ରାନୀ ପଣ୍ଡା କାମ କଲେ ସିନା ପଇସା ଆଣିକି ଦେବ ସୁକାନ୍ତ ପରିବାରକୁ, କାମ ନକରିଲେ କେମିତି ଦବ।

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଯଲିଓଡ ଏ ମଧ୍ୟ । ଅଧିକାଂଶ ଲୋକେ ଯାତ୍ରା ଦେଖିବାକୁ ପସନ୍ଦ କରିଥାନ୍ତି । ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକଙ୍କୁ ।

ତେବେ ଯାତ୍ରା ଜଗତରେ ବିଭିନ୍ନ କଳାକାର ଅଛନ୍ତି । ସେମାନଙ୍କ ମଧ୍ୟରୁ ରାନୀ ପଣ୍ଡା ହେଉଛନ୍ତି ଜଣେ କଳାକାର । ତାଙ୍କୁ କିଏ ବା ନ ଜାଣେ । କଳାକାର ପାଇଁ କେତେବେଳେ ଚର୍ଚ୍ଚାରେ ଥାନ୍ତି ତ କେତେବେଳେ ବିବା-ଦୀୟ ମନ୍ତବ୍ୟକୁ ନେଇଥାନ୍ତି । ପୁଣି ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ ପରିବେଷଣ ପାଇଁ ହେଉ କି ଯାତ୍ରାରେ ଦର୍ଶକଙ୍କ କାନ କାମୁ-ଡିବା ପାଇଁ ହେଉ ସବୁବେଳେ ରାନୀ ପଣ୍ଡା ଚର୍ଚ୍ଚାରେ ଥାନ୍ତି । ତେବେ ଆଜିର ବିଷୟ ବସ୍ତୁ ରାନୀ ପଣ୍ଡାଙ୍କ ବିଷୟରେ ରହିଛି।

ମାତ୍ର ରାନୀଙ୍କ କିଛି ଭଲ ଗୁଣ ଅଛି । ସେ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି । ସାହାଯ୍ୟର ଲମ୍ବା ହାତ ଟିଏ ବଢାଇ ଥାନ୍ତି ବିପ-ଦରେ ପଡ଼ିଥିବା ଲୋକଙ୍କୁ । କରୋନ ସମୟରେ ରାନୀ ମଧ୍ୟ ଏକ ବଡ଼ ଅଙ୍କର ସାହାଯ୍ୟ କରିଛନ୍ତି । ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି । ତେବେ ପୁଣି ଥରେ ବର୍ତ୍ତମାନ ବିବା-ଦକୁ ନେଇ ଚର୍ଚ୍ଚା ରେ ରାନୀ ପଣ୍ଡା । ରାନୀ ପଣ୍ଡାଙ୍କ ଗାଡି ଦୁର୍ଘଟଣାର ଖବର ବର୍ତ୍ତମାନ ଭାଇରାଲ ହେଉଛି । ଏହାକୁ ନେଇ ଲୋକ ମାନେ ପ୍ରତିବାଦ କରିଥିବା ବେଳେ ଜଣେ ତାଙ୍କ ସପକ୍ଷ ରେ କହିଛନ୍ତି ।

ରାନୀ ପଣ୍ଡା ହେଉଛନ୍ତି ଜଣେ ସଚ୍ଚୋଟ ନାରୀ । ସବୁବେଳେ ତାଙ୍କର ଖରାପ୍ ଜିନିଷକୁ ଦେଖନ୍ତୁ ନାହି ସେ ଅନେକ ଭଲ କାମ ମଧ୍ୟ କରିଛନ୍ତି । ଦୁର୍ଘ-ଟଣାରେ ମୃ-ତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରର ଆଜୀବନ ଭରଣ ପୋଷଣ କରିବେ ବୋଲି ସେ କଥା ଦେଇଛନ୍ତି । ସେ ପୁରଣ ମଧ୍ୟ କରିବେ । ଲୋକଙ୍କ କଥାରେ ପଡି ତାଙ୍କୁ ୩ ଲକ୍ଷ ଟଙ୍କା ମାଗିଲେ ସେ କେଉଁଠାରୁ ଆଣିବେ। ତାଙ୍କୁ କାମ କରିବାକୁ ଦିଅନ୍ତୁ । ସେ କଥା ଦେଇଛନ୍ତି ନିଶ୍ଚୟ ପୂରଣ କରିବେ । ଏହି ଦୁର୍ଘ-ଟଣା ପାଇଁ ରାନୀ ପଣ୍ଡା ଦାୟୀ ନୁହନ୍ତି କାରଣ ଗାଡି ସେ ନୁହଁ ଡ୍ରାଇଭର ଚଳାଉ ଥିଲେ । ରାନୀ ପଣ୍ଡା ଅନେକ ସାହାଯ୍ୟ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *