ଆପଣ ମାଳିସାହିରେ ଥିବା ଝିଅ ମାନଙ୍କ ଠାରୁ ବି ହୀନ।

ବର୍ତ୍ତମାନ୍ ସମୟରେ ଜୋର୍ ସୋର ଚର୍ଚ୍ଚା ଚାଲିଥିବା ବିଷୟ ହେଉଛି ଆମ ସମାଜର ଭଦ୍ରା ମୁଖା ତଳେ ଲୁ-ଚି ରହିଥିବା ବଡ଼ ବଡ଼ ଲୋକଙ୍କ କଳା କାରନାମା ଏବେ ଧୀରେ ଧୀରେ ଗୋଟେ ପରେ ଗୋଟେ ଲୋକଙ୍କ ସାମ୍ନାକୁ ଆସିଛି ଏବଂ କେଉଁ ମାନେ ଏଥିରେ ସାମିଲ୍ ହୋଇଛନ୍ତି ସେ ସବୁ ମଧ୍ୟ ଧୀରେ ଧୀରେ ଲୋକଲୋଚନକୁ ଆସୁଛି। କିଛି ଦିନ ତଳେ ଅର୍ଚ୍ଚନା ନାଗ ଙ୍କ ବିଷୟରେ ଆଲୋଚନା ହେଉଥିଲା ଯେ ସିଏ ସମସ୍ତଙ୍କୁ ନିଜ ସୌନ୍ଦର୍ଯ୍ୟ ଜା-ଲରେ ଫସାଇ ରାଜନେତା ,କଳାକାର ଏବଂ ଶିଳ୍ପପତିଙ୍କୁ ଫସାଇ ତାଙ୍କୁ ବ୍ଲା-କମେ-ଲ କରି ତାଙ୍କ ଠାରୁ ଅନେକ ପ୍ରକାରର ଉପହାର ନେଇଥିଲେ,କିନ୍ତୁ ଅର୍ଚ୍ଚନା ସେମାନଙ୍କ ନାମ ନେଇନଥିଲେ।

ଯାହାଦ୍ଵାରା ଏହା ଇଡି କର୍ତୁପକ୍ଷ ଙ୍କ ପାଖରେ ପହଞ୍ଚିଥିଲା ଏବଂ ଏହି ଘଟ-ଣାକୁ ଇଡି ପରିଚାଳନା କରୁଛନ୍ତି ଯାହାଦ୍ଵାରା ସତ କଣ ତାହା ସମସ୍ତଙ୍କ ଆଗକୁ ଧୀରେ ଧୀରେ ଆସୁଛି।ଏନେଇ ଜଣେ ମହିଳା ନିଜ।ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି କି ଯଦି ନିଜର ମୁହଁ ଖୋଲିଲେ ସାରା ଓଡ଼ିଶା ଦୋହଲିଯିବ।ତାହେଲେ ଆପଣ ମୁହଁ ଖୋଲନ୍ତୁ ଆମେବି ଦେଖିବାକୁ ଚାହୁଁଛି କି ଏହି ଘଟଣା ରେ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ କେଉଁ ମାନଙ୍କ ଭଦ୍ର ମୁଖା ଖୋଲିବାକୁ ଯାଉଛନ୍ତି। ଆପଣ ମୁହଁ ଖୋଲିଲେ ଓଡିଶା ଦୋହୋଲିବ ନା ଆପଣ ଆହୁରି ଅସୁବିଧାରେ ପଡ଼ିବେ ତାହା ବୋଧହୁଏ ଆପଣ ଜାଣିପାରୁନାହାନ୍ତି।

ସେ କହୁଥିଲେ କି ତାଙ୍କୁ ଥା-ନାରେ ୬୦ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା କିନ୍ତୁ ଏହା ଶୁଣି ପ୍ରତିଉତ୍ତରରେ ମହିଳା ଜଣକ କହିଛନ୍ତି ଯେ ତାଙ୍କ ମୁହଁ, ତାଙ୍କ ହେୟର ଷ୍ଟାଇଲ ରୁ କିଛି ଏମିତି ଜଣାପଡିନାହିଁ ଯେ ସିଏ ଜେଲରେ ଦୁଃ-ଖରେ ରହିଥିଲେ ।ମହିଳା ଜଣଙ୍କ କହୁଛନ୍ତି ଯେ ଆମେ ଏତେ କାର୍ଯ୍ୟ କରିବା ପରେ ଆମେ ଆମକୁ ସମୟ ଦେଇପରୁନେ କିନ୍ତୁ ସେ ଜେ-ଲରେ ରହିବା ପରେ ଏତେ ସୁବିଧା ତାଙ୍କୁ କେମିତି ମିଳିପାରୁଛି।ଆପଣ ଏବେ ଏହା ଭାବନ୍ତୁ ଯେ ଜେ-ଲ ମଧ୍ୟକୁ ସଜ ହେବା ଜିନିଷ ଭିତରକୁ ଗଲା କିପରି ଏବଂ ତାଙ୍କୁ ସେସବୁ ଦେଲା କିଏ।ଏହା ପରେ ମନେହେଉ ନାହିଁ ଯେ ସିଆ ଜେ-ଲ ରେ ଦୁଃ-ଖରେ ଥିବେ ।ଅର୍ଚ୍ଚନା ପ୍ରତ୍ୟେକ କଥାରେ କହିଥିଲେ ଯେ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି।

ଯଦି ତାଙ୍କ ପାଖରେ ଜଥେଷ୍ଟ ପ୍ରମାଣ ଅଛି ତାହେଲେ ସେ ମିଡିଆ ଆଗରେ କହିନାହାନ୍ତି କଣ ପାଇଁ ,କଣ ପାଇଁ ଇଡି ର ସାହାଯ୍ୟ କୁ ଚାହିଁଛନ୍ତି।ଯେ ବୋଧେ ଜାଣିପାରୁନାହାଁନ୍ତି ସେ ମୁହଁ ଖୋଲିଲେ ପ୍ରଥମେ ନିଜେ ଅଡ଼ୁଆରେ ପଡ଼ିବେ। ଅର୍ଚ୍ଚନା କହୁଥିଲେ ଯେ ତାଙ୍କ ସହ ଆତ-ଙ୍କବାଦୀ ଭଳି ଆଚରଣ କରାଯାଉଛି ,ଏହି କଥାର ପ୍ରତିବାଦରେ ମହିଳା ଜଣକ କହିଛନ୍ତି ଯେ ସେ ଯେଉଁଭଳି ଜ-ଘନ୍ୟ କା-ଣ୍ଡ ଘଟାଇଛନ୍ତି

ତାହା ବଦଳରେ ଏହା କିଛି ନୁହେଁ ବରଂ ତାଙ୍କ ମୁହଁ କାନ ପାଇଁ ଖୋଲା ରଖିଛନ୍ତି ବରଂ ତାଙ୍କ ମୁହଁକୁ କଲା କନାରେ ବନ୍ଦ କରିଦେବା ଉଚିତ୍।ତାଙ୍କୁ କାହିଁକି ବେ-ଲ ମିଳିଛି ।ସେ ବେ-ଲ୍ରୁ ଆସିବା ପରେ କଣ ଆଉଥରେ ସେହି କାର୍ଯ୍ୟ ର କଣ ପୁନରାବୃତ୍ତି କରିବେ କି ବୋଲି ମିଡିଆ ଆଗରେ ସେହି ମହିଳା ଜଣକ ପ୍ରଶ୍ନ ରଖିଛନ୍ତି ଏବଂ କହିଛନ୍ତି ଯେ ଅର୍ଚନଙ୍କୁ ବେଲ ଦିଆଯିବ ବିଷୟରେ ସରକାର ଆଉଥରେ ଭଲଭାବରେ ଆଲୋଚନା କରି ପଦକ୍ଷେପ ନିଅନ୍ତୁ।

Leave a Reply

Your email address will not be published. Required fields are marked *