ଶେଷକୁ କୋର୍ଟ ଶୁଣାଇଲା ରାୟ, ନାବା-ଳିକା ସହ ଗଣ ବଳ-ତ୍କାର କରିଥିବା ଅପ-ରାଧୀଙ୍କୁ ମିଳିଲା ଫା-ସୀଦ-ଣ୍ଡ

ନାବାଳିକାକୁ ଗଣ ବଳା-ତ୍କାର ଏବଂ ହ-ତ୍ୟା କରିଥିବା ଅପରାଧୀଙ୍କୁ ଏବେ ମିଳିଛି ଫା-ଶୀଦ-ଣ୍ଡ। ଫା-ଶୀଦ-ଣ୍ଡ ଶୁଣାଇଛି ଜଗତସିଂହପୁର ପୋକସୋ ଫାଷ୍ଟ ଟ୍ରାକ କୋର୍ଟ। ଦୁଷ୍କ-ର୍ମ ଏବଂ ହ-ତ୍ୟା ମାମ-ଲାର ଶୁଣାଣି କରି ଦୁଇ ଅଭି-ଯୁକ୍ତ ଶେଖ ଆସିଫ ଏବଂ ଶେଖ ଅକିଲଙ୍କୁ ଫା-ଶୀ ଦ-ଣ୍ଡରେ ଦ-ଣ୍ଡିତ କରାଯାଇଛି।

ଏହାସହ ଏହି ମାମ-ଲାରେ ଫସିଯାଇଥିବା ଅନ୍ୟ ଦୁଇ ଅଭି-ଯୁକ୍ତ ସେଖ୍ ଅବିଦ ଏବଂ ସେଖ କରିମଙ୍କୁ ନିର୍ଦ୍ଦୋ-ଷରେ ଖଲାସ କରାଯାଇଛି। ତେବେ ଏହି ଗଣ ଦୁଷ୍କ-ର୍ମଟି ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥା-ନା ଅଧିନସ୍ଥ କୃଷ୍ଣାନନ୍ଦପୁର ଅଞ୍ଚଳରେ ଘଟିଥିଲା।

ଘଟ-ଣାଟି ଏପରି ଥିଲା ଯେ 2014 ମସିହା ଅଗଷ୍ଟ ମାସ 21 ତାରିଖ ଅପରାହ୍ନ ସମୟରେ କୃଷ୍ଣାନନ୍ଦପୁର ଗ୍ରାମର ଜନୈକା ନାମକ ଜଣେ 8 ବର୍ଷ ବୟସର ନାବା-ଳିକା ଦୋକାନରୁ ଚକୋଲେଟ କିଣି ଘରକୁ ଫେରୁଥିଲା। କିନ୍ତୁ ଠିକ ଏହି ସମୟରେ ଦୁଇ ଅଭି-ଯୁକ୍ତ ତାକୁୁ ରାସ୍ତାରେ ଅଟକାଇଥିଲେ।

ଉଭୟଙ୍କ ମଧ୍ୟରୁ ଜଣେ ସେହି ନାବା-ଳିକାର ପାଟିକୁ ହଠାତ ଚିପିଦେଇଥିଲା ଯାହାଫଳରେ ବାଳିକାଟି ଆଉ ଚି-ତ୍କାର କରିପାରିବ ନାହିଁ। ଏହାପରେ ଆଉ ଜଣେ ଅଭି-ଯୁକ୍ତ ତାକୁ ନିଜ କାନ୍ଧରେ ପକାଇ ନିକଟସ୍ଥ ଏକ ନିଛାଟିଆ ଘରକୁ ଟେକି ନେଇଥିଲା। ଏହାପରେ ଉଭୟ ବ୍ୟକ୍ତି ମଧ୍ୟ ନାବାଳିକାକୁ ଗଣ ଦୁ-ଷ୍କର୍ମ କରିଥିଲେ।

ତାପରେ ସେମାନେ ପ୍ରମାଣ ନ-ଷ୍ଟ କରିବା ପାଇଁ ନାବା-ଳିକାର ତ-ଣ୍ଟିଚି-ପି ହ-ତ୍ୟା କରିଥିଲେ। ହ-ତ୍ୟା କରିବା ପରେ ସେମାନେ ମୃ-ତଦେ-ହକୁ ସେହି ଘରର ତାଜା ଉପରେ ଫୋପାଡିଦେଇ ଚାଲିଯାଇଥିଲେ। ନାବା-ଳିକା ଜଣକ ଦୋକାନକୁ ଆସି ଆଉ ଘରକୁ ନଫେରିବାରୁ ଘର ଲୋକେ ଚିନ୍ତିତ ହୋଇ ବହୁତ ଖୋଜାଖୋଜି କରିଥିଲେ।

ତାପରେ ଖୋଜି ଖୋଜି ସେହି ଘରୁ ଝିଅର ମୃ-ତ ଦେହ ପାଇବା ପରେ ପରିବାରଲୋକଙ୍କ ପାଦ ତଳୁ ମାଟି ଖସିଗଲା। ଝିଅର ଏପରି ଅବସ୍ଥା ଦେଖି ପରିବାର ଲୋକଙ୍କ ହୃଦୟ ଫାଟିଗଲା। ତେବେ ନାବାଳିକାର ମାଉସୀ ଏହାପରେ ତିର୍ତୋଲ ଥା-ନାରେ ଲିଖିତ ଅଭିି-ଯୋଗ କରିଥିଲେ।

ପୁ-ଲିସ ଏହି ଘଟ-ଣାରେ ଶ-ବ ଜ-ବତ କରି ପୋ-ଷ୍ଟମ-ର୍ଟମ ପାଇଁ ପଠାଇବା ସହିତ ତଦ-ନ୍ତ କରି ମୋଟ 4 ଜଣ ଅଭି-ଯୁକ୍ତଙ୍କୁ ଗି-ରଫ କର କୋର୍ଟ ଚା-ଲଣ କରିଥିଲା। ଏହି ମାମ-ଲା ବି-ଚାର ଚାଲିବା ଥିବା ବେଳେ 27 ଜଣ ସାକ୍ଷୀଙ୍କ ବ-ୟାନ ରେ-କର୍ଡ କରାଯାଇଥିଲା।

ଏହାପରେ ପୋ-ଷ୍ଟମ-ର୍ଟମ ରିପୋର୍ଟକୁ ଭିତ୍ତିକରି କୋର୍ଟ ବିଚାରପତି ସେଖ୍ ଅକିଲ ଏବଂ ସେଖ୍ ଆସିଫକୁ ଆଜୀବନ ଜେ-ଲଦ-ଣ୍ଡ ଶୁଣାଇଥିଲେ। ଏଥିସହିତ ୫୦ ହଜାର ଟଙ୍କା ଜୋ-ରିମା-ନା ମଧ୍ୟ ଦେବାକୁ କହିଥିଲେ। କିନ୍ତୁ ଏବେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଫା-ଶୀ ଦ-ଣ୍ଡ ଶୁଣାଇଛି। ଏହାସହ ଗି-ରଫ ହୋଇଥିବା ଆଉ ଦୁଇ ଜଣ ଅଭି-ଯୁକ୍ତଙ୍କୁ ଖଲାସ କରାଯାଇଛି।

Leave a Reply

Your email address will not be published. Required fields are marked *