ବୋହୂକୁ ନେଇ ଫେରାର ହୋଇଗଲା ଶଶୁର, ସ୍ତ୍ରୀକୁ ଝୁରି ଝୁରି ପୁଅ କଲା ଆ-ତ୍ମହ-ତ୍ୟା।:-

ଆମ ସମାଜରେ ବାପ-ପୁଅ, ସ୍ୱାମୀ- ସ୍ତ୍ରୀ, ଭାଇ-ଭଉଣୀ, ଶ୍ୱଶୁର-ବୋହୁ ଆଦି ସମ୍ପର୍କ ଅତ୍ୟନ୍ତ ପବିତ୍ର ସ-ମ୍ପର୍କ ଅଟେ। ମାତ୍ର ସମ୍ପ-ର୍କ ମର୍ଯ୍ୟାଦାକୁ ଭୁଲ ଯଦି କେହି ଏପରି ସ-ମ୍ପର୍କରେ ଦାଗ ଲଗାନ୍ତି ତେବେ ଏହାର କୁପ୍ରଭାବ ସମାଜ ଉପରେ ମଧ୍ୟ ପଡିଥାଏ।

ତେବେ ଏହି ପରି ଏକ ଖରାପ ସ-ମ୍ପର୍କ ଦେବଗଡ ଜିଲ୍ଲା ବାରକୋଟ ଥା-ନା ଅନ୍ତର୍ଗତ ସଇଡା ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ଶଶୁର ରଖିଛି ନିଜ ବୋହୁ ସହ ଖରାପ ସ-ମ୍ପର୍କ। ନିଜ ପ୍ରେମ ଜାଲରେ ଫସାଇ ବୋହୂକୁ ନେଇ ଫେ-ରାର ହୋଇଯାଇଛି ଶଶୁର। ଶେଷକୁ ନିଜ ସ୍ତ୍ରୀ ଏବଂ ପିଲାକୁ ଝୁରି ଝୁରି ଆ-ତ୍ମହ-ତ୍ୟା କଲା ପୁଅ।

ଯୁବକଙ୍କ ମୃ-ତଦେହ ଏବେ ଗାଁ ନିକଟସ୍ଥ ଜଙ୍ଗଲରୁ ମିଳିଛି। ତେବେ ଯୁବକଙ୍କ ମୃ-ତ୍ୟୁକୁ ନେଇ ପରିବାର ଲୋକ ଏବଂ ଗାଁ ଲୋକମାନେ ତାଙ୍କ ବାପାଙ୍କ ସହ ବୋହୁର ଖରାପ ସମ୍ପ-ର୍କକୁ ଦାୟୀ କରିଛନ୍ତି। ଯୁବକ ଜଣକ ହେଉଛନ୍ତି 25 ବର୍ଷୀୟ ସଞ୍ଜୟ ମୁଣ୍ଡା।

ତେବେ ସୂଚନା ଅନୁସାରେ ଦେବଗଡ ଜିଲ୍ଲା ବାରକୋଟ ଥା-ନା ଅନ୍ତର୍ଗତ ସଇଡା ଗ୍ରାମରେ ସଞ୍ଜୟ ମୁଣ୍ଡା ନାମକ ଜଣେ ଯୁବକ ବିବାହ କରିଥିବା ବେଳେ ନିଜ ସ୍ତ୍ରୀ ପେଚ ମୁଣ୍ଡା ଏବଂ ତିନି ବର୍ଷର ଛୋଟ ଝିଅ ସହ ଖୁସିରେ ରହୁଥିଲେ। ବର୍ଷେ ତଳେ ସଞ୍ଜୟଙ୍କ ମାଆଙ୍କ ମୃ-ତ୍ୟୁ ଘଟିଥିଲା।

ଏହାପରେ ବାପା ବନମାଳୀ ନିଜ ପୁଅ ସହ ରହିବାକୁ ଚାଲିଆସିଥିଲେ। ଏହାରି ଭିତରେ ବନମାଳୀ ଏବଂ ସ୍ତ୍ରୀ ପେଚ ମୁଣ୍ଡାଙ୍କ ଭିତରେ ଖରାପ ସ-ମ୍ପର୍କ ଗଢି ଉଠିଥିଲା। ଏହାପରେ ଶ୍ୱଶୁର ନିଜ ବୋହୁ ଏବଂ ଛୋଟ ଝିଅକୁ ନେଇ ଘରୁ ଫେ-ରାର ହୋଇଯାଇଥିଲେ।

ଉଭୟ ବାପା ଏବଂ ସ୍ତ୍ରୀଙ୍କୁ ଖୋଜାଖୋଜି କରି ଶେଷକୁ କାହାର ପତ୍ତା ନ ମିଳିବାରୁ ସଞ୍ଜୟ ସ୍ଥାନୀୟ ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ। ସ୍ତ୍ରୀ ଏବଂ ଛୋଟ ଝିଅ ପଳାଇବା କାରଣରୁ ସଞ୍ଜୟ ମାନସିକ ସ୍ତରରୁ ଦୁର୍ବଳ ହୋଇ ପଡିଥିଲେ। ତେବେ ଡିସେମ୍ବର 5 ତାରିଖ ସୋମବାର ଦିନ ଘରୁ ସଞ୍ଜୟ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ।

ତିନିଦିନ ପରେ ତାଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଉ-ଦ୍ଧାର କରାଯାଇଥିଲା। ମୃ-ତଦେ-ହ ନିକଟରୁ ବି-ଷ ବୋତଲ ମିଳିଥିବାରୁ ଗାଁ ଲୋକ ଏବଂ ପରିବାର ଲୋକ କହିଥିଲେ ଯେ ସେ ଅପ-ମାନ ସହି ନପାରି ବିଷ ପିଇ ଆ-ତ୍ମହ-ତ୍ୟା କରିଛନ୍ତି।ଗାଁର ଲୋକମାନେ ଯୁବକଙ୍କ ଶ-ବକୁ ଅନ୍ତି-ମସଂ-ସ୍କାର କରିଥିବା ବେଳେ ଗାଁରେ ଏବେ ଶୋ-କର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *