ଦ୍ରୁତ ବେଗରେ ମାଡି ଆସିଲା କାର୍ ସ୍ୱାମୀ ସ୍ତ୍ରୀଙ୍କୁ ପିଟି କାର୍ ଛାଡି ଦୌଡିଲା ଡ୍ରାଇଭର ।

ଦିନକୁ ଦିନ ବଢ଼ି ଚାଲିଛି ଦୁର୍ଘ-ଟଣା ଜନିତ ମୃ-ତ୍ୟୁ । ତେବେ ଦର୍ଶକ ବନ୍ଧୁ ଦୁର୍ଘ-ଟଣା କେବେ କେମିତି ସମ୍ମୁଖକୁ ଆସି ଯାଇଥାଏ ତାହା ଜଣା ମଧ୍ୟ ପଡିନଥାଏ । କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । କିନ୍ତୁ ଦର୍ଷକବନ୍ଧୁ ଆପଣ ମାନେ ତ ସମସ୍ତେ ଏକଥାକୁ ନେଇ ଅଜ୍ଞ ଥିବେ ଯେ ଅନେକ ପ୍ରକାର ସବୁ ଦୁର୍ଘ-ଟଣା ଆମ ଅଖ ପାଖରେ ନୀତିଦିନ ଘଟୁଛି । ହେଲେ ଏପରି ଏକ ଦୁର୍ଘ-ଟଣା ବିଷୟରେ ଆପଣ ହୁଏତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।

ବିଧିର ବିଧାନ ବଡ଼ ଅଜବ । ନିମିଷକ ମଧ୍ୟରେ କଣ ସବୁ ଘ-ଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ । ତେବେ ନିକଟରେ ଦେଖିବାକୁ ମିଳିଛି ସେମିତି ଏକ ଘ-ଟଣା । ହଠାତ୍ ଦୃତ ବେଗରେ ମାଡ଼ି ଆସିଲା ଗୋଟିଏ କାର । ଆଉ କେହି କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ ଘଟିଗଲା ଏକ ବଡ଼ ଅଘ-ଟଣ ।

ସାମ୍ନାରୁ ଆସୁଥିବା ବାଇକକୁ ପିଟିଲା କାର୍ । ଆଉ ସେହି ବାଇକରେ ଥିଲେ ସ୍ଵାମୀ ସ୍ତ୍ରୀ । ଆଉ ଏତେ ଜୋର୍ ରେ କାର ବାଇକକୁ ପିଟିଲା ଯେ ବାଇକ୍ ରେ ଥିବା ସ୍ଵାମୀ ସ୍ତ୍ରୀ ଦୁହେଁ ଛିଟିକି ପଡ଼ିଲେ । ହେଲେ କାର ଡ୍ରାଇଭର ପିଟି ସାରିବା ପରେ କାରକୁ ଛାଡ଼ି ଦୌଡିଲା । ତେବେ ହଁ ଆଜ୍ଞା ଆଉ ଦୌଡ଼ିବାର କାରଣ ଥିଲା କାର ଭିତରେ ଭର୍ତ୍ତି ହୋଇଥିଲା ମ-ଦ ।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଢ଼େଙ୍କାନାଳ ସହର ସ୍ଥିତ ଯୁବିଲି ଟାଉନ ଅଂଚଳର ଏକ ଗଳିରୁ ଗୋଟିଏ ଧଳା ରଙ୍ଗର କାର ବାହାରୁଥିବା ସମୟରେ ଉଭୟ ସ୍ଵାମୀ ସ୍ତ୍ରୀ ଯାଉଥିବା ଏକ ବାଇକକୁ ଏସ-ବି-ଆଇ ଏଟିଏମ ସାମ୍ନାରେ ଜୋର୍ ଧ-କା ଦେଇଥିଲା । ଆଉ ଗୁରୁ-ତର ଅବସ୍ଥାରେ ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ଆଉ ତାପରେ ସାହି ଲୋକେ ଉକ୍ତ ଗାଡ଼ିକୁ ଘେରି ଯାଇଥିଲେ ।

ତେଣୁ ଡ୍ରାଇଭର ସମେତ ଆଉ ଜଣେ ବ୍ୟକ୍ତି କୁଟୁନିଆ ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲେ । ତେବେ ଟାଉନ ଥାନା ପୋ-ଲିସ ଘଟ-ଣା ସ୍ଥଳରେ ପହଁଚି ଗାଡ଼ି ଜ-ବତ କରିଥିଲା । ଗାଡିରୁ ବସ୍ତା ରେ ଭର୍ତି ଦେଶୀ ମ-ଦ ଥିବାର ଦେଖିବାକୁ ମିଳିଥିଲା । ସମ୍ପୂର୍ଣ୍ଣ ଦୁର୍ଘ-ଟଣାର ଚିତ୍ର ସିସି ଟିଭି କ୍ୟାମେରାରେ କ-ଏଦ ହୋଇଛି ।

Leave a Reply

Your email address will not be published. Required fields are marked *