ଦୁର୍ଘ-ଟଣାର ତିନି ଦିନ ପରେ ମୁହଁ ଖୋଲିଲେ ରାଣୀ, କା-ନ୍ଦି କା-ନ୍ଦି ଲୋକଙ୍କ ଆଗରେ ବାଖ୍ୟା କଲେ ନିଜର ଦୁଃ-ଖ

ଦୁର୍ଘ-ଟଣା ଘଟିବାର ତିନି ଦିନ ପରେ ମୁହଁ ଖୋଲିଲେ ରାଣୀ। କା-ନ୍ଦି କା-ନ୍ଦି ବାଖ୍ୟା କଲେ ନିଜର ଦୁଃ-ଖ ଏବଂ ସେଦିନର କାହାଣୀ। ସୋସିଆଲ ମିଡିଆରେ ସେୟାର ହୋଇଥିବା ରାଣୀଙ୍କର ଏହି ଭିଡ଼ିଓକୁ ଥରେ ଦେଖିଲେ ଆପଣ ମଧ୍ୟ ଭାବବିହ୍ଵଳ ହୋଇଯିବେ।

ତେବେ ଦୁର୍ଘ-ଟଣାଟି ଯେତବେଳେ ଘଟିଥିଲା ସେତେବେଳେ ସୋସିଆଲ୍ ମିଡିଆ, ଟିଭି, ଖବରକାଗଜ ଆଦିରେ ରାଣୀଙ୍କୁ ନେଇ ଅନେକ ଲୋକ ଏବଂ ମିଡିଆଵାଲା ଅନେକ କଥା କହିଥିଲେ। କିଛି ଲୋକ ରାଣୀଙ୍କୁ ନି-ର୍ଦୋଷ କହୁଥିବା ବେଳେ କିଛି ଲୋକ ତାଙ୍କୁ ହ-ତ୍ୟାକା-ରୀ ବୋଲି ମଧ୍ୟ କହିଥିଲେ। ଲୋକଙ୍କର ଭିନ୍ନ ଭିନ୍ନ କଥା ଶୁଣି ରାଣୀ ଆଉ ସହି ପାରି ନଥିଲେ।

ଶେଷରେ ସେ ଘଟ-ଣାକୁ ବାଖ୍ୟା କରି ସୋସିଆଲ୍ ମିଡିଆରେ ଭିଡିଓ ମାଧ୍ଯମରେ ନିଜ ପ୍ରତି-କ୍ରିୟା ଦେଇଛନ୍ତି। ଭିଡ଼ିଓରେ ସେ କହିଛନ୍ତି ଯେ ତାଙ୍କର କିଛି ଭୁଲ୍ ନାହିଁ। ଏହି ଦୁର୍ଘ-ଟଣା ହଠାତ ଘଟିବାରୁ ସେ ମଧ୍ୟ ଆଗ କିଛି ଜାଣିପାରିଲେ ନାହିଁ। ଏହାସହ ସେ ଗାଡି ଚଳାଉନଥିଲେ ବରଂ ତାଙ୍କ ଡ୍ରାଇଭର ଗାଡି ଚଳାଉଥିଲା ବୋଲି ସେ କହିଛନ୍ତି।

ରାଣୀ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଡ୍ରାଇଭର ମଧ୍ୟ ମ-ଦ୍ଯପା-ନ କରିନଥିଲେ। ତାଙ୍କ ବିଷୟରେ ଏଭଳି ମିଛ କଥା କହି ତାଙ୍କୁ ଲୋକଙ୍କ ଆଗରେ ବଦ-ନାମ ନକରିବା ପାଇଁ ସେ କା-ନ୍ଦି କା-ନ୍ଦି ଅନୁରୋଧ କରିଛନ୍ତି। ଦୁର୍ଘ-ଟଣା ଘ-ଟିବା ପରେ ସେ ଦୁଇ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଥିଲେ। ଦୁର୍ଘ-ଟଣାରେ ସେ ନିଜେ ମଧ୍ୟ ଆ-ହତ ହୋଇଛନ୍ତି।

ତେବେ ଯୁବକଙ୍କ ମୃ-ତ୍ଯୁ ହୋଇଯାଇଥିବାରୁ ସେ ମଧ୍ୟ ଏଥିପାଇଁ ବହୁତ ଦୁଃ-ଖ ପ୍ରକାଶ କରିଛନ୍ତି। ଏହାସହ ଶୁଣିବାକୁ ମିଳିଛି ଯେ ମୃତ-କଙ୍କ ପରିବାରକୁ ରାଣୀ ଆର୍ଥିକ ସହାୟତା କରିଛନ୍ତି ଏବଂ ଆଗକୁ ଆହୁରି ସାହାଯ୍ୟ କରିବେ ବୋଲି ପ୍ରତି-ଶୃତି ମଧ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *