସୋସାଇଟିରେ ଚାରି ବେଡ୍‌ରୁମ୍ ଥିବା ଫ୍ଲାଟ୍‌ରେ ରହୁଥିଲେ। ସେପଟେ ଅଭିନେତ୍ରୀଙ୍କ ବଡ ପୁଅ ଆମେରିକାରେ ରୁହନ୍ତି। ସେ ପେଶାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି।

କୋଟି କୋଟି ଟଙ୍କାର ଫ୍ଲାଟକୁ ନେଇ ସାନ ପୁଅ ଏବଂ ମାଆ ମଧ୍ୟରେ ବହୁ ଦିନ ଧରି ବି-ବାଦ ଲାଗିରହିଥିଲା। ମାମଲାଟି କୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଁଞ୍ଚି ଯାଇଥିଲା। ତେବେ ବୀଣା କପୁର ଯେତେବେଳେ ପୁଅର କଥା ମାନି ନଥିଲେ ସେତେବେଳେ ପୁଅ ବାଧ୍ୟ ହୋଇ ତାଙ୍କୁ ହ-ତ୍ୟା କରିଥିଲା।

ତେବେ ଏହାପରେ ବଡ ପୁଅ ହିଁ ମାଆ ନି-ଖୋଜ ଥିବା ନେଇ ପୁଲି-ସରେ ଅଭି-ଯୋଗ କରିଥିଲେ। କାରଣ ଅନେକ ଦିନ ହେବ ମାଆ ତାଙ୍କ ଫୋନ୍‌ର ଉତ୍ତର ଦେଉନଥିଲେ। ଏହାପରେ ସେ ଘରର ସିକ୍ୟୁରିଟି ଗାର୍ଡଙ୍କୁ ପଚାରିବା ପରେ ବୀଣା ଘରେ ନଥିବା ଜଣାପଡିଥିଲା। ଅଭି-ଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପଚ-ରାଉ-ଚରା ପରେ ତାଙ୍କୁ ହ-ତ୍ୟା କରାଯାଇଥିବା ନେଇ ଖୁଲାସା ହୋଇଥିଲା।

ତେବେ ଏହି ଘଟ-ଣାରେ ପୁ-ଲିସ ଅଭି-ଯୁକ୍ତ ପୁଅକୁ ଗି-ରଫ କରିବା ସହ ଘରର ଚାକରକୁ ମଧ୍ୟ ଗି-ରଫ କରିଛି। ଏହି ଘ-ଟଣା ପରେ ବଲିଉଡ ଅଭିନେତ୍ରୀ ନୀଲୁ କୋହଲି ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଛନ୍ତି। ପୋଷ୍ଟ ଜରିଆରେ ସେ ବୀଣା କପୁରଙ୍କ ମୃ-ତ୍ୟୁକୁ ନେଇ ଦୁଃ-ଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *