ପୋ-ଲିସ ହାତରେ ଶେଷକୁ ଧରାପଡିଛି ନବ ବଧୂ ଦୀପ୍ତିମୟୀର ହ-ତ୍ୟାକା-ରୀ ସ୍ୱାମୀ, ପତ୍ନୀକୁ ମା-ରି ହୋଇଯାଇଥିଲେ ଫେ-ରାର

ଆପଣ ଗତ କିଛି ଦିନ ଆଗରୁ ନବବଧୂ ଦୀପ୍ତିମୟୀର ମୃ-ତ୍ୟୁ ଘ-ଟଣା ତ ନିଶ୍ଚୟ ଶୁଣିଥିବେ। ଯେଉଁଥିରେ ଯୌ-ତୁକ ଲୋଭରେ ଏହି ଘ-ଟଣା ଘଟିଥିଲା। ସ୍ୱାମୀ ନିଜ ସ୍ତ୍ରୀକୁ ମା-ରିଦେଇ ଫେ-ରାର ହୋଇଯାଇଥିଲା। କିନ୍ତୁ ଏବେ ପୋ-ଲିସ ଅଭି-ଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି।

ତେବେ ଘଟ-ଣାଟି କିଛି ଏପରି ଥିଲା ଯେ ଡେରାବିଶ ଥା-ନା ଅନ୍ତର୍ଗତ ବାଲିଆ ପଞ୍ଚାୟତ ମୁଲଣାପାଟଣା ଗ୍ରାମରେ ମଙ୍ଗଳବାର ଦିନ ନବବଧୂର ସନ୍ଦେ-ହଜନକ ଭାବରେ ମୃ-ତ୍ୟୁ ହୋଇଥିଲା। ଶ୍ୱଶୁର ଘର ପକ୍ଷରୁ ଏହା ଏକ ଆ-ତ୍ମହ-ତ୍ୟା ଘଟ-ଣା କୁହାଯାଉଥିବାବେଳେ ଝିଅର ବାପା ହ-ତ୍ୟା କରାଯାଇଥିବା ନେଇ ଥା-ନାରେ ଅଭି-ଯୋଗ କରିଥିଲେ।

ଦେଢବର୍ଷ ପୂର୍ବରୁ ଝିଅ ଦୀପ୍ତିମୟୀ ମୁଲଣାପଟଣା ଗ୍ରାମର ହରେକୃଷ୍ଣଙ୍କ ପୁଅ ଜୟଦେବକୁ ବିବାହ କରିଥିଲେ। ବିବାହର କିଛି ଦିନ ଠିକଠାକ ଚାଲିବା ପରେ ଆରମ୍ଭ ହୋଇଥିଲା ଶାଶୁଘର ପକ୍ଷରୁ ଯୌ-ତୁକ ଦାବୀ ଏବଂ ଦୀପ୍ତିମୟୀ ଙ୍କ ଉପରେ ନି-ର୍ଯ୍ୟାତ-ନା।

ଏହାପରେ ହଠାତ ମଙ୍ଗଳବାର ଦିନ ଖବର ଆସିଲା ଯେ ଦୀପ୍ତିମୟୀ ଆ-ତ୍ମହ-ତ୍ୟା କରିଛନ୍ତି। ଏହାସୁଣି ଝିଅର ବାପା ଏବଂ ଭାଇ ଶାଶୂ ଘରେ ପହଞ୍ଚିଥିଲେ। ଏହାପରେ ସେମାନେ ସେଠାରେ ଦେଖିଲେ ଯେ ଝରକା ଗ୍ରୀଲରେ ଏକ ଗାମୁଛା ଝୁଲୁଛି। ଝିଅର ମୃ-ତ୍ୟୁ ହେବାର 2 ଘଣ୍ଟା ପୂର୍ବରୁ ଝିଅଟି ନିଜ ବାପ ଘର ଲୋକଙ୍କ ସହ କଥା ହୋଇଥିଲା ଏବଂ କଥା ହେବା ପରେ ପରେ ଏପରି ଘ-ଟଣା ଘଟିବାରୁ ଶାଶୂଘର ଲୋକଙ୍କ ଉପରେ ସମସ୍ତେ ସ-ନ୍ଦେହ କରିଥିଲେ।

ଏହାପରେ ଝିଅକୁ ଶାଶୂଘର ଲୋକେ ହ-ତ୍ୟା କରିଥିବା ନେଇ ଡେରାବିଶ ଥା-ନାରେ ବାପା ଅଭି-ଯୋଗ କରିଥିଲେ। ଅଭି-ଯୋଗ ପରେ ପୁ-ଲିସ ଏକ ମା-ମଲା ରୁ-ଜୁ କରି ଶ-ବ ଜ-ବତ କରିବା ସହ ତାକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଇ ଦେଇଥିଲା। ଏହା ସହ ସ୍ୱାମୀ ମଧ୍ୟ ଫେ-ରାର ଥିଲା। କିନ୍ତୁ ଆଜି ପୋ-ଲିସ ଉଭୟ ସ୍ୱାମୀ ଏବଂ ଦିଅରଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି।

Leave a Reply

Your email address will not be published. Required fields are marked *