ଅନୁତାପ କରି କାନ୍ଦି ପକାଉଛନ୍ତି ଶ୍ରଦ୍ଧାଞ୍ଜଳି, କହିଲେ ଅର୍ଚ୍ଚନା କାରଣରୁ ମୋ ଜୀବନ ହୋଇଗଲା ବ-ର୍ବାଦ

ଅର୍ଚ୍ଚନା ନାଗଫାଶର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଗୁମରରୁ ବାହାରୁଛି ଗୋଟିଏ ପରେ ଗୋଟାଏ ସତ। ଅର୍ଚ୍ଚନା ଯାହାକୁ ମୋହରା କରି ଏଭଳି କାର୍ଯ୍ୟ କରୁଥିଲା ସେହି ଯୁବତୀଟି ହେଉଛି ଶ୍ରଦ୍ଧାଞ୍ଜଳୀ ବେହେରା। ଆପଣମାନେ ଠିକ ଶୁଣିଛନ୍ତି ଆଜି ଯଦି ଅର୍ଚ୍ଚନାଙ୍କ ଗୁମର ସବୁ ଫିଟୁଛି ତେବେ ତାହା କେବଳ ଶ୍ରଦ୍ଧାଞ୍ଜଳିଙ୍କ ପାଇଁ।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ସେ ଜେ-ରା ପରେ ସବୁ ସତ କଥା କହିବା କାରଣରୁ ଆଜି ଅର୍ଚ୍ଚନାଙ୍କ କଳାଚିଠା ଏବଂ ଏଥିରେ ଲିଙ୍କ ଥିବା ଲୋକଙ୍କୁ ଖୋଜିହଉଛି। କିନ୍ତୁ ଆଜି ସେହି ଶ୍ରଦ୍ଧାଞ୍ଜଳି ଅନୁତାପ କରୁଛନ୍ତି। କାନ୍ଦି କାନ୍ଦି ନିଜ ଦୁଃ-ଖ ପ୍ରକାଶ କରୁଛନ୍ତି ଏବଂ କହୁଛନ୍ତି ଯେ ,”ଆଜି ଅର୍ଚ୍ଚନା ମୋ ଜୀବନ ବ-ର୍ବାଦ କରିଦେଇଛି।

ମୁଁ ଏହି ନାଗଫାଶରେ ଫ-ସିବା ପୂର୍ବରୁ ଇନ୍ସଟାଗ୍ରାମରେ ଏକ ଛୋଟିଆ ରିଲସ କ୍ରିଏଟର ଥିଲି। ମୁଁ ନିଜର ଛୋଟ ଛୋଟ ଡ୍ୟାନ୍ସ ଭିଡ଼ିଓ ପ୍ରସ୍ତୁତ କରି ଇନ୍ସଟାରେ ପୋଷ୍ଟ କରୁଥିଲି। ଏହାସହ ମୁଁ ଏହା ମଧ୍ୟ ଭାବୁଥିଲି ଯେ କାଳେ ଏହି ରିଲସ ଦେଖି ମତେ କିଏ ଛୋଟମୋଟ ଆକ୍ଟିଂଗ ପାଇଁ ଅଫର ଦେବ।

ଏହାପରେ ମୁଁ ଧୀରେ ଧୀରେ ଆକ୍ଟିଂଗରେ ନିଜ କ୍ୟାରିଅର ତିଆରି କରିବି। କିନ୍ତୁ ଆଜି ମୁଁ ଅର୍ଚ୍ଚନାର ନାଗଫାଶରେ ଫ-ସିଗଲି। ଆଉ ନିଜର ଜୀବନ ବ-ର୍ବାଦ କରିଦେଲି। କେବଳ ନିନ୍ଦା ଛଡା ଏବେ ମୁଁ ଆଉ କିଛି ପାଉନାହିଁ। କିଛି ଟଙ୍କା ଲୋ-ଭରେ ଆଜି ମୋର ଏପରି ଅବସ୍ଥା।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ଆଜି ଏହି ଅର୍ଚ୍ଚନା କାରଣରୁ ମୁଁ ଇଡି କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛି। ମତେ 2 ଥର ଜେ-ରା କରାଗଲାଣି। ଆଜି ଏହି ଅର୍ଚ୍ଚନା କାରଣରୁ ଯଦି ମୁଁ ସବୁ ଆଡେ ମୁହଁ ଲୁ-ଚାଇ ଚାଲୁଛି, ତାହାଲେ ଆଜି ଅର୍ଚ୍ଚନାର ସବୁ ଗୁମରକୁ ମୁଁ ପ-ର୍ଦାଫା-ସ କରିଦେବି।”

Leave a Reply

Your email address will not be published. Required fields are marked *