ଦୁର୍ଘ-ଟଣାରେ ସୁସ୍ଥ ଥିବା ରାନୀ ପଣ୍ଡା, ହଠାତ୍ ମେଡିକାଲ୍ ବେଡରେ ଅସୁସ୍ଥ କେମିତି

ବହୁ ଚର୍ଚ୍ଚିତ ଯାତ୍ରା କଳାକାର ରାନୀ ପଣ୍ଡାକୁ କିଏ ବା ଜାଣିନାହିଁ। ସମସ୍ତଙ୍କୁ ଜଣାଥିବା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବିଷୟରେ। ଏହି ଯାତ୍ରା ଅଭିନେତ୍ରୀ ଜଣକ କାଲି ରାତିରେ ଗୋଟେ ପାର୍ଟି ସାରି ଆସୁଥିବା ବେଳେ ଦୁର୍ଘ-ଟଣା ଘଟିଛି। ରାନୀ ପଣ୍ଡାଙ୍କ କାର ସହିତ ଗୋଟିଏ ବାଇକ୍ ଧକା ହୋଇଛି। ଏହି ଦୁର୍ଘ-ଟଣା ପରେ ସଂପୂର୍ଣ୍ଣ ସୁସ୍ଥ ଥିବା ରାନୀ ପଣ୍ଡା ଏବେ ମେଡିକାଲ ବେଡରେ ଅଛନ୍ତି ବୋଲି କିଛି ଫୋଟ ଓ ଭିଡିଓ ପ୍ରଘଟ ହେଉଛି। ରାନୀ ପଣ୍ଡାଙ୍କ ହାତରେ ଗୋଡ଼ରେ ପଟି ଲାଗିଛି ଓ ସେ ହସ୍ପିଟାଲ୍ ବେଡରେ ସୋଇଛନ୍ତି।

ଏହିଭଳି କିଛି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କର ପ୍ରଶଂସକ ମାନେ ବହୁତ୍ ବ୍ୟସ୍ତ ହୋଇ ପଡିଛନ୍ତି।ବନ୍ଧୁଗଣ କିନ୍ତୁ ଏବେ କଥା ହେଉଛି କି ଦୁର୍ଘ-ଟଣା ପରେ ସୁସ୍ଥ ଥିବା ରାଣୀ ପଣ୍ଡା ହଠାତ୍ କାହିଁକି ଅସୁସ୍ଥ ହୋଇପଡିଲେ।ଏହି ଅସୁସ୍ଥତା କଣ ସତ ନା ମିଛ? ଏମିତି ବହୁତ୍ କିଛି ପ୍ରଶ୍ନ ଲୋକଙ୍କ ମନରେ ଆସିବା ସ୍ବାଭାବିକ। କେହି କେହି କହୁଛନ୍ତି ରାଣୀ ପଣ୍ଡା ସିମ୍ପାଥି ପାଇବା ପାଇଁ ଏମିତି କିଛି ନାଟକ କରୁଛନ୍ତି। ଅନେକ ଲୋକ ଅନେକ କଥା କହୁଛନ୍ତି କିନ୍ତୁ ତାଙ୍କର ପ୍ରଶଂସକ ମାନେ ତାଙ୍କ ପାଇଁ ବହୁତ୍ ବ୍ୟସ୍ତ ହୋଇ ପଡ଼ୁଛନ୍ତି।

ଆସନ୍ତୁ ଏବେ ଶୁଣିବା ଡି- ଏସ- ପି କଣ କହୁଛନ୍ତି ଏହି ଦୁର୍ଘ-ଟଣା ବିଷୟରେ। କାଲି ରାତି ୯.୪୫ ରେ ରାନୀ ପଣ୍ଡା ଢେଙ୍କାନାଳକୁ ତାର ନିଜର କାର ଯୋଗେ ଯାଉଥିଲେ ଏହି ଯିବା ବାଟରେ ତାଙ୍କ କାର ଦୁର୍ଘ-ଟଣା ଗ୍ରସ୍ତ ହୋଇଥିଲା ।ରାଜନଗର ଛକ ପାଖରେ ସୁକାନ୍ତ ବେହେରା ନାମକ ଜଣେ ଯୁବକ ତାଙ୍କ ବାଇକ୍ ଯୋଗେ ଆସୁଥିଲେ। ଏହି ସମୟରେ ୨ ଟି ଗାଡ଼ି ମୁହାଁ ମୁହିଁ ଧ-କ୍କା ହେଲା। ଯୁବକଙ୍କ ଅବସ୍ଥା ବହୁତ୍ ଗୁରୁ-ତର ଥିଲା ।ଖବର ପାଇ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ଥିଲା।

ଜିବକଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର କରାଗଲା ପରେ ସେଠାରେ ଡକ୍ଟର ତନ୍ତୁ ମୃ-ତ ବୋଲି ଘୋଷଣା କରିଥିଲେ। ଏହି ମାମୋଳକୁ ଆଧାର କରି ତ-ଦନ୍ତ ଚାଲି ରହିଛି । ଅନ୍ୟ ପରେ ମ-ଦ ପିଇ ଗାଡ଼ି ଚଳାଇବା କଥା ବି ସାମ୍ନାକୁ ଆସୁଛି।କିନ୍ତୁ କିଛି ସଠିକ ତଥ୍ୟ ନାହିଁ ବୋଲି କିଛି କହି ହେଉନାହିଁ।୨ ଟି ଯାକ ଗାଡ଼ି ବହୁତ୍ ସ୍ପିଡ୍ ରେ ଥିଲେ ବୋଲି ବହୁତ୍ ବଡ଼ ଦୁର୍ଘ-ଟଣା ଟି ଘଟିଯାଇଛି। କିନ୍ତୁ ରାନୀ ପଣ୍ଡା ଙ୍କ ଏହି ନାଟକକୁ ଦର୍ଶକ ବନ୍ଧୁ ମାନେ ପସନ୍ଦ କରୁ ନାହାନ୍ତି।

Leave a Reply

Your email address will not be published. Required fields are marked *