ପ୍ରେମ ବିବାହ ପରେ ମଧ୍ୟ ନିଜ ସ୍ୱାମୀଠାରୁ ଧୋ-କ୍କା ପାଇବାରୁ ନ୍ୟା-ୟ ପାଇଁ ଭରତପୁର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା, ସ୍ୱାମୀ ଏବେ ଅଛନ୍ତି ଫେ-ରାର

ଆଜିକାଲିର ସମାଜରେ ପର-କ୍ରିୟାପ୍ରୀତି ଏକ ସାଧାରଣ କଥା ହୋଇଗଲାଣି। ସ୍ୱାର୍ଥ ହାସଲ କରିବା ପାଇଁ ନିଜ ସାଥିକୁ ଧୋ-କା ଦେବାକୁ ଲୋକ ଆଉ ପଛଘୁଞ୍ଚା ଦେଉନାହାନ୍ତି। ଏପରି କାର୍ଯ୍ୟ କରିବା ଆଗରୁ ଲୋକମାନେ ଥରେ ମଧ୍ୟ ନିଜ ସାଥୀ କଥା ଭାବୁନାହାନ୍ତି। ଆପଣ ଯୁଆଡେ ଦେଖିବେ ଏହିପରି ଘ-ଟଣା ଶୁଣିବାକୁ ମିଳିବ।

ତେବେ ଏହିପରି ଏକ ପର-କ୍ରିୟାପ୍ରୀ-ତି ଘ-ଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ବିବାହର 4 ବର୍ଷ ପରେ ମହିଳା ଜଣକ ପାଇଛନ୍ତି ଧୋ-କ୍କା। ସ୍ୱାମୀ ଜଣକ ଲୁ-ଚି ଲୁ-ଚି କରୁଥିଲେ ଆଉ ଜଣେ ମହିଳାଙ୍କୁ ପ୍ରେମ। ତେବେ ସ୍ୱାମୀଙ୍କର ଏବେ 9 ମାସର ଏକ ପିଲା ଥାଇ ମଧ୍ୟ କରିଛନ୍ତି ଏପରି ଲ-ଜ୍ଜାଜ-ନକ କାର୍ଯ୍ୟ। ପିଡିତା ମହିଳାଙ୍କ ନାମ ମଞ୍ଜୁଲତା ଭୂୟାଁ।

ତେବେ ଖବର ଅନୁସାରେ ମଞ୍ଜୁଲତା ଭୂୟାଁ ନାମକ ଜଣେ ମହିଳା 2016 ରେ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ। ଏହାସହ ଉଭୟ 2018 ରେ ବିବାହ ମଧ୍ୟ କରିଥିଲେ। ବିବାହ ପରେ ସବୁକିଛି ଠିକ ଠାକ ଚାଲିଥିଲା। କିନ୍ତୁ ଏହାପରେ ଧୀରେ ଧୀରେ ଦେଖା ଦେଲା ସ୍ୱାମୀଙ୍କ ବ୍ୟବହାରରେ ପରିବର୍ତନ। ସ୍ୱାମୀ ଜଣକ ପ୍ରାୟ ସମୟ ଘରେ ରହୁ ନଥିଲେ। କିଛି କହିବା ମାତ୍ରେ ପ୍ରତି କଥାରେ ବିର-କ୍ତି ଭାବ ଦେଖାଉଥିଲେ।

ସ୍ତ୍ରୀର କୌଣସି କଥା ଶୁଣୁନଥିଲେ। ଏହାପରେ ମଞ୍ଜୁଲତା ଧୀରେ ଧୀରେ ନିଜ ସ୍ୱାମୀଙ୍କୁ ସ-ନ୍ଦେହ କରିବା ଆରମ୍ଭ କଲେ। ଏହାସହ ସେ ନିଜ ସ୍ୱାମୀଙ୍କର ମୋବାଇଲ ମଧ୍ୟ ଚେକ କରିଥିଲେ। ମୋବାଇଲ ଚେକ କରିବା ସମୟରେ ସେ ଦେଖିଲେ ଯେ ପୁଷ୍ପଲତା ଜେନା ନାମକ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ କଥା ହେଉଛନ୍ତି। ପୁଷ୍ପଲତାଙ୍କର ବୟସ 45 ବର୍ଷ ଅଟେ।

ଯେତେବେଳେ ସ୍ୱାମୀ ଜାଣିଲେ ଯେ ତାଙ୍କ ସ୍ତ୍ରୀ ସବୁକଥା ଜାଣି ଯାଇଛନ୍ତି ସେତେବେଳେ ସ୍ୱାମୀ ଜଣକ ତାଙ୍କୁ ନିର୍ଯା-ତନା ଦେବା ଆରମ୍ଭ କରିଦେଲେ। ପ୍ରାୟ ଦେଢମାସ ଧରି ନିର୍ଯା-ତନା ସହିବା ପରେ ଆଉ କିଛି ଉପାୟ ନପାଇ ସ୍ତ୍ରୀ ଜଣକ ଭରତପୁର ଥା-ନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୋ-ଲିସ ଘଟ-ଣାକୁ ନେଇ କୌଣସି ତ-ଦନ୍ତ ଏପର୍ଯ୍ୟନ୍ତ କରିନାହିଁ।

ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ଏବେ ଘରୁ ଫେ-ରାର ଅଛନ୍ତି ଏବଂ ଆଉ ଘରକୁ ଫେରୁନାହାନ୍ତି। ସେ ସେହି ପୁଷ୍ପଲତା ନାମକ ମହିଳାଙ୍କୁ ନେଇ ଏବେ ଘାଟିକିଆ ବାଲିଆଚ୍ଛକ ନିକଟରବର୍ତୀ କୌଣସି ଏକ କଲୋନୀରେ ରହୁଛନ୍ତି। ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଏକ 9 ମାସର ପିଲା ମଧ୍ୟ ଅଛି। କିନ୍ତୁ ସ୍ୱାମୀ ବିନା ସେ କିପରି ନିଜ ପିଲାକୁ ନେଇ ଅଗକୁ ଚଳିବେ ସେ କଥା ଭାବି ଚିନ୍ତାରେ ଅଛନ୍ତି।

Leave a Reply

Your email address will not be published. Required fields are marked *