ସାଇଡ ରୁମରେ କାମ କରୁଥିଲେ ସ୍ଵାମୀ । ଏକୁଟିଆ ଦେଖି ଶଶୁର ମୋ ବେଡ଼ ରୁମ୍ କୁ ଲୁଚିକି ଆସୁଥିଲେ । ଏଭଳି ଅଭି-ଯୋଗ ଆଣିଲେ ବହୂ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମ୍ପର୍କ ମଧ୍ୟରେ କଳଙ୍କ ଲାଗିବା ପାଇଁ ଆଉ ବେଶୀ ସମୟ ଲାଗୁନାହିଁ । ଆଜ୍ଞା ହଁ ସେଭଳି କିଛି ଘ-ଟଣା ଭିତରୁ ଘଟିଯାଇଥିବା ଏକ ଘ-ଟଣା ସମ୍ପ-ର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାକି ହେଉଛି ଶଶୁର ଜଣକ ତାଙ୍କ ବୋହୂଙ୍କ ସହ ଶାରୀ-ରିକ ସଂ-ପର୍କ ରଖିବାକୁ ଚାହୁଁଥିଲେ । ଏଥିପାଇଁ ବାରମ୍ବାର ଚେଷ୍ଟା ମଧ୍ଯ କରିଥିଲେ । ଏକଥା ମହିଳା ଜଣକ ତାଙ୍କ ସ୍ୱାମୀ ଙ୍କୁ ମଧ୍ଯ କହିଥିଲେ । ହେଲେ ତାଙ୍କ ସ୍ଵାମୀ ତାଙ୍କ କଥାକୁ ଶୁଣିଲେ ନାହିଁ । ଏବଂ ମହିଳା ଜଣକ ମି-ଛ କହୁଛନ୍ତି ବୋଲି କହି ତାଙ୍କୁ ଗା-ଳି ମଧ୍ୟ କରିଥିଲେ ।

ଯେତେବେଳେ ମହିଳା ଜଣକ ଗ-ର୍ଭ-ବ-ତୀ ହୋଇଥିଲେ ସେତେବେଳେ ତାଙ୍କ ଶଶୁର ମଧ୍ଯ ମେଡିସିନ ଦେଇ ତାଙ୍କ ଗ-ର୍ଭ ନ-ଷ୍ଟ କରିବାକୁ ଚାହୁଁ ଥିଲେ ।ଏହାପରେ ମହିଳା ଜଣକୁ ଅସଭ୍ୟ ଭାଷାରେ ଗା-ଳି କରି ତାଙ୍କୁ ଘରୁ ମଧ୍ଯ ତଡ଼ି ଦେଇଥିଲେ । ଏବେ ମହିଳା ଜଣକ ତାଙ୍କୁ ନ୍ୟା-ୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି ଦାବି ମଧ୍ୟ କରିଛନ୍ତି । ହଁ ଆଜ୍ଞା ନବ ବଧୂଙ୍କୁ ଶଶୁର ଘର ଲୋକ ନିର୍ଯା-ତନା ଦେଇଥିବା ବେଳେ, ନବ ବଧୁ ଜଣକ ଏବେ ତାଙ୍କ ଶଶୁର ଘର ସାମ୍ନାରେ ଧାରଣା ମଧ୍ଯ ଦେଇଛନ୍ତି।

ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା, ସାଲେପୁର ଥା-ନା, ବାଲିସାହି ଗ୍ରାମରେ । ନବନଧୁ ଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ସସ୍ମିତା ମହାରଣା । ସସ୍ମିତା ସାଲେପୁର, ବାଲିସାହିର ସନାତନ ମହାରଣାଙ୍କ ପୁଅ ସୁସେନ୍ ମହାରଣାଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷ ର ଦାବି ମୁତାବକ ଯୌ-ତୁକ ମଧ୍ୟ ଦେଇ ବିବାହ କରିଥିଲେ । ହେଲେ ଶଶୁର ଘର ଲୋକ ମାନେ ଅଧିକ ଯୌ-ତୁକ ମାଗି ନବ ବଧୂଙ୍କୁ ନିର୍ଯା-ତନା ଦେଇ ଆସୁଥିଲେ ବୋଲି ସେ ମିଡ଼ିଆ ସାମ୍ନାରେ ପ୍ରକାଶ କରିଛନ୍ତି ।

କିନ୍ତୁ ଏବେ ସ୍ଵାମୀଙ୍କ ସହ ଶଶୁର ଘର ଲୋକେ ଘରୁ କୁଆଡେ଼ ଫେ-ରାର ହୋଇ ଯାଇଛନ୍ତି । ନ୍ୟା-ୟ ପାଇବା ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ସ୍ତ୍ରୀ ମିଡ଼ିଆ ସାମ୍ନାରେ କୋହଭରା କଣ୍ଠରେ ସ୍ୱାମୀକୁ କହିଛନ୍ତି, “ଲିଟୁ ତୁମେ ତୁରନ୍ତ ଫେରିଆସ । ଆଗରୁ ତୁମକୁ ଚାହୁଁଥିଲି, ଏବେବି ଚାହୁଁଛି । ମୋର ଆଉ କିଛି ଦରକାର ନାହିଁ । ନହେଲେ ମୁଁ ତୁମ ସିକ୍ରେଟ୍ ସବୁ ଖୋଲିଦେବି । ବୋହୂର ଶଶୁର ବିରୋ-ଧରେ ସାଂଘା-ତିକ ଅଭି-ଯୋଗ ପରେ ଦେଖିବାକୁ ବାକି ରହିଲା ବୋହୂକୁ କେବେ ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *