ବସ୍ ତଳେ ଚାପି ହୋଇ ମୃ-ତ୍ୟୁ ହେଲା ପୁଅ ର। କୋକେଇ ଧରି ଭୋ ଭୋ ହୋଇ କାନ୍ଦୁଛି ବିଧବା ମା।

ମନୁଷ୍ୟର ଜନ୍ମ ହୋଇଛି ମାନେ ମୃ-ତ୍ୟୁ ନିଶ୍ଚିତ।ମନୁଷ୍ୟ ଜୀବନ ର ସବୁଠୁ ବଡ଼ ସତ୍ୟ ହେଉଛି ମୃ-ତ୍ୟୁ। ଏ ମୃ-ତ୍ୟୁ କେତେବେଳେ କଉଠି ବି ଆସିପାରେ।କିଏ ବୟସ ବେଶୀ ହେଲେ ମ-ରୁଛି ତୋ କିଏ ବୟସ ନ ହେଉଣୁ ମୃତ୍ୟୁ ର ଶିକାର ହେଉଛି।କେତେବେଳେ କାହାର ମୃ-ତ୍ୟୁ ହୋଇପାରେ ତାହାର କିଛି ଠିକଣା ନାହିଁ।କିନ୍ତୁ ବୟସ ଥାଉ ଥାଉ ଭେଣ୍ଡିଆ ପୁଅ ଟିଏ ଆରପାରି କୁ ଚାଲିଗଲେ କେତେ ଯେ ଦୁଃଖ ଥରେ ଭାବନ୍ତୁ ପାଠକଗଣ।

ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ଖଇରା ଗ୍ରାମ ରେ ଯେଉଁଠାରେ ଏକ ଭେଣ୍ଡିଆ ପୁଅ କୁ ବସ୍ ଚାପି ମା-ରିଦେଲା।ଏହା ପରେ ତରି ବିଧବା ମା ତାକୁ ଝୁରି ଝୁରି ଭୋ ଭୋ ହୋଇ କାନ୍ଦୁଛି।ଗାଁ ଦାଣ୍ଡ କା-ଣ୍ଡ ବୋବାଳିରେ ଫାଟି ପଡୁଛି।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ଘଟଣା ଟି ଏପରି ଖଇରା ଗାଁ ର। କାଲି ପଲିଟେକନିକ୍ ଛକ ରେ ବ୍ରିଜେଶ ଠିଆ ହୋଇଥିବା ବେଳେ ଏକ ବସ୍ ଆସି ଚାପି ଦେଇଥିଲା ଯାହା ଫଳ ରେ ବ୍ରିଜେଶ ର ଘ-ଟଣା ସ୍ଥଳ ରେ ହି ମୃ-ତ୍ୟୁ ଘଟିଥିଲା। ଏହାପରେ ତାଙ୍କ ଘର ଓ ଗାଁ ର ଦୃ-ଶ୍ୟ କୌଣସି ବି ବ୍ୟକ୍ତି ର ଛାତି ରେ କୋହ ଭରିଦେବ।ସବୁଠୁ ବଡ଼ ଦୁଃ-ଖ ହେଲା ବ୍ରିଜେଶ ର ବାପା ତାଙ୍କୁ ଛାଡି ପାଞ୍ଚ ବର୍ଷ ପୂର୍ବେ ଆରପାରି କୁ ଚାଲିଯାଇଥିଲେ।

ତାଙ୍କ ମାଆ ଗୋଟିଏ ବୋଲି ପୁଅ ର ମୁହଁ ଚାହିଁ ତାର ଭରସା ରେ ଜୀବନ କା-ଟୁଥିଲେ।କିନ୍ତୁ ଭଗବାନ ଏତେ ନିଷ୍ଠୁର ହେଇଗଲେ ଯେ ତାଙ୍କ ଗୋଟିଏ ବୋଲି ସାହାରା କୁ ତାଙ୍କ ପାଖରୁ ଛଡେଇନେଲେ।ପୁଅ ଆଜି ଚିକେନ ଖାଇବ କହୁଥିଲା କିନ୍ତୁ ତା ପାଇଁ ଏବେ ଗୋଟେ ବେଳର ଖାଇବା ରନ୍ଧା ଚାଲିଛି।

ଗୋଟିଏ ବୋଲି ଭାଇ ର ଏପରି ଅବସ୍ଥା ଦେଖି ଭଉଣୀ କୋହ ସମ୍ଭଳିପରୁନି।ଭାଇ ର କୋଳେଇ ପଛେ ପଛେ ଚାଲିଯାଉଛି।ସେ କା-ନ୍ଦି କା-ନ୍ଦି କହୁଚି କାଲି ମୋ ଭାଇ ବଞ୍ଚିଥିଲା ଆମେ ଝ-ଗଡ଼ା କରୁଥିଲୁ କିନ୍ତୁ ଆଜି ଏ କ’ଣ ହେଲା।କା-ନ୍ଦି କାନ୍ଦି କହୁଛି ଭାଇ କୁ କଟକ ହସ୍ପିଟାଲ ନିଅ ତାର କିଛି ହେଇନି ସେ ଠିକ୍ ହେଇଯିବ।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ଏଭଳି ହୃଦୟ ବିଦାରକ ଦୃ-ଶ୍ୟ ଦେଖିବାକୁ ମିଛି ଖଇରା ଗ୍ରାମରେ।ଯିଏ ଦେଖୁଛି ସିଏ କୋହ ସମ୍ଭାଳି ପାରୁନି।ସତରେ ଭଗବାନ ଏତେ ନିଷ୍ଠୁର।ସେ ବିଧବା ମା ର ଲୁହ ଆଖିରୁ ସୁଖୁନାହି।କିପରି ମା ନିଜ ପୁଅ ଓ ଭଉଣୀ ନିଜ ଭାଇ ବିନା ବଞ୍ଚିବ ତାହା ଭାବିଲା ବେଳକୁ ହିଁ ଛାତି ଥରି ଯାଉଛି।

Leave a Reply

Your email address will not be published. Required fields are marked *