“ପୁଅ ଟା ବୋଧେ କମଜୋର ଥିଲା ସେଥିପାଇଁ ଝିଅ ମାନେ ଲୋଡ୍ ପକାଇଛନ୍ତି,ଆମ ଭଳି ଟୋକା ହେଇଥିଲେ…

ବନ୍ଧୁଗଣ ଆମେ ସବୁବେଳେ ଆମ ଘରେ ପୁଅ ମାନଙ୍କୁ ଶିଖାଇଥାଉ ଝିଅ ମାନଙ୍କୁ ସମ୍ମାନ ଦେବା ଶିଖ,ତାଙ୍କୁ ସୁର-କ୍ଷା ଦେବା ଶିଖ।ତାଙ୍କୁ କିଛି ଖରାପ କରି ଲୁହ ନାହିଁ ।ଝିଅ ମାନେ ଦେବୀ ସଦୃ-ଶ୍ୟ।କିନ୍ତୁ ଝିଅ ମାନଙ୍କୁ କେହି କୁହନ୍ତି ନାହିଁ ଏ ବିଷୟରେ।ଆଗରୁ ଏପରି କହୁଥିଲେ ଲୋକ ମାନେ କାରଣ ଆଗରୁ କେବଳ ଝିଅ ମାନଙ୍କ ଉପରେ ଅ-ତ୍ୟାଚା-ର ହେଉଥିଲା।ଏହି ଘଟ-ଣା ରେ ବିଭିନ୍ନ ଲୋକ ଙ୍କ ବିଭିନ୍ନ ମତ ରହିଛି।

ଏଭଳି ଜଣେ ବ୍ୟକ୍ତି ଏହି ଘଟ-ଣା ବାବ-ଦ ରେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।ସେହି ବ୍ୟକ୍ତି ଙ୍କ କହିବା ଅନୁସାରେ ପୁଅ ଟି ବୋଧ ହୁଏ କମଜୋର ଥିଲା ସେଠିପାଇଁ ଝିଅ ମାନେ ତା ସହ ଏପରି କରିଲେ,ଆମ ଭଳି କେହି ଥିଲେ ସେ ସେହି ଝିଅ ମନକୁ ସାବାଡ଼୍ କରି ଦେଇଥାଆନ୍ତା।ତାଙ୍କ କହିବା ଅନୁସାରେ ପୁଅ ମନକୁ ଛୋଟ ବେଳୁ ଶିକ୍ଷା ଦିଆଯାଏ ଯେ ଝିଅ ମାନଙ୍କୁ ସମ୍ମାନ ଦେଇ ଶିଖ,ଝିଅ ମାନେ ଲକ୍ଷ୍ମୀ ଙ୍କ ରୂପ।କିନ୍ତୁ ଏଭଳି କାମ କଲେ ସେ ଝିଅ ମାନଙ୍କୁ କିପରି ଜଣେ ସମ୍ମାନ ଦେବ।

ଆଜିକାଲି ଝିଅ ମାନେ ଯେଉଁଭଳି ହେଉଛନ୍ତି ସନେ ସମ୍ମାନ ପାଇବାର ହକଦାର ନୁହନ୍ତି।ଏବେ ତାଙ୍କର ପିର ପରିବାର ଜୀବନ ସାରା ଦୁଃ-ଖ ରେ ରହିବେ।ସେ ଆହୁରି ମଧ୍ୟ କହିଛନ୍ତି ଝିଅ ମାନେ ନିଜେ ନିଜର ସମ୍ମାନ ହରାଉଛନ୍ତି।ହେଉ ଝିଅ ଏଭଳି କରୁଛନ୍ତି ସେମାନେ ଝିଅ ନୁହନ୍ତି ସେମାନେ ଏକ ବସ୍ତୁ ବୋଲି କହିଛନ୍ତି।ଝିଅ ମାନେ ସବୁବେଳେ ଓମେନ୍ କାର୍ଡ ବ୍ୟବହାର କରୁଛନ୍ତି।

ଯାହା ଟିକେ କିଛି ହେଇଗଲେ ସମସ୍ତେ ସେ ଝିଅ କୁ ସାହାଯ୍ୟ କରିବା ପାଇଁ ଚାଲି ଆସୁଛନ୍ତି।କିନ୍ତୁ ଗୋଟେ ପୁଅ ସହ ହେଲେ କେହି କିଛି ବି କହୁନାହାନ୍ତି।ସେ କହିଛନ୍ତି ଯେଉଁ ଝିଅ ମାନେ ଏଭଳି କାମ କରିଛନ୍ତି ତାଙ୍କୁ ମଧ୍ୟ ସମାନ ଦଣ୍ଡ ଦେବା ଦରକାର ଯାହା ପୁଅ ମାନଙ୍କୁ ଦିଆ ଯାଏ।ତାଙ୍କୁ ସହ ମଧ୍ୟ ସେଭଳି ବ୍ୟବହାର କରିବା ଦରକାର ଯେଉଁଭଳି ପୁଅ ମାନଙ୍କୁ କରାଯାଏ।

ନାରୀ ମାନଙ୍କର ବେ-ଶ୍ୟା ବୃତ୍ତି କୁ ନେଇ ସେ କହିଛନ୍ତି ଯେ କୌଣସି ନାରୀ ତାର ନିଜ ଇଚ୍ଛା ରେ ନିଜ ଦେହ କୁ ବିକି ଦିଏନି। ସେ ବାଧ୍ୟ ହୋଇ ନିଜ ପରିବାର କୁ ଚଳାଇବା ପାଇଁ,ନିଜ ପିଲା ଙ୍କୁ ପାଠ ପଢ଼ାଇବା ପାଇଁ ଏହି ସବୁ କାମ କରିଥାଏ।ଏମିତି ବି ନାରୀ ଅଛନ୍ତି ଯେଉଁମାନେ କଷ୍ଟ କରି ନିଜ ପରିବାର କୁ ଚଳାଇଥାନ୍ତି।କିନ୍ତୁ କେତେକ ନାରୀ ଅଛନ୍ତି ସେମାନେ ଆଗରୁ କଉଠି କାମ କରିବା ପାଇଁ ଯାଇଥିବେ ଯଦି ତାଙ୍କୁ କୌଣସି ଖରାପ ବ୍ୟବହର ହୋଇଥିବ ସେଥିପାଇଁ ସେମାନେ ଏଇ ରାସ୍ତା କୁ ଅପଣାଇଥାନ୍ତି।କିନ୍ତୁ ଯେଉଁ ପୁଅ ମାନେ ଏଭଳି କାମ କରୁଛନ୍ତି ତାଙ୍କ ଖୁସି ପାଇଁ କରୁଛନ୍ତି।

ଯେଉଁ ଆଣ୍ଟି ମାନେ ତାଙ୍କୁ କହୁଛନ୍ତି ଏପରି କରିବା ପାଇଁ ସେମାନେ କିଛି ଟଙ୍କା ଦେଉଛନ୍ତି।ପୁଅ ମାନଙ୍କର ଲାଭ ସେମାନେ ଟଙ୍କା କୁ ଟଙ୍କା ପାଉଛନ୍ତି ଓ ତାଙ୍କ ସଉକ ମଧ୍ୟ ପୁରା କରୁଛନ୍ତି।ଏଭଳି ପୁଅ ମାନଙ୍କୁ ମାଡ଼ ମା-ରି ଠିକ୍ କରିବା କଥା କହିଛନ୍ତି।କାରଣ ତାଙ୍କ ମତ ରେ ପୁଅ ମାନେ ନିଜେ କଉଠି ନା କଉଠି କାମ କରି ରୋଜଗାର କରିପାରିବେ ତାଙ୍କର ଏଭଳି କାମ କରିବାର କିଛି ଆବଶ୍ୟକତା ନାହିଁ।ସେମାନେ ନିଜ ସଉକ ପାଇଁ ଏ ସବୁ କାମ କରନ୍ତି।କିନ୍ତୁ ଆଗକୁ ତାଙ୍କୁ ବହୁତ୍ ସମସ୍ୟା ହେବ ଯେତେବେଳେ ସେତେବେଳ ବୁଝିବେ। ଖାଲି ଏହା ଦେଖିବାକୁ ବାକି ରହିଲା ଏହି ଯେଉଁ କେସ ହୋଇଛି ତାର କିପରି ନ୍ୟା-ୟ ହେଉଛି।

Leave a Reply

Your email address will not be published. Required fields are marked *