ମୋ ପ୍ରଥମ ପ୍ରେମିକ ଯାହାଙ୍କୁ ମୁଁ ବହୁତ ଭଲ ପାଉଥିଲି ତାଙ୍କର ଡେଥ୍ ହୋଇଯାଇଛି, ମୋ କ୍ରସ ବାହା ହୋଇଗଲା ।

ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । କେତେକ ସିରିଏଲକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ଯାହାଫଳରେ ସିରିଏଲଟି ଅଧିକ ଲୋକପ୍ରିୟତା ହାସଲ କରିଥାଏ ତ କେତେକ ସିରିଏଲକୁ ଲୋକମାନେ ଅଧିକ ପସନ୍ଦ କରି ନଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିରିଏଲ ବିଷୟରେ କହିବାକୁ ଯାଉଛୁ ତାହାର ଲୋକପ୍ରିୟତା ବେସ ଅଧିକ ରହିଛି ।

ସିରିଏଲର ନାମ ହେଉଛି ‘ଝିଅ ଆମର ନୂଆବୋହୂ’ ଆପଣ ମାନେ ସମସ୍ତେ ‘ଝିଅ ଆମର ନୂଆବୋହୂ’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଅତି କମ ସମୟ ମଧ୍ୟରେ ଏହି ସିରିଏଲରେ ଓଡିଶା ବାସୀଙ୍କ ମନ ଜିତିଛି । ଏହି ସିରିଏଲର କାହାଣୀ ଓ କଳାକାର ମାନଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି ।

‘ଝିଅ ଆମର ନୂଆବୋହୂ’ ସିରିଏଲଟି ହେଉଛି ‘ନୂଆବୋହୂ’ ସିରିଏଲରେ ସେକେଣ୍ଡ ପାର୍ଟ । ‘ନୂଆବୋହୂ’ ସିରିଏଲଟି ଶେଷ ହେବା ପରେ ଏହି ସିରିଏଲଟି ଟିଭିରେ ପ୍ରସାରିତ ହୋଇଥିଲା । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ଏହି କଳାକାରଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ଜବରଦସ୍ତ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ଏହି କଳାକାର ମାନେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସୋନାକ୍ଷୀ ସାହୁ ପର୍ଶନାଲ ଲାଇଫ ବିଷୟରେ କିଛି କିଛି କହିଛନ୍ତି ଟଙ୍କା ଫ୍ୟାନ ମାନଙ୍କୁ ଦେଖନ୍ତୁ ସୋନାକ୍ଷୀ ସାହୁ ଙ୍କ ଜୀବନୀ ବିଷୟରେ କିଛି ତଥ୍ୟ ଜାଣିବା । ଏହି ଭିଡିଓଟି ଅଭିନେତ୍ରୀ ସୋନାକ୍ଷୀ ସାହୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି । ଭିଡିଓରେ ସୋନାକ୍ଷୀ ମେକଅପ୍ ରୁମ ଦେଖାଉଛନ୍ତି ଓ ସେ ତାଙ୍କର ପ୍ରେମ ଓ ଅଭିନୟ ବିଷୟରେ କହିବେ ।

ସୋନାକ୍ଷୀ ସାହୁ ନକର ପ୍ରଥମ ପ୍ରେମ କଥା କହିଥିଲେ ସେ ଯାହାଙ୍କୁ ଭଲ ପାଇଥିଲେ ତାଙ୍କର ଡେଥ ହେଇଯାଇଛି, ସେ ଜଣେ ବ୍ରାହ୍ମଣ ପରିବାର ର ତାଙ୍କର ଭଲ ପାଇବା ମାତ୍ର ୬ ମାସ ର ହୋଇଥିଲା ଡିସେମ୍ବର ମାସ ୨ ତାରିଖରେ ତାଙ୍କ ର ମୃତ୍ୟ ହେଇଥିଲା । ତାପରେ ସେ ୪ ମାସରେ ଡିପ୍ରେଶନ କୁ ଚାଲି ଯାଇଥିଲେ ।ତାପରେ ସେ ବାହାରି ଆସି ଆକ୍ଟିଙ୍ଗ କରିଥିଲେ ସେ ୫୦୦ ଟଙ୍କା ରୁ ଅକ୍ଟିଙ୍ଗ ଆରମ୍ଭ କରିଥିଲେ । ତାପରେ ତାଙ୍କର ଆଉ ଥରେ ଲୋଭ କରିଥିଲେ କ୍ରସ ହୋଇଥିଲା ହେଲେ ତାଙ୍କର ବିବାହ ହେଇଯାଇଥିଲା । ତାଙ୍କୁ ନେଇ ସେ କିଛି ବି ଚିନ୍ତା କରୁନିଥିଲେ ।

Leave a Reply

Your email address will not be published. Required fields are marked *