ବୋହୂକୁ ନେଇ ଶଶୁର ହୋଇଗଲା ଫେ-ରାର, ଶେଷକୁ ପୁଅ କଲା ଆ-ତ୍ମହ-ତ୍ୟା

ଆଜିକାଲିର ସମାଜରେ ସମ୍ପର୍କର ଅର୍ଥ ଆଉ କେହି ବୁଝୁନାହାନ୍ତି। ସ୍ୱାମୀ- ସ୍ତ୍ରୀ, ଭାଇ- ଭଉଣୀର ସମ୍ପ-ର୍କକୁ ମଧ୍ୟ ଲୋକ କଳଙ୍କିତ କରୁଥିବା ବେଳେ ଆଜି ଶୁଣିବାକୁ ମିଳିଛି ସେହିପରି ଏକ ଲ-ଜ୍ଜ୍ୟାଜ-ନକ ମା-ମଲା। ଯେଉଁଠାରେ ଶଶୁର ରଖିଛି ନିଜ ବୋହୁ ସହ ସମ୍ପର୍କ। ବୋହୁଟିକୁ ନିଜ ପ୍ରେମ ଜା-ଲରେ ଫ-ସାଇ ଫେ-ରାର ହୋଇଯାଇଛି ଶଶୁର। ନିଜ ବାପାର ଏପରି କାର୍ଯ୍ୟକୁ ଆଉ ସହ୍ୟ ନକରି ପରି ଆ-ତ୍ମହ-ତ୍ୟା କଲା ପୁଅ। ପୁଅର ନାମ ସଞ୍ଜୟ ମୁଣ୍ଡା।

ତେବେ ଏହି ଘଟ-ଣାଟି ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ। ସୂଚନା ଅନୁସାରେ ଏହି ଗ୍ରାମରେ ସଞ୍ଜୟ ମୁଣ୍ଡା ନାମକ ଜଣେ 25 ବର୍ଷୀୟ ବିବାହିତ ଯୁବକଙ୍କ ମୃ-ତଦେ-ହ ଗାଁ ନିକଟସ୍ଥ ଜଙ୍ଗଲରୁ ମିଳିଥିଲା। ତେବେ ଯୁବକଙ୍କ ମୃ-ତ୍ୟୁକୁ ନେଇ ପରିବାର ଲୋକ ଏବଂ ଗାଁ ଲୋକମାନେ ତାଙ୍କ ବାପାଙ୍କ ସହ ବୋହୁର ଖରାପ ସମ୍ପ-ର୍କକୁ ଦାୟୀ କରିଛନ୍ତି।

ସଞ୍ଜୟ ବିବାହ କରିଥିବା ବେଳେ ନିଜ ସ୍ତ୍ରୀ ଏବଂ ତିନି ବର୍ଷର ଛୋଟ ଝିଅ ସହ ଖୁସିରେ ରହୁଥିଲେ। ବର୍ଷେ ତଳେ ସଞ୍ଜୟଙ୍କ ମାଆଙ୍କ ମୃ-ତ୍ୟୁ ଘଟିଥିଲା। ଏହାପରେ ବାପା ବନମାଳୀ ନିଜ ପୁଅ ସହ ରହିବାକୁ ଚାଲିଆସିଥିଲେ। ଏହାରି ଭିତରେ ବନମାଳୀ ଏବଂ ସଞ୍ଜୟଙ୍କ ସ୍ତ୍ରୀ ଭିତରେ ଖରାପ ସ-ମ୍ପର୍କ ଗଢି ଉଠିଥିଲା।

ଏହାପରେ ଶ୍ୱଶୁର ନିଜ ବୋହୁ ଏବଂ ଛୋଟ ଝିଅକୁ ନେଇ ଘରୁ ଫେ-ରାର ହୋଇଯାଇଥିଲେ। ଉଭୟ ବାପା ଏବଂ ସ୍ତ୍ରୀଙ୍କୁ ଖୋଜାଖୋଜି କରି ଶେଷକୁ କାହାର ପତ୍ତା ନ ମିଳିବାରୁ ଯୁବକ ଜଣକ ସ୍ଥାନୀୟ ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ। ସ୍ତ୍ରୀ ଏବଂ ଛୋଟ ଝିଅ ପଳାଇବା କାରଣରୁ ସଞ୍ଜୟ ମାନସିକ ସ୍ତରରୁ ଦୁ-ର୍ବଳ ହୋଇ ପଡିଥିଲେ।

ତେବେ ଡିସେମ୍ବର 5 ତାରିଖ ସୋମବାର ଦିନ ଘରୁ ସଞ୍ଜୟ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ତିନିଦିନ ପରେ ତାଙ୍କ ମୃ-ତଦେ-ହ ଗାଁ ନିକଟସ୍ଥ ଜଙ୍ଗଲରୁ ଉ-ଦ୍ଧାର କରାଯାଇଥିଲା। ମୃ-ତଦେ-ହ ନିକଟରୁ ବିଷ ବୋତଲ ମିଳିଥିବାରୁ ଗାଁ ଲୋକ ଏବଂ ପରିବାର ଲୋକ କହିଥିଲେ ଯେ ସେ ଅପ-ମାନ ସହି ନପାରି ବିଷ ପିଇ ଆ-ତ୍ମହ-ତ୍ୟା କରିଛନ୍ତି।

ତେବେ ଶଶୁର ଏବଂ ବୋହୂର ଏପରି ଖରାପ କାର୍ଯ୍ୟରେ ପରିବାର ବଦ-ନାମ ହୋଇଥିବା ବେଳେ ଯୁବକଙ୍କର ମୃ-ତ୍ୟୁ ହୋଇଯିବା କାରଣରୁ ଏବେ ଚାରିଆଡେ ଶୋ-କର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *