ରାଣୀ ପଣ୍ଡାର ଲଙ୍ଗଳା ନାଚ ଦେଖିବାକୁ ଇଚ୍ଛା ନାହିଁ ଯଦି ଟିକେଟ କାଟି ଆସୁଛ କାହିଁକି

ବନ୍ଧୁଗଣ ଆମ ସମାଜ ପ୍ରତିଦିନ କିଛି କିଛି ଘ-ଟଣା ଘଟୁଛି।ସବୁଦିନ ଖବର ରେ କିଛି ନ କିଛି ଘଟଣା ଦୁର୍ଘଟଣା ବିଷୟରେ ଆମେ ଶୁଣିବାକୁ ପାଉଛୁ।ସବୁ ଖବର ଭିତରେ ଏପରି ମଧ୍ୟ କ୍ବର ରହିଛି ଯାହା ସବୁଦିନ ପାଇଁ ମନେ ରହିଥାଏ ଓ ତାହା ବହୁତ୍ ଦିନ ପର୍ଯ୍ୟନ୍ତ ଚାଲିଥାଏ।ତେବେ ଯଦି ସେହି ଖବର କୌଣସି ସେଲେବ୍ରିଟିଙ୍କ ବିଷୟରେ ହୋଇଥିବ ତେବେ ତ ସେହି ଖବରଟି ସବୁବେଳେ ଭାଇରାଲ ହୋଇଥାଏ ।ଏମିତି କିଛି ଘଟିଛି ଯାତ୍ରାର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ସହ।ତେବେ ପାଠକଗଣ ଆପଣମାନେ ତ ରାନୀ ପଣ୍ଡାଙ୍କ କାର ଏବଂ ଏକ ବାଇକ୍ ଆରୋହୀଙ୍କ ମଧ୍ୟ ରେ ହୋଇଥିବା ସଡ଼କ ଦୁର୍ଘ-ଟଣା ସ-ମ୍ପର୍କ ରେ ଜାଣିଥିବେ ନିଶ୍ଚୟ।

ତେବେ କହି ରଖିବା ପାଇଁ ଚାହିଁବି ଯେ ସେହି ଦୁର୍ଘ-ଟଣାରେ ବାଇକ୍ ଆରୋହୀ ସୁକାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ଏବଂ ରାନୀ ଗୁରୁତର ଭାବରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ତେବେ ଏହି ଦୁର୍ଘ-ଟଣା ପାଇଁ ରାନୀ ପଣ୍ଡା ପଶ୍ଚ୍ୟାତାପ କରି ଆଗକୁ ସୁକାନ୍ତଙ୍କ ପରିବାରର ଭରଣ ପୋଷଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।କିନ୍ତୁ ଏଇ କଥାକୁ ନେଇ ଏବେ ବହୁତ୍ ବଡ଼ ବିବାଦ ଚାଲିଛି।

ପରିବାର ଲୋକଙ୍କ ଅନୁସାରେ ରାନୀ ପଣ୍ଡା ତାଙ୍କୁ ଏକା ସାଙ୍ଗରେ ପଇସା ଦେଇଦେଲେ ସେମାନେ ନିଜେ ସବୁ ବୁଝିବେ ବୋଲି କହିଛନ୍ତି।ଏଇ କଥାକୁ ନେଇ ଜଣେ ଗଜପତି ନାମକ ବ୍ୟକ୍ତି ଯିଏ ଅନେକ ସମୟରେ ନ୍ୟୁଜ୍ ଚାନେଲ୍ ଗୁଡ଼ିକ ରେ ନିଜର ମନ୍ତବ୍ୟ ଦେଇଥାନ୍ତି ସେ ତାଙ୍କ କଥା ରଖିଛନ୍ତି।ଆସନ୍ତୁ ଜାଣିବା କ’ଣ କହିଛନ୍ତି ମିଷ୍ଟର୍ ଗଜପତି।

ମିଷ୍ଟର୍ ଗଜପତି କହିଛନ୍ତି ରାନୀ ପଣ୍ଡା ଜଣେ ବହୁତ୍ ଭଲ ଝିଅ।ସେ ସବୁବେଳେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି।ଆଜି ଯଦି ତାଙ୍କ ଦେଇ କିଛି ଭୁଲ ହୋଇଯାଇଛି ତେବେ ତାଙ୍କୁ କ୍ଷମା କରିଦେବା ଉଚିତ୍। କାରଣ ସେହି ଭୁଲ୍ ର ପଶ୍ଚ୍ୟାତାପ କରି ସେ ସେହି ପରିବାର ର ଭୋରଣ ପୋଷଣ କରିବେ ସୁକାନ୍ତଙ୍କ ଦୁଇଟା ଛୁଆଙ୍କୁ ପାଠ ପଢେଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ଏହି ଭୁଲ୍ ତ କ୍ଷମା ଯୋଗ୍ୟ।ଭୁଲ କାହା ଦେଇ ନ ହୁଏ।

ଦୁନିଆ ରେ ପ୍ରତିଦିନ ବହୁତ୍ ଦୁର୍ଘଟଣା ଘଟୁଛି,କିନ୍ତୁ କେତେ ଜଣ ଅଛନ୍ତି ଯିଏ ଦୁର୍ଘ-ଟଣା କରି ସେଥି ରହି ପରିବାର ଲୋକଙ୍କ ସହାୟତା କରନ୍ତି।ରାନୀ ପଣ୍ଡା ଦୁର୍ଘ-ଟଣା କରି ତ ପଳାଇନାହାନ୍ତି।ସେ ସେଠାରେ ରହି ଫୋନ କାଢ଼ି କାହାକୁ ସହାୟତା ପାଇଁ ଦେଖୁଥିଲେ। କିନ୍ତୁ କେତେକ ମିଡିଆ ଅଛନ୍ତି ଯିଏ ନିଜର ଚାନେଲ ର ଟି ଆର୍ ପି ପାଇଁ କହିଲେ କି ରାନୀ ପଣ୍ଡା ଫଟୋ ଉଠାଉଛନ୍ତି।କାହିଁ କଉ ସୋସିଆଲ ମିଡିଆରେ ତ ରାନୀ ପଣ୍ଡା କଉଠି କୌଣସି ଫୋଟ ପୋଷ୍ଟ କରିନାହାନ୍ତି।ରାନୀ ପଣ୍ଡା ଆଗରୁ ମଧ୍ୟ ବହୁତ୍ ଲୋକ ଙ୍କୁ ସାହାଯ୍ୟ କରିଛନ୍ତି। କୋଭିଡ୍ ସମୟରେ ସେ କେତେ ଜଣଙ୍କୁ ସାହାଯ୍ୟ କରିଛନ୍ତି।

ଆଜି କ’ଣ ଓଡ଼ିଶା ବାସୀ ତାହା ଭୁଲିଗଲେ।ସୁକାନ୍ତଙ୍କ ପରିବାର ଲୋକ ଯେଉଁ ଦାବି କରିଛନ୍ତି ଯେ ସେ ତାଙ୍କୁ ପଇସା ଦେଇ ଦିଅନ୍ତୁ ସେମାନେ ସେ କଥା ବୁଝିବେ।ସେ କଥାରେ ଗଜପତି କହିଛନ୍ତି ଯେ ଏକା ସାଙ୍ଗରେ ପଇସା ନେବା ଆଉ ସାରା ଜୀବନ ସାହାଯ୍ୟ ପାଇବାରେ ଅନ୍ତର ଅଛି।ତାଙ୍କ ପରିବାର ଲୋକେ ବୁଝିପାରୁନାହାନ୍ତି ଯେ ଯେଉଁ କିଛି ପଇସା ଏବେ ମିଳିଯିବ ତାହା କିଛି ଦିନ ମଧ୍ୟରେ ସରି ଯିବ,ଛୁଆ ଦଶମ ଶ୍ରେଣୀ ପହଞ୍ଚିଲା ବେଳକୁ ସରିଯିବ।

ସେ କହିଛନ୍ତି ତାଙ୍କ ପରିବାର ଲୋକଙ୍କ କିଛି ଭୁଲ ନାହିଁ।ତାଙ୍କ ଚାରି ପାଖରେ ଯେଉଁ କିଛି ଖରାପ ଲୋକ ଅଛନ୍ତି ତାଙ୍କର ଭୁଲ୍।ତେଣୁ ମିଷ୍ଟର ଗଜପତି ସୁକାନ୍ତଙ୍କ ପରିବାର ଲୋକ ଙ୍କ ଅନୁରୋଧ କରିଛନ୍ତି ଯେ କାହା କଥାରେ ନା ପଡ଼ି ରାନୀ ପଣ୍ଡାଙ୍କ ପାଖକୁ ଯାଇ ଛୁଆ ମାନଙ୍କର ଭବିଷ୍ୟତ ବିଷୟରେ ଆଲୋଚନା କରନ୍ତୁ।ନହେଲେ ଆଗକୁ ବହୁତ୍ ଅସୁବିଧା ର ସାମ୍ନା କରିପାରନ୍ତି।ତେବେ ଏହା ଦେଖିବାକୁ ବାକି ରହିଲା ଯେ ସୁକାନ୍ତଙ୍କ ପରିବାର କ’ଣ କରୁଛନ୍ତି।

Leave a Reply

Your email address will not be published. Required fields are marked *