ଜ୍ୱାଇଁକୁ ନି-ଶା ଦେଇ ସମ୍ପ-ର୍କ ରଖିଲା ଦେଢ଼ଶାଶୂ, ଅ-ଶ୍ଲୀଳ ଭିଡ଼ିଓ ସହ ବ୍ଲା-କମେ-ଲିଙ୍ଗ କରି ମାଗିଲା ଟଙ୍କା

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥା-ନା ଅନ୍ତର୍ଗତ ବିରିଦୁଆ ଗ୍ରାମରୁ ଶୁଣିବାକୁ ମିଳୁଛି ଏକ ଅଭିନବ ଘ-ଟଣା। ଏଠାରେ ହରିଚନ୍ଦନ ତ୍ରିପାଠୀ ନାମକ ଜଣେ ଯୁବକ ବାଲିକୁଦା ଥା-ନାରେ ନିଜ ଶଶୁରଘର ଲୋକ ଏବଂ ଦେଢଶାଶୁ ନାମରେ ନିର୍ଯା-ତନା ଏବଂ ବ୍ଲା-କମେ-ଲିଙ୍ଗ ଅଭି-ଯୋଗ ଆଣିଛନ୍ତି।

ସମ୍ପୁର୍ଣ୍ଣ ଘଟ-ଣା ଅନୁସାରେ ହରିଚନ୍ଦନ ତ୍ରିପାଠୀ ନାମକ ଏହି ଯୁବକ ଜଣକ ଭାରତୀୟ ସେନାରେ କାମ କରନ୍ତି। ବୟସ ବଢ଼ିବା ସହ ବିବାହ ହେଉନଥିବା କାରଣରୁ ଯୁବକଙ୍କ ପରିବାର ଲୋକ ଏକ ମାଟ୍ରିମୋନି ଆପ ଜରିଆରେ ଝିଅ ଖୋଜିଥିଲେ। ଏକ ଝିଅ ପସନ୍ଦ ଆସିବା ପରେ ସେ ସେହି ଝିଅର ସମସ୍ତ ତଥ୍ୟ ବାହାର କରି ଯୁବକ ଜଣକ କଥା ହେବାକୁ ଲାଗିଲେ।

କଥା ହେବା ଭିତରେ ସେ ଜାଣିବାକୁ ପାଇଲେ ଯେ ଝିଅଟି ସମ ହସ୍ପିଟାଲରେ କାମ କରନ୍ତି। କିନ୍ତୁ ଝିଅଟିର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ସମ୍ପ-ର୍କ ରହିଥିଲା। ଏହା ଜାଣିବା ପରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲେ। କିନ୍ତୁ ଝିଅର ପରିବାର ଲୋକ ପୁଅଟିକୁ ବୁଝାସୁଝା କରିଥିଲେ। ଏପରିକି ଯୁବକଙ୍କର ହେବାକୁ ଯାଉଥିବା ଦେଢଶାଶୁ ମଧ୍ୟ ନିଜ ଘରକୁ କଥା ସମାଧାନ ପାଇଁ ଯୁବକଙ୍କୁ ଡାକିଥିଲେ।

କିନ୍ତୁ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଦେଢଶାଶୁର ପ୍ରକୃତ ଖେଳ। ଯୁବକଙ୍କୁ ଘରକୁ ଡାକି ଖାଦ୍ୟରେ ନି-ଶା ଦ୍ରବ୍ୟ ମିଶାଇ ଖାଇବାକୁ ଦେଇଥିଲେ। ଖାଦ୍ୟ ଖାଇବା ପରେ ଯୁବକ ଜଣକ ନି-ଶାରେ ସୋଇପଡ଼ିଥିଲେ।ଏହାପରେ ଦେଢଶାଶୁ ଯୁବକଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଥିଲେ ଏବଂ ଏହାର ଭିଡ଼ିଓ ମଧ୍ୟ କରିଥିଲେ।

ଯୁବକ ଜଣଙ୍କର ହୋସ ଆସିବା ପରେ ସେ ଦେଖିଲେ ଯେ ତାଙ୍କ ଯୌନା-ଙ୍ଗରୁ ର-କ୍ତ ବାହାରୁଛି। ଏହାପରେ ଦେଢଶାଶୁ ଜଣକ ତାଙ୍କୁ ସେହି ଭିଡ଼ିଓ ଦେଖାଇ ବ୍ଲା-କମେ-ଲିଙ୍ଗ କରିଥିଲେ। ଏହାସହ ଭିଡ଼ିଓ ଭାଇରାଲ କରିଦେବେ ବୋଲି ଧ-ମକ ଦେଇ ଏକ ଲକ୍ଷ ଟଙ୍କା ମାଗିବା ସହ ଏବଂ ତାଙ୍କ ଘର ଝିଅକୁ ବାହା ହେବା ପାଇଁ କହିଥିଲେ।

ଆଉ କିଛି ଉପାୟ ନପାଇ ଶେଷକୁ ଯୁବକ ଜଣକ 2019 ରେ ଝିଅଟିକୁ ବିବାହ କରିଥିଲେ। ବିବାହ ପରେ ଦେଢଶାଶୁ ଆହୁରି 2 ଲକ୍ଷ ଟଙ୍କା ମାଗିଥିଲେ ଏବଂ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ବଳ-ତ୍କାର ମାମ-ଲାରେ ଫସା-ଇଦେବେ ବୋଲି କହିଥିଲେ। ଏସବୁ ଆଉ ସହି ନପାରି ଯୁବକ ଜଣକ ବାଲିକୁଦା ଥା-ନାରେ ଅଭି-ଯୋଗ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପୋ-ଲିସ କୌଣସି ପଦକ୍ଷେପ ନେଇନାହିଁ। ତେବେ ମାମ-ଲାକୁ ନେଇ ପୋ-ଲିସ ଆଗକୁ କଣ ରହିବ ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *