ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ହୋଟେଲ ମାଲିକଙ୍କ ଅ-ଶ୍ଲୀଳ ଫଟୋ, ଯାହାକୁ ପୂର୍ବରୁ ଜେରା କରିସାରିଛି ଇଡି

ଧୀରେ ଧୀରେ ସତ ଆସୁଛି ସାମ୍ନାକୁ। ଆଉ ଖୋଲୁଛି ସମସ୍ତଙ୍କ ମୁଖା। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ହୋଟେଲ ମାଲିକଙ୍କ ଅଶ୍ଲୀ-ଳ ଫଟୋ। ତେବେ ଯାହାର ଫଟୋ ଭାଇରାଲ ହେଉଛି ତାଙ୍କୁ ଇଡି ପୂର୍ବରୁ ବି ଜେ-ରା କରିସାରିଛି। ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ହୋଟେଲ ମାଲିକ ଶିବ ପ୍ରସାଦ।

ଏପର୍ଯ୍ୟନ୍ତ ଇଡି ଅର୍ଚ୍ଚନା, ଅର୍ଚ୍ଚନାଙ୍କ ସ୍ୱାମୀ, ଖଗେଶ୍ୱର, ଶ୍ରଦ୍ଧାଞ୍ଜଳୀ, ବ୍ୟବସାୟୀ ଅମୀୟକାନ୍ତ ଦାସ, ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ହୋଟେଲ ମାଳିଲା ଶିବ ପ୍ରସାଦ ପରି ଅନେକ ଲୋକଙ୍କୁ ଜେ-ରା କରି ସାରିଛି।

ତେବେ ଏହା ଭିତରେ ଏବେ ହୋଟେଲ ମାଲିକଙ୍କ ଭିଡ଼ିଓ କିପରି ଏବଂ କିଏ ଭାଇରାଲ କଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାସହ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଅର୍ଚ୍ଚନାଙ୍କ ସହ ଜଣେ ପୂର୍ବତନ ଖେଳାଳିଙ୍କ ଲିଙ୍କ୍‌ ରହିଛି। ଏହି କ୍ରିକେଟର ଜଣଙ୍କ ଅର୍ଚ୍ଚନାଙ୍କ ସହ 3 ବର୍ଷ ଧରି ସଂପ-ର୍କରେ ଥିବା ଜଣାପଡିଛି। ଅର୍ଚ୍ଚନା ସହ ତାଙ୍କର ବ୍ୟାବସାୟୀକ ଲିଙ୍କ୍‌ର ମଧ୍ୟ ପ୍ରମାଣ ମିଳିଛି ।

ଏହାସହ ଗୁରୁବାର ଦିନ ପବିତ୍ରଙ୍କୁ ଜେ-ରା କରିଛି ଇଡି। ପବିତ୍ର ଅର୍ଚ୍ଚନା ଏବଂ ଖଗେଶ୍ବରଙ୍କ ଘର ତିଆରି କରିଥିଲେ। ଘର ତିଆରି ବାବଦରେ ପବିତ୍ର କେତେ ଟଙ୍କା ନେଇଥିଲେ ତାହାକୁ ନେଇ ଜେ-ରା କରାଯାଇଛି। କିନ୍ତୁ ଇଡି ଏଥିରୁ ଜାଣିବାକୁ ପାଇଛି ଯେ ପବିତ୍ର ପାଖାପାଖି 7 ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *