କେବଳ ପୁରୁଷ ନୁହେଁ ନାରୀ ମଧ୍ୟ କ୍ରିମି-ନାଲ ହୋଇ ପାରନ୍ତି ଆଉ ଦୁ-ଷ୍କର୍ମ କରି ପାରନ୍ତି ।

ବନ୍ଧୁଗଣ ନିକଟ ପଞ୍ଜାବରେ ୪ଜଣ ଯୁବତୀ ମିଶି ଜଣେ ପୁରୁଷକୁ ରେ-ପ୍ କରି ଦେଇଥିବା ଘଟ-ଣାରେ ବିନ୍ଦୁଜା ନିଜର କଡ଼ା ପ୍ରତି-କ୍ରିୟା ରଖି କହିଛନ୍ତି ଯେ, “ଯାହା ଘଟିଛି ବହୁତ ନିନ୍ଦ-ନୀୟ ଘଟଣା ଆଉ ଯେତେବେଳ ଆମେ ଏପରି ଘଟ-ଣା ଶୁଣୁଛେ କିମ୍ବା ଚ୍ୟାନେଲ ମାଧ୍ୟମରେ ଦେଖୁଛ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି ଯେ ଏଭଳି ଅସାମାଜିକ କାର୍ଯ୍ୟ ସବୁ ଚାଲିଛି । ଏଠାରେ ଦେଖନ୍ତୁ ଯେ କେଉଁଠି ଆମ ସମାଜ ଯାଇକି କେଉଁ ଭଳିଆ ହେଇ ଗଲାଣି ।

ଝିଅ ମାନେ ଆଜିକାଲି ମ-ଦ ପିଇଲେଣି । ଝିଅ ମାନେ ଆଜିକାଲି ପୁରୁଷ ମାନଙ୍କୁ ରେ-ପ୍ କଲେଣି । ଏଠାରେ ଭାବନ୍ତୁ ଯେ ଚାରି ଜଣ ଝିଅ ମିଶିକରି ଗୋଟେ ପୁରୁଷକୁ ରେ-ପ୍ କରି ଦେଉଛନ୍ତି । ଆମେ ଏହି କଥାକୁ ଗ୍ରହଣ ସହଜରେ କରି ପାରୁନାହୁଁ ସିନା କିନ୍ତୁ ଏଭଳି ଘଟ-ଣା ସମାଜରେ ହେଉଥିବ ନିହାତି । ଯେଉଁମାନେ କୁହନ୍ତି ଯେ ନାଇ ପୁରୁଷ ମାନଙ୍କ ସହ ସେଭଳି କିଛି ଖରାପ ହୁଏନି ବା ନାରୀ ମାନେ ଅବଳା କିଛି କରନ୍ତି ନାହିଁ ଦେଖନ୍ତୁ ଏଥିରୁ ପ୍ରମାଣ ହୋଇଗଲା କି ସେସବୁ ଭୁଲ୍ ଧାରଣା ବୋଲି ।

ଏଥିରୁ ଜାଣିଲେ ଯେ ନାରୀ ମଧ୍ୟ ଗୋଟେ କ୍ରିମି-ନାଲ ହୋଇ ପାରିବ । ସେ ଚାହିଁଲେ ମଧ୍ୟ ପୁରୁଷକୁ କ୍ଷ-ତି ପହଞ୍ଚାଇ ପାରିବ । ତେବେ ଏଇଟା ଗୋଟେ ବହୁତ ନିନ୍ଦ-ନୀୟ ଘଟ-ଣା ଯାହା ମୁଁ ଦେଖୁଛି । ତେବେ ନିହାତି ଭାବରେ ଆ-ଇନ୍ ଆସିବା ଦରକାର । କିନ୍ତୁ ମୁଁ ଚାହୁଁଛି ଯେମିତିକି ଆମ ଦେଶରେ ଅଛି ଯେ ଯେପରି ମୋଲେଷ୍ଟେସନ ରେ-ପ୍ ଝିଅ ପାଇଁ ଅଛି ସେମିତି କିନ୍ତୁ ବାହାର ଦେଶରେ ପର୍ଶନ ନାଁରେ ଅଛି । ଅର୍ଥାତ୍ ଯିଏ ମଧ୍ୟ ଦୋଷ କରିବ ସେ ପୁରୁଷ ହୁଅନ୍ତୁ କି ମହିଳା ସେ ନିହାତି ଦ-ଣ୍ଡ ପାଇବ ।

ଗୋଟେ ପଟରେ ଆମ ସମ୍ବିଧାନ ନିୟମ କହୁଛି ଯେ ଉଭୟ ପୁରୁଷ ଓ ନାରୀ ସମାନ । କିଙ୍ଗୁ ଦ-ଣ୍ଡ ବିଧାନ କ୍ଷେତ୍ରରେ ପାତର ଅନ୍ତର ନକରି ସେ ଆ-ଇନ୍ ଟା ଆସିବା କଥା । ତେବେ ଏଇ ଯେଉଁ କେ-ଶ୍ ଏବେ ଶୁଣିବାକୁ ମିଳୁଛି ଗଲା ବର୍ଷ ଆମ ଓଡ଼ିଶାରେ ମଧ୍ୟ ଏଭଳି କେସ ଗୋଟେ ହୋଇଥିଲା ଯାହାକୁ ଚପାଇ ଦିଆ ଯାଇଥିଲା । ତାପରେ ହାଇଦ୍ରାବାଦ୍ ରେ ମଧ୍ୟ ଏଭଳି ଏକ କେ-ଶ୍ ହୋଇଥିଲା । ତୋ ଏଠାରେ କେଉଁଠି ନା କେଉଁଠି ସିଷ୍ଟମ୍ ର ହିଁ କାର୍ଯ୍ୟ କରିବା ପ୍ରଣାଳୀ ରେ ଭୁଲ୍ ରହୁଛି ବୋଲି ମୁଁ କହିବି” ।

Leave a Reply

Your email address will not be published. Required fields are marked *